ଭକ୍ତି କବିତା ଆସର
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିମାଇଁ ସାହିତ୍ୟ ସଂସଦର ଆନୁକୂଲ୍ୟରେ ହରିରାଜପୁର ପଂଚୁଦୋଳ ମେଳନ ପଡିଆ ମଧ୍ୟସ୍ଥ ସୂଚନା କେନ୍ଦ୍ର ମଂଚରେ ପ୍ରେମାନନ୍ଦ ମଲ୍ଲିକଙ୍କ ପୌରହିତରେ ଭକ୍ତି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରମିଳା ପଟ୍ଟନାୟକ, ଗୀତାରାଣୀ ରଣଜିତ୍, ନଳିନୀପ୍ରଭା!-->…
Read More...
Read More...