Yearly Archives

2026

ଜାତୀୟ ଶିକ୍ଷାନୀତି ସମୀକ୍ଷା ସମ୍ମିଳନୀ

ଓଡ଼ିଶାରେ ଶିଶୁ ବିଶ୍ଵବିଦ୍ୟାଳୟ ଗଠନ ପାଇଁ ଶିକ୍ଷାବିତଙ୍କ ପରାମର୍ଶଓଡ଼ିଶାରେ ଦୁଇ ବର୍ଷ ଭିତରେ ବୈଦେଶିକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଉପରେ ଗୁରୁତ୍ୱବିଶ୍ଵବିଦ୍ୟାଳୟରେ ଅନଲାଇନ୍ ମାଧ୍ୟମରେ ପି. ଏଚ. ଡି କରିବା ପାଇଁ ନିୟମ ପ୍ରଣୟନଶିକ୍ଷାବିତମାନଙ୍କ ପାଇଁ ଡି. ସି. ସି ଗଠନ ପାଇଁ ଗୁରୁତ୍ୱ
Read More...

ବନାଗ୍ନୀ ନିବାରଣ ପାଇଁ ବିବିଧ ଯୋଜନା କରାଯାଇଛି – ଡିଏଫ୍‌ଓ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନଖଣ୍ଡ ଅନ୍ତର୍ଗତ ୬ଟି ଫରେଷ୍ଟ ରେଞ୍ଜ ଅଂଚଳରେ ବନାଗ୍ନୀ ନିବାରଣ ନେଇ ବ୍ୟାପକ କାର୍ଯ୍ୟକ୍ରମ ଯୋଜନା କରାଯାଇଥିବା କହିଛନ୍ତି ରାଉରକେଲା ଡ଼ିଏଫଓ ଯଶୋବନ୍ତ ସେଠି । ଆଜି ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ
Read More...

ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ ରାଉରକେଲାର ଅର୍ଥନୀତି ବିଜ୍ଞାନ ବିଭାଗ ତରଫରୁ ଷଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଭାଗର ଆର୍ଯ୍ୟନ ପ୍ରଖର ଓ ସୁଚିସ୍ମିତା ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ପେନସନ ବିରୋଧୀ ଭ୍ୟାଲିଡେସନ ବିଲ ବିରୋଧରେ ଆନ୍ଦୋଳନ ଜୋରଦାର୍ ହେବ

ସେବାନିବୃତ୍ତ ବିକାଶ ମଞ୍ଚ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାର ସମଗ୍ର ଦେଶର ପେନସନ ଭୋଗୀଙ୍କ ବିରୋଧରେ ଗତ ମାର୍ଚ୍ଚ- ୨୦୨୫ ରେ ସଂସଦରେ ଯେଉଁ ଭ୍ୟାଲିଡେସନ ବିଲ ପାରିତ କରି ପେନସନ ଭୋଗୀଙ୍କୁ ଅଷ୍ଟମ ବେତନ କମିଶନରେ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ କରିବା ପାଇଁ
Read More...

ନୂଆପଡ଼ାରେ ଅଘଟଣ : ଟ୍ରକ୍ ଧକ୍କାରେ ଭାଙ୍ଗିଲା ନୂଆପଡ଼ା ନିର୍ମାତା ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତି

ତୀବ୍ର ହେଲା ବାଇପାସ୍ ଦାବି ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ସହରରେ ଏକ ବଡ଼ ଅଘଟଣ ଘଟିଯାଇଛି । ନୂଆପଡ଼ା ଜିଲ୍ଲାର ଗର୍ବ ତଥା ଜିଲ୍ଲା ଗଠନର ମୁଖ୍ୟ ବିନ୍ଧାଣି ସ୍ୱର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିକୁ ଏକ ଟ୍ରକ୍ ଧକ୍କା ଦେଇଛି । ଫଳରେ ମୂର୍ତ୍ତିଟି ସମ୍ପୂର୍ଣ୍ଣ ନଷ୍ଟ
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଜ୍ୟବସ୍ତୁ ପରିଚାଳନାରେ ଗୁରୁତର ତ୍ରୁଟି : ମରୁଛନ୍ତି ଗାଈଗୋରୁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କୋଟି କୋଟି ଟଙ୍କା ଖର୍ଚ୍ଚରେ ନୂତନ ଭାବେ ନିର୍ମାଣ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ବିଭିନ୍ନ ସମସ୍ୟା ଘେରରେ ଥିବା ଜିଲ୍ଲା ମୁଖ୍ୟାଳୟ ବିବାଦ ପିଛା
Read More...

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସାମାଜିକ ସଦଭାବନା ବୈଠକ

ଜୟପାଟଣା, (ଶେଷଦେବ ବେହେରା) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ସମାରୋହର ଚତୁର୍ଥ କାର୍ଯ୍ୟକ୍ରମ ସାମାଜିକ ସଦଭାବନା ବୈଠକ ଜୟପାଟଣା ଚଞ୍ଚରାପଡ଼ା ସ୍ଥିତ ଓଁ କାରେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ସମସ୍ତ ଜାତି ମୁଖିଆ ମାନଙ୍କୁ ଆମନ୍ତ୍ରଣ କରାଯାଇ
Read More...

ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣାଗ୍ରସ୍ତ : ୮ ମହିଳା ଆହତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଡକେଲକିଆ ନିକଟସ୍ଥ ଗଡମୁଣ୍ଡା ଘାଟିରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୮ଜଣ ମହିଳା ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଦଡ଼କଙ୍ଗିଆ ଗ୍ରାମରୁ ୧୦ରୁ ୧୨ ଜଣ
Read More...

୩ ମାର୍ଚ୍ଚରେ “ସ୍ଥାୟୀ ଏବଂ ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ମାର୍ଚ୍ଚ ୨୦୨୬ ସକାଳ ୧୧:୧୫ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ “ସ୍ଥାୟୀ ଏବଂ ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି” ବିଷୟବସ୍ତୁ ଉପରେ ଆୟୋଜିତ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ।ଏହି ବିଷୟବସ୍ତୁ ଅନ୍ତର୍ଗତ,
Read More...

ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ଵର, (ପିଆଇବି) : ଶିକ୍ଷାର୍ଥୀମାନଙ୍କ ସୁବିଧା ଓ ବିଭିନ୍ନ ବର୍ଗର ଆବଶ୍ୟକତାକୁ ଦୃଷ୍ଟରେ ରଖି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଚଳିତ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି । ସାର୍ଟିଫିକେଟ୍ ଓ
Read More...