Yearly Archives

2026

ଯୁବ ରେଡକ୍ରସ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ଧବିଶ୍ୱାସ, କୁ-ସଂସ୍କାର ଦୂରିକରଣକୁ ନେଇ ସଚେତନତା ଶିବିର

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ତରଫରୁ ଅନ୍ଧ ବିଶ୍ୱାସ, କୁ-ସଂସ୍କାର ଦୂରୀକରଣ ପାଇଁ ଜିଲ୍ଲାସ୍ତରୀୟ ଏକ ଦିବସୀୟ ସଚେତନତା ଶିବିର…
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସିନ୍ଧେକେଲା ଥାନା ଘେରାଓ

ସିନ୍ଧେକେଲା ଦୋକାନ ବଜାର ବନ୍ଦ କଲେ ବ୍ୟବସାୟୀ୧୫ ଦିନ ପରେ ମଧ୍ୟ ପୋଲିସର ହାତ ଖାଲି, ତେଜୁଛି ଅସନ୍ତୋଷ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ମା’ଙ୍କ ଗହଣା ଚୋରି ହେଲା, ୧୫ ଦିନ ବିତିଗଲା,ସିନ୍ଧେକେଲା ପୁଲିସ ହାତ ଖାଲି । ଏହାକୁ ନେଇ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା…
Read More...

ବଲାଙ୍ଗିର ଆଇଡିଏମ୍‌ ସ୍କୁଲରେ ପରିବେଶ ସୁରକ୍ଷା ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଆନୁକୂଲ୍ୟରେ ଓ ଆଇଡିଏମ୍‌ ସ୍କୁଲର ସହଯୋଗରେ ପରବେଶ ସଂପର୍କିତ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ବର୍ଷାଋତୁ ଅନୁଷ୍ଠିତ ହୋଇଥିଲା । ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଅର୍ଘ୍ୟ ଅମ୍ଲାନ ମିଶ୍ର । ଏହି ସଭାରେ ସଭାପତିତ୍ୱ…
Read More...

ଦେଶବ୍ୟାପୀ ଋତୁକାଳୀନ ଇନଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

ଆତଙ୍କିତ ହୁଅନ୍ତୁ ନାହିଁ: ଋତୁକାଳୀନ ଇନଫ୍ଲୁଏଞ୍ଜାରୁ ମିଳୁନି ନୂଆ ଭୂତାଣୁ, ଆପେ ଆପେ ହେଉଛି ଭଲ : ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବାହଲଭାରତରେ H1N1ର ସ୍ୱାଭାବିକ ଋତୁକାଳୀନ ପରିବର୍ତ୍ତନ : ଚିହ୍ନଟ ହୋଇନି କୌଣସି ଅସାଧାରଣ ଜେନେଟିକ୍ ସିଫ୍ଟ ନୂଆଦିଲ୍ଲୀ, (ପିଆଇବି) :…
Read More...

ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

● ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମ୍ମିଳନୀରେ କେନ୍ଦ୍ର-ରାଜ୍ୟ ସମନ୍ୱୟ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ● ୱେଭ୍ସ ୨୦୨୭ ଠାରୁ ଲାଇଭ୍ ଇଭେଣ୍ଟ ପର୍ଯ୍ୟନ୍ତ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥା ଏବଂ ଗଣମାଧ୍ୟମ ପରିଦୃଶ୍ୟକୁ ସୁଦୃଢ଼ କରିବା ପାଇଁ ରୂପରେଖ ପ୍ରସ୍ତୁତ କଲା…
Read More...

ଡିଆରଡିଓ ଦ୍ୱାରା ବିକଶିତ କ୍ଷେପଣାସ୍ତ୍ରର ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତରକୁ ପ୍ରତିରକ୍ଷାମନ୍ତ୍ରୀଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା କ୍ଷେତ୍ରରେ 'ଆତ୍ମନିର୍ଭର ଭାରତ' ଲକ୍ଷ୍ୟକୁ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଡିଆରଡିଓ ଦ୍ବାରା ବିକଶିତ ସମସ୍ତ ପାରମ୍ପରିକ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଯୁକ୍ତିବିଦ୍ୟାକୁ ଦେଶ…
Read More...

ଗାରିମା ଆୱାର୍ଡରେ ସମ୍ମାନିତ ହେଲା ଛତ୍ରପୁର ମ୍ୟୁନିସିପାଲିଟି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟସ୍ତରୀୟ ଉତ୍ସବରେ ଗାରିମା ଆୱାର୍ଡରେ ସମ୍ମାନିତ ହୋଇଛି ଛତ୍ରପୁର ମୁନିସିପାଲିଟି, ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ଛତ୍ରପୁର ପୌର ପରିଷଦ କାର୍ଯ୍ୟାଳୟରେ ମୁଖ୍ୟ ନିର୍ବାହୀ…
Read More...

ବିଦ୍ୟାଳୟ ପରିଚାଳନା କମିଟିର ଏକ ଦିବସୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଡୁଙ୍ଗୁରିପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ଏକ ଦିବସୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୟାସାଗର…
Read More...

ପଲ୍ଲିଶ୍ରୀ ବିହାର ରାଧାକୃଷ୍ଣ ମନ୍ଦିରରେ ଝୁଲଣଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ହେବାକୁ ଥିବା ଝୁଲଣ ଯାତ୍ରା ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସାଇଟ୍‌ ନର୍ସିଂ କଲେଜର ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରିଥିଲେ ।…
Read More...

ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇନୋଭେସନ ପ୍ରୋଗ୍ରାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ନବସୃଜନ ଉଦ୍ୟୋଗକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଡ଼ ପରିବର୍ତ୍ତନ ସବୁବେଳେ ବଡ଼ ଚିନ୍ତାରୁ ନୁହେଁ, ଏକ ଛୋଟ ନୂଆ…
Read More...