Yearly Archives

2026

ସହରରେ ପିସିଆର ସଂଖ୍ୟା ବୃଦ୍ଧି ସହ ୨୪/୭ କଡାକଡି ପେଟ୍ରୋଲିଂ ବ୍ୟବସ୍ଥା ଏବଂ ନୂତନ ଟ୍ରାଫିକ ଆଉଟପୋଷ୍ଟ ନିର୍ମାଣ ପାଇଁ…

ଏସ୍.ପି ଦେଲେ ଦୃଢ଼ ପ୍ରତିଶ୍ରୁତି ​ବଲାଙ୍ଗିର, (କେପିଏନ୍‌ଏସ୍‌) : ଦ୍ରୁତ ଜନସଂଖ୍ୟା ଓ ଭୌଗୋଳିକ ପରିସୀମା ବୃଦ୍ଧି ଯୋଗୁଁ ଶାନ୍ତିପ୍ରିୟ ବଲାଙ୍ଗିର ସହରର ସୁରକ୍ଷା ଓ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡ଼ିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ମଙ୍ଗଳବାର
Read More...

ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ରାତି ଅଧରେ ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତରେ । ସୂଚନା ଅନୁଯାୟୀ ରବିବାର ଡିୟୁଟି ସାରି
Read More...

ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗ ଦ୍ଵାରା ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛନ୍ତି । ସୂଚନା ପ୍ରକାରେ ବାଲିଗୁଡା ବନାଞ୍ଚଳ କାର୍ଯ୍ୟାଳୟର କର୍ମଚାରୀମାନେ ଢାକା ଜଙ୍ଗଲରେ ରାତି ପେଟ୍ରୋଲିଙ୍ଗ କରିବା ସମୟରେ
Read More...

ବିଜେପିର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ        

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆ ପାଲି ଗ୍ରାମ ପଞ୍ଚାୟତ ଖଲିଆ ପାଲି ଗ୍ରାମ ଆମ୍ବ ବଗିଚାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଆଗଲପୁର ମଣ୍ଡଳ ଜୋନ ୧ରେ ବଲାଙ୍ଗିର ଜିଲ୍ଲା ଯୁବମୋର୍ଚ୍ଚାଙ୍କ ନିର୍ଦ୍ଦେଶ କ୍ରମେ ଏକ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ
Read More...

“ସୋମନାଥ ସ୍ୱାଭିମାନ ପର୍ବ” ଭକ୍ତି, ଗର୍ବ ଓ ଆନନ୍ଦର ସହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସଂସ୍କୃତିର ଅମର ପ୍ରତୀକ ଶ୍ରୀ ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କ ୧୦୦୦ ବର୍ଷର ଗୌରବମୟ ଇତିହାସ ଏବଂ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ “ସୋମନାଥ ସ୍ୱାଭିମାନ ପର୍ବ” ଭକ୍ତି, ଗର୍ବ ଓ ଆନନ୍ଦର ସହ ପାଳିତ ହେଲା । ଏହି
Read More...

ରବି ଜଳସେଚନ ଅବଧି ପୂରଣରେ ପାଞ୍ଚଦିନ ବାକି

ଜୟପାଟଣା, (ଶେଷଦେବ ବେହେରା) : ଚଳିତ ବର୍ଷ ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥାରେ ୭୬, ୪୩୦ ହେକ୍ଟର ଜମିରେ ଜଳସେଚନର ସୁଯୋଗ ଦେଇ ଏକ ରେକର୍ଡ ତିଆରି କରାଯାଇଥିବା ବେଳେ ଆସନ୍ତା ମେ ୧୭ରୁ ରବି ଜଳସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ସୂଚନା ମିଳିଛି । କେତେକ ଅଞ୍ଚଳରେ ଧାନର
Read More...

ଟିଟିଲାଗଡ ବଣିକ ସଂଘର ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଶମ୍ଭୁ ପ୍ରସାଦ ଗୋଏଲ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବଣିକ ସଂଘର ନିର୍ବାଚନ ପାଇଁ ରବିବାର ସକାଳେ ୧୦ ଟା ରୁ ଦ୍ୱିପହର ୨ ଟା ପର୍ଯ୍ୟନ୍ତ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ନାମାଙ୍କନ ପ୍ରକ୍ରିୟାକୁ ସଠିକ୍ ଭାବରେ ନିରୀକ୍ଷଣ କରିବା ପାଇଁ ଏକ ଟିମ ଗଠନ
Read More...

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ସମୟୋପଯୋଗୀ

● ବିଶ୍ୱର ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଇଛନ୍ତି ଜରୁରୀକାଳୀନ ପଦକ୍ଷେପ ନୂଆଦିଲ୍ଲୀ, (ପିଆଇବି) : ସାମ୍ପ୍ରତିକ ବିଶ୍ୱ ସଂକଟ ସମୟରେ ବିଭିନ୍ନ ଦେଶର ସରକାର ଖର୍ଚ୍ଚ ହ୍ରାସ, ଯାତ୍ରା କମାଇବା ଏବଂ ଶକ୍ତି ସଂରକ୍ଷଣ କରିବାକୁ ନିୟମିତ ଭାବେ ନାଗରିକମାନଙ୍କୁ ନିବେଦନ କରୁଛନ୍ତି ।
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଏସଏଆଇ ଓ ‘ମାଇଁ ଭାରତ’ର ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ ତିନୋଟି ପଦକ୍ଷେପ ମାଗଣା; ଯୁବପିଢ଼ିଙ୍କ ବ୍ୟାପକ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନୂଆଦିଲ୍ଲୀ, (ପିଆଇବି) : ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା
Read More...

ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଥିଂକର୍ସ ଫୋରମ୍‍ର ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ଥିଂକର୍ସ ଫୋରମ୍‍ ତରଫରୁ ଇଂ ନଳିନୀକାନ୍ତ ଧର, ଡଃ. ସୁମନ ଦତ୍ତ ଓ ଚନ୍ଦ୍ରଶେଖର ଶତପଥୀ ରଘୁନାଥପାଲ୍ଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତିରେ ରାଉରକେଲାର ସାମଗ୍ରିକ
Read More...