Yearly Archives

2026

ଡୁମାଲ ସମାଜ ସାଂଗଠନିକ ବୈଠକରେ ଯୋଗଦେଲେ ନରସିଂହ

ନିଜ ଜାତି ସହ ସମାଜ ପ୍ରତି ନିଜର ଦାୟିତ୍ୱବୋଧତା ପ୍ରମାଣ କର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତି ସ୍ତରରେ ସଂଗଠିତ ହୋଇ ନିଜର ସଂପ୍ରଦାୟ ବିକାଶ ସହ ଜାତି ଭିତରେ ଥିବା କୁସଂସ୍କାରକୁ ଦୂର କରିବା, ଶିକ୍ଷା କ୍ଷେତ୍ରରେ ସଚେତନତା ଆଣି ନିଜର ଜାତି ସମାଜର ପୁଅ ଝିଅମାନଙ୍କୁ
Read More...

କବି ଗଣେଶ ବାରିକଙ୍କ ଅନୁବାଦ କବିତା ସଂକଳନ ‘ସାଁପ୍ ଡେରନାର ଖେଲ୍’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ କବି ଗଣେଶ ବାରିକଙ୍କ ଅନୁବାଦ କବିତା ସଂକଳନ 'ସାଁପ୍ ଡେରନାର ଖେଲ୍' ଲୋକାର୍ପିତ ହୋଇଯାଇଛି । କବି ସୁଶାନ୍ତ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କବି ତଥା ଅନୁବାଦକ ଭାଗିରଥି ମିଶ୍ର,
Read More...

ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ ପାରମ୍ପରିକ ମୂଲ୍ୟବୋଧ ବନାମ ଜେନ୍-ଜି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ସଂସଦର ସଂପାଦକ ବିଶିଷ୍ଟ ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ "ପାରମ୍ପରିକ ମୂଲ୍ୟବୋଧ ବନାମ ଜେନ୍-ଜି" ଶୀର୍ଷକ ଏକ ଆଲୋଚନା ଚକ୍ର ସ୍ଥାନୀୟ ତୋଷାଳୀ ମହିଳା ମହାବିଦ୍ୟାଳୟ ଠାରେ
Read More...

ଏସ୍‌ବିଆଇର ରିଜନାଲ କନ୍‌ଫରେନ୍ସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ତିଆ ଷ୍ଟାଫ୍ ଏସୋସିଏସନ୍‌ର ରିଜନାଲ କନ୍‌ଫରେନ୍ସ ସ୍ଥାନୀୟ ଟାଉନ୍ ଗାର୍ଲସ୍‌ ହାଇସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷ୍ଟାଫ୍ ଏସୋସିଏସନ୍ ଭୁବନେଶ୍ୱର ସାର୍କିଲ୍‌ର ପ୍ରେସିଡେଣ୍ଟ କମ୍ରେଡ୍ ତପନ କୁମାର ପାଲ, ଜେନେରାଲ
Read More...

ବ୍ରାହ୍ମଣ ସମାଜ ପଦ୍ମପୁର ଆନୁକୂଲ୍ୟରେ ସାମୁହିକ ବ୍ରତୋପନୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବ୍ରାହ୍ମଣ ସମାଜ ପଦ୍ମପୁରର ଆୟୋଜନ ଆଜି ରବିବାର ଦିନ ସ୍ଥାନୀୟ ନେହେରୁଗଳି ସ୍ଥିତ ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପଠାରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସମୁଦାୟ ୩ ଜଣ ବଟୁ ଉପବୀତ ଧାରଣ ପୂର୍ବକ ବ୍ରତୋପନୟନ
Read More...

ଅଜଣା ସ୍କୁଟି ଧକ୍କାରେ ଜଣେ ମୃତ : ରାସ୍ତା ଅବରୋଧ କଲେ ପରିବାର ବର୍ଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରରେ ଦିନକୁ ଦିନ ସ୍ପିଡ ବାଇକିଂ ବଢ଼ି ବଢ଼ି ଚାଲିଛି । ସ୍ପିଡ୍ ବାଇକର ଉଭୟ ବାମ ଓ ଡାହାଣ ପଟୁ ଓଭର୍ ଟେକ୍ କରୁଛନ୍ତି । ଫଳରେ ସାଧାରଣ ଯାତ୍ରୀ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି । ସମାନ ଘଟଣାରେ ଆଉ ଏକ ପ୍ରାଣ ହାନି ଘଟିଛି । ଶନିବାର ସନ୍ଧ୍ୟାରେ
Read More...

ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ନାଟକ ମହୋତ୍ସବରେ ଓଡିଆ ନାଟକ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀ ଆୟୋଜିତ ଆନ୍ତର୍ଜାତିକ ନାଟକ ମହୋତ୍ସବ ଭାରଙ୍ଗମ ୨୦୨୬ର ଉଦଯାପନୀ ସନ୍ଧ୍ୟାରେ 'ଶ୍ରୁତି' ନାମକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନଏସଡି ତରଫରୁ ରାଉରକେଲାର ପ୍ରମୁଖ ନାଟ୍ୟାନୁଷ୍ଠାନ ସଂପର୍କର ପ୍ରତିଷ୍ଠାତା ବିଶିଷ୍ଟ
Read More...

ମାଓବାଦୀ-ପୁଲିସ ମୁହାଁମୁହିଁ : କରଡା ଜଙ୍ଗଲରେ ଏନକାଉଣ୍ଟର, ଦୁଇ ମାଓବାଦୀ ନିହତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ
Read More...

ବନ୍ଧୁକ ମୁନରେ ବର ପାଖରୁ ପ୍ରେମିକାକୁ ଉଠାଇ ନେଲା ପ୍ରେମିକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ନବବଧୂକୁ ବାଟରେ ବନ୍ଧୁକ ଦେଖାଇ ବର ଠାରୁ ଛଡେଇ ନେଇ ଗଲେ ପ୍ରିମକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ରଥପଡ଼ାର ସର୍ଜନ ପୁଟେଲଙ୍କ ଝିଅ ରଶ୍ମିକୁ ବଲାଙ୍ଗିର
Read More...

ମାତୃଭାଷାର ପ୍ରଚାର ଓ ପ୍ରସାର ଦିଗରେ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଯାଇଛି । ଏଥିରେ
Read More...