Yearly Archives

2026

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟ୍

ସିନ୍ଧେକେଲା/ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ସିନ୍ଧେକେଲା ଗାଁର ସୁନା ଦୋକାନରୁ ଲୁଟ । କିଛି ଦୁର୍ବୃତ୍ତ ଘରକୁ ପଶି ଅସ୍ତ୍ରଶସ୍ତ୍ର ଦେଖାଇ ଦୋକାନରୁ ସୁନା ଗହଣା ଓ ଟଙ୍କା ସବୁ ଲୁଟ କରିଥିବା ଜଣାପଡ଼ିଛି । ଘରେ ପୁଅ ଓ ବୋହୁ ଚିକିତ୍ସା ପାଇଁ…
Read More...

ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ନୂତନ ଭବିଷ୍ୟତ ନିର୍ମାଣର ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ…
Read More...

ବିଦ୍ୟୁତ ଆଘାତରେ ୧୩ ବର୍ଷର ନାବାଳକ ମୃତ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଖଲ୍ଲିକୋଟ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ଜଣେ ୧୩ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ କୈରାସୀ ଗ୍ରାମ ପକ୍ଷୀରାଜ ସାହିର ମଙ୍ଗୁଳୁ ନାହାକଙ୍କ ପୁଅ ବିସ୍ମୟ ନାହାକ ।ବିସ୍ମୟ କୈରାସୀ ସ୍ଥିତ ନୀଳକଣ୍ଠେଶ୍ୱର ଉଚ୍ଚ…
Read More...

ଢାବା ଶୌଚାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମରେ ଢାବା ଶୌଚାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଜାତୀୟ ରାଜପଥ-୧୬ ପାର୍ଶ୍ୱରେ ଥିବା ଏକ ଢାବାର ଶୌଚାଳୟରୁ ମିଳିଛି ମୃତଦେହ । ମୃତ ଯୁବକ ହେଲେ ବି. ଶିବା ପାତ୍ର । ତିନି ଦିନ ଧରି ନିଖୋଜ ଥିବା ଶିବାଙ୍କ ମୃତଦେହ ମିଳିବା ପରେ ଘଟଣାକୁ ନେଇ ବଢ଼ିଛି…
Read More...

କଳାହାଣ୍ଡିରେ ବଢ଼ିବାରେ ଲାଗିଛି ହାତୀ ଓ ଇନ୍ଦ୍ରାବତୀ ନଦୀର ଜଳସ୍ତର

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡିରେ ଲଗାଣ ବର୍ଷା ପରେ ବଢ଼ିବାରେ ଲାଗିଛି ହାତୀ ଓ ଇନ୍ଦ୍ରାବତୀ ନଦୀର ଜଳସ୍ତର । ପ୍ରବଳ ବର୍ଷା ଯୋଗୁଁ ହାତୀ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ସ୍ଥିତିକୁ ନଜରରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରିଛି ଇନ୍ଦ୍ରାବତୀ ବିଭାଗ । କଳାହାଣ୍ଡିରେ…
Read More...

ଗୁଡଭେଲା ବ୍ଲକସ୍ତରୀୟ ଅନ୍ତର୍ନିବେଶି ଶିକ୍ଷା ଓ ଶ୍ରେଣୀ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକସ୍ତରୀୟ ଅନ୍ତର୍ନିବେଶି ଶିକ୍ଷା ଓ ଶ୍ରେଣୀ ପରିଚାଳନା ତାଲିମ ଶିବିର ଅଜୀମ ପ୍ରେମଜୀ ଫାଉଣ୍ଡେସନ ଓ "ରେଆର୍" ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ତୁଷୁରା ଓ ଗୁଡଭେଲା ଠାରେ ଅନୁଷ୍ଠିତ ହୋଇଯାଇଛି । ତୁଷୁରା ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ…
Read More...

କରଞ୍ଜିଆ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ : ୪ ଗିରଫ

ମୟୂରଭଞ୍ଜ, (କେପିଏନ୍‌ଏସ୍‌) : କରଞ୍ଜିଆ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା । ଆକ୍ରମଣ ଘଟଣାରେ ଢାବା ମାଲିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି କରଞ୍ଜିଆ ପୋଲିସ । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ, ଚଢେଇଭୋଳ ଗ୍ରାମ ନିକଟରେ ଥିବା ଏକ ଢାବାରେ ଚଢ଼ାଉ ବେଳେ…
Read More...

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଧ୍ରୁବ ଚରଣ ସାହୁଙ୍କ ସହ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ତହସିଲ ଅନ୍ତର୍ଗତ ହୁମା ପଞ୍ଚାୟତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତିସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ରଙ୍କୁ ଭେଟି ଘରପଟ୍ଟା ପାଇଁ ନିବେଦନ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ…
Read More...

ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର

ନବରଙ୍ଗପୁର, (କେପିଏନ୍‌ଏସ୍‌) : ନବରଙ୍ଗପୁରରେ ଲଗାଣ ବର୍ଷା, ବିଭିନ୍ନ ନଦୀ ଓ ନାଳ ଫୁଲିଉଠିଛି । ଗୋଟିଏ ରାତିର ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ନଦୀ ଓ ନାଳ ଫୁଲିଉଠିଛି । ଖାତିଗୁଡ଼ାର ସିନ୍ଧୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଦେଓପାଲି ଓ ଖାତିଗୁଡା ଯୋଗାଯୋଗ ବିଛିନ୍ନ,…
Read More...

ଜିଜ୍ଞାସା ତ୍ୟାଗ, ତପସ୍ୟା ଓ ସଫଳତାର ଅନନ୍ୟ ଉଦାହରଣ ଥିଲେ ବୈଦିକବିଦ୍ୱାନ ସ୍ୱର୍ଗତ ପଣ୍ଡିତ ଡ. ଦେବବ୍ରତ ଆଚାର୍ଯ୍ୟ

ପ୍ରଥମ ପୁଣ୍ୟତିଥିରେ ମତ ପ୍ରକାଶ ବରଗଡ଼, (କେପିଏନ୍‌ଏସ୍‌) : ଗୋଡଭଗା ଘୁଡୁକା ଟିକ୍ରା ପ୍ରଭୁ ଭକ୍ତି ଆଶ୍ରମ ପରିସରରେ ଆର୍ଯ୍ୟଜଗତର ଅଦ୍ୱିତୀୟ ବୈଦିକ ବିଦ୍ୱାନ ପଣ୍ଡିତ ଡ. ଦେବବ୍ରତ ଆଚାର୍ଯ୍ୟଙ୍କ ପ୍ରଥମ ପୁଣ୍ୟ ତିଥିରେ ବିଶିଷ୍ଟ ବକ୍ତାଗଣ ଯୋଗଦେଇ ସ୍ୱର୍ଗତ ପଣ୍ଡିତ ଡ. ଦେବବ୍ରତ…
Read More...