ବିଚ୍ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୁର୍ବୃତ୍ତ : କାବୁ କଲା ପୁଲିସ୍
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରରେ ବୁଲିଲା ଖଣ୍ଡା । ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲା ପୁଲିସ୍ । ଲୋକେ କହିଲେ ସାବାସ ପୁଲିସ୍ । ଗତକାଲି ରାତି ପ୍ରାୟ ୯.୪୫ରେ ସୋନପୁର ନୂତନ ବସଷ୍ଟାଣ୍ଡ ସାମନା ତଥା ଠିପି ବନ୍ଦ ମଦ ଦୋକାନ ପାଖରେ ବିଚ୍ ରାସ୍ତାରେ ଜଣେ ନିଶାଖୋର ଯୁବକ!-->…
Read More...
Read More...