Yearly Archives

2026

ଟିଟିଲାଗଡ ରେଳ ଓଭରବ୍ରିଜ୍ ନିକଟ ବୁଲାଣିରେ ଟ୍ରକର ପଛ ଚକରେ ପିଟିହେଲା କାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସକାଳେ ପାଖାପାଖି ସାତଟା ସମୟରେ ଖରିଆର ପଟୁ ଟିଟିଲାଗଡକୁ ଆସୁଥିବା ଆର୍ଟିଗା ଓଡ଼ି୦୩ ଏସି ୬୩୭୩ ଗାଡ଼ି ଟିଟିଲାଗଡରୁ ଖରିଆର ପଟକୁ ଯାଉଥିବା ସିଜି ୦୪ ଏନ୍‌ଏକ୍ସ ୭୨୪୮ ବିଶିଷ୍ଟ ଟ୍ରକର ପଛ ଚକରେ ବାଡେଇ ହୋଇ ଘସି ହେବା ଫଳରେ ଆର୍ଟିଗା ଗାଡ଼ିର
Read More...

ଓଲଟିଲା ମେଲୋଡି ଗାଡି : ୫ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୨୫ ଜଣ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ଥାନା ଜାତୀୟ ରାଜପଥ ୨୬ କନ୍ଦକେଲଗାଁ ଛକ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ମେଲୋଡି ଦୁଲଦୁଲି ଗାଡି ଓଲଟି ଯିବା ଫଳରେ ୫ ଜଣ ଗୁରୁତର ଥିବାବେଳେ ୨୫ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବରଗଡ଼ ଜିଲ୍ଲା ବିର୍ଜାମପୁର ଗାଁର ମା' ଲଙ୍କେଶ୍ୱରୀ ମେଲୋଡି
Read More...

ପ୍ରାଦେଶିକ ମେଧା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପରୀକ୍ଷା ଫଳ ପ୍ରକାଶିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରାଦେଶିକ ମେଧା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପରୀକ୍ଷା ଫଳ ଗତକାଲି ପ୍ରକାଶିତ ହୋଇଯାଇଛି । ଏହି ପରୀକ୍ଷାରେ ୫ ଜଣ ଭାଇ ଭଉଣୀ ଉତ୍ତୀର୍ଣ୍ଣ ହୋଇ ସାରା ଓଡ଼ିଶାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ନାମକୁ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀଙ୍କ ସଫଳତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶିକ୍ଷା ବିକାଶ ସମିତି, ଓଡ଼ିଶା ତରଫରୁ ଆୟୋଜିତ ତୃତୀୟ ଓ ପଞ୍ଚମ ଶ୍ରେଣୀର ପ୍ରାଦେଶିକ ମେଧା ପରୀକ୍ଷା ଓ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।
Read More...

୯ ଏପ୍ରିଲରୁ ବିଭିନ୍ନ ରିଫାଇନାରୀ ଦ୍ୱାରା ରାସାୟନିକ ଓ ଫାର୍ମା ଶିଳ୍ପକୁ ୭୦୦୦ ଏମଟିରୁ ଅଧିକ ପ୍ରୋପିଲିନ୍ ବିକ୍ରି

୩ ଏପ୍ରିଲ ପରଠାରୁ ୧.୩୮ ଲକ୍ଷରୁ ଅଧିକ ୫ କିଲୋଗ୍ରାମ ଏଫଟିଏଲ୍ ସିଲିଣ୍ଡର ବିକ୍ରିଏହି ଅଞ୍ଚଳର ସମସ୍ତ ଭାରତୀୟ ନାବିକ ସୁରକ୍ଷିତ; ଗତ ୨୪ ଘଣ୍ଟାରେ ଭାରତୀୟ ଜାହାଜ ସହ କୌଣସି ଘଟଣା ଘଟି ନାହିଁଭାରତୀୟ ନାଗରିକମାନଙ୍କୁ ଇରାନ ଯାତ୍ରା ଏଡାଇବାକୁ ପରାମର୍ଶସ୍ଥଳ ସୀମା ମାର୍ଗରେ ୨୪୪୩
Read More...

ବିଇଏମଏଲ୍ ବେଙ୍ଗାଲୁରୁରେ ‘ଆଦିତ୍ୟ’ କଂପ୍ଲେକ୍ସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ

ବେଙ୍ଗାଲୁରୁ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁର ବିଇଏମଏଲ୍ ଟିପ୍ପାସାନ୍ଦ୍ରା କ୍ୟାମ୍ପସ ପରିଦର୍ଶନ କରି ହାଇ-ସ୍ପିଡ୍ ରେଳ ନିର୍ମାଣ ପାଇଁ ଉତ୍ସର୍ଗୀକୃତ ଏକ ସ୍ୱତନ୍ତ୍ର
Read More...

ଦେବଗଡ଼ରେ ୨୮୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

• ମାତୃଶକ୍ତିର ସମର୍ଥନ ସତ୍ତ୍ୱେ ବିକାଶ ପଥରେ ବାଧା ସୃଷ୍ଟି କରୁଛନ୍ତି ବିରୋଧୀ - ଧର୍ମେନ୍ଦ୍ର ପ୍ରଧାନ• ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏବଂ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଉପସ୍ଥିତ• 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ଦ୍ୱାରା ଲୋକସଭା ଓ ବିଧାନସଭାରେ ମାଆମାନଙ୍କ
Read More...

ଆଇ.ଆର୍.ସି.ଟି.ସି ର ବୌଦ୍ଧ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

୧୯ ଡିସେମ୍ବର ୨୦୨୬, ୨ ଜାନୁଆରୀ ୨୦୨୭, ୨୦ ଫେବୃଆରୀ ୨୦୨୭ ଏବଂ ୨୦ ମାର୍ଚ୍ଚ ୨୦୨୭ ରେ ଛାଡିବାକୁ ଥିବା ବୌଦ୍ଧ ସ୍ୱତନ୍ତ୍ର ପର୍ଯ୍ୟଟକ ଟ୍ରେନ ଉପରେ ୨୦% ରିହାତି ସହିତ ସମସ୍ତ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ପ୍ରମୋ ଅଫରଆଇ. ଆର୍. ସି. ଟି. ସି. ଦିଲ୍ଲୀ ସଫଦରଜଙ୍ଗରୁ ଆରମ୍ଭ କରି ୭ ରାତି/୮
Read More...

ସମ୍ବଲପୁରରେ ଜେଏସଡବ୍ଲୁ ଏବଂ ଜାପାନର ଜେଏଫଇ ଷ୍ଟିଲ୍ ମଧ୍ୟରେ ଯୌଥ ଉଦ୍ୟମର ଶୁଭାରମ୍ଭ

• ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍ -ଧର୍ମେନ୍ଦ୍ର ପ୍ରଧାନ• ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ଓନୋ କେଇଚି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ
Read More...

ଗଜପତି ଜିଲ୍ଲାରେ ସରକାରୀ ସ୍କୁଲ ଲୁହାଗେଟ୍ ଭୁଶୁଡ଼ି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନିଜଆଡ଼ୁ ମାମଲା ରୁଜ୍ଜୁ କଲେ…

ଦୁଇ ସପ୍ତାହ ମଧ୍ୟରେ ଏକ ସବିଶେଷ ରିପୋର୍ଟ ପ୍ରଦାନ ଲାଗି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ ଗଜପତି ପୋଲିସ ଅଧିକ୍ଷକଙ୍କୁ ନୋଟିସ୍ ଜାରି ନୂଆଦିଲ୍ଲୀ, (ପିଆଇବି) : ଗତ ୧୫ ଏପ୍ରିଲ୍ ୨୦୨୬ରେ ଓଡ଼ିଶାର ଗଜପତି ଜିଲ୍ଲାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଲୁହା ଗେଟ୍ ଭୁଶୁଡ଼ି ଦୁଇଜଣ
Read More...