Yearly Archives

2026

ଡ୍ୟୁଟି ସମୟରେ ଶ୍ରମିକଙ୍କ ମୃତ୍ୟୁ, ପରିବାରକୁ ୧୧ ଲକ୍ଷ କ୍ଷତିପୂରଣ ସହ ଚାକିରି ପ୍ରତିଶୃତି

ବୀରମିତ୍ରପୁର, (କେପିଏନ୍‌ଏସ୍‌) : ଗତକାଲି ବାନିଗୁନୀ ଗ୍ରାମର ଶ୍ରମିକ ସ୍ୱର୍ଗତ ମାନିଆ ଏକ୍କାଙ୍କ ମୃତ୍ୟୁ ଖବର ପାଇ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ତୁରନ୍ତ ଜେପି ହସ୍ପିଟାଲ, ରାଉରକେଲାରେ ପହଞ୍ଚି ପରିବାରକୁ ଭେଟି ସମବେଦନା ଜଣାଇଲେ । ଡ୍ୟୁଟି ସମୟରେ ତଳେ ପଡି ଗୁରୁତର ହୋଇ…
Read More...

ପବିତ୍ର ଇଦ ମିଲାଦ-ଉନ୍‌-ନବୀ ଅବସରରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀଙ୍କ ଯୋଗଦାନ

ବୀରମିତ୍ରପୁର, (କେପିଏନ୍‌ଏସ୍‌) : ଆଜି ବୀରମିତ୍ରପୁର ଠାରେ ୧୫୦୧ ତମ ଇଦ ମିଲାଦ-ଉନ୍‌-ନବୀ ମହାସମାରୋହରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ । ଶୋଭାଯାତ୍ରାରେ ସାମିଲ ହୋଇ ଭକ୍ତମାନଙ୍କୁ ଜିଲାପି ବଣ୍ଟନ କଲେ ଏବଂ ଶାନ୍ତି, ସଦ୍‌ଭାବ ଏବଂ…
Read More...

ବୀରମିତ୍ରପୁର ଟାଉନହଲ ଠାରେ ବିଧାୟକଙ୍କ ଜନ ଶୁଣାଣି ଅନୁଷ୍ଠିତ

ବୀରମିତ୍ରପୁର, (କେପିଏନ୍‌ଏସ୍‌) : ବୀରମିତ୍ରପୁର ଟାଉନହଲ ଠାରେ ବିଧାୟକଙ୍କ ଜନ ଶୁଣାଣି ହୋଇଯାଇଛି । ଏଥିରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଆଜି ମୋଟ ୨୪୧ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥିମଧ୍ୟରୁ…
Read More...

ଟିଟଲାଗଡରେ ମୁସଲିମ ସମ୍ପ୍ରଦାୟର ଲୋକେ ପାଳିଲେ ଇଦ୍-ଉଲ୍-ମିଲାଦ୍-ଉନ୍-ନବୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ଇସଲାମ ଧର୍ମର ପ୍ରତିଷ୍ଠାତା ତଥା ଶେଷ ପାଗବର (ଦୂତ) ହଜରତ ମହମ୍ମଦଙ୍କ ଜନ୍ମଦିନ । ଏହି ଦିନଟିକୁ ମହମ୍ମଦଙ୍କ ଜନ୍ମ ଉତ୍ସବ ଭାବେ ପାଳନ କରାଯାଏ । ଇସଲାମୀ ଚନ୍ଦ୍ର କ୍ୟାଲେଣ୍ଡରର ତୃତୀୟ ମାସ 'ରବି-ଉଲ୍-ଅୱଲ୍'ର ୧୨ ତାରିଖ ଦିନ ଏହା ପାଳନ ହୁଏ…
Read More...

କଣ୍ଟାବାଞ୍ଜିରେ ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ ବିଶାଳ ରାଲି

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପବିତ୍ର ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ କଣ୍ଟାବାଞ୍ଜି ସହରରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ବିଶାଳ ରାଲି ଆୟୋଜିତ ହୋଇଥିଲା । ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶତାଧିକ ଲୋକ ରାଲିରେ ସାମିଲ ହୋଇଥିଲେ । ବିଭିନ୍ନ ଅଞ୍ଚଳ ପରିକ୍ରମା କରି ରାଲି…
Read More...

ନୂଆ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍ ଓ ପଟ୍ଟା ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ​ନୂଆ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କୁ ଆର୍‌ଏଣ୍ଡଆର୍ ପ୍ୟାକେଜ୍ ଓ ପଟ୍ଟା ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଗସ୍ତକୁ ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ସ୍ୱାଗତ; ସେନା ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଜମି ସମସ୍ୟାର…
Read More...

ପୌରାଞ୍ଚଳର ବିଭିନ୍ନ ମିଠା ଦୋକାନ ଓ ଖାଦ୍ୟ ପ୍ରତିଷ୍ଠାନରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ ଆକସ୍ମିକ ଯାଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ରାକ୍ଷୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଞ୍ଚଳର ବିଭିନ୍ନ ମିଠା ଦୋକାନ ଓ ଖାଦ୍ୟ ପ୍ରତିଷ୍ଠାନରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ ଆକସ୍ମିକ ଯାଞ୍ଚ କରାଯାଇଛି । ପାର୍ବଣ ସମୟରେ ମିଠା ଓ ଅନ୍ୟାନ୍ୟ ଦୁଗ୍ଧଜାତ…
Read More...

ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏମ୍.ଏମ୍.ଡି.ଆର୍. ଆଇନ–୨୦୨୬ ରଦ୍ଦ ଦାବିରେ ପାନପୋଷ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ…

୯ ସେପ୍ଟେମ୍ବରରେ ରାଜ୍ୟସ୍ତରୀୟ କନଭେନସନ୍ ପରେ ଅର୍ଥନୈତିକ ଅବରୋଧ ପାଇଁ ହେବ ନିଷ୍ପତ୍ତି । ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬ (ଏମ୍.ଏମ୍.ଡି.ଆର୍. ଆଇନ–୨୦୨୬)କୁ ତୁରନ୍ତ ରଦ୍ଦ କରିବା ଦାବିରେ…
Read More...

ସରକାରୀ ସ୍କୁଲରେ ପାଠ ପଢ଼ି ବିନା ଟ୍ୟୁସନ ଓ କୋଚିଂରେ ଓଜେଇଇ ପରୀକ୍ଷାରେ ପ୍ରଥମ ପ୍ରୟାସରେ ଜସ୍ମିନଙ୍କ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ର ଫଳାଫଳ ପ୍ରକାଶିତ ହୋଇଯାଇଥିବା ବେଳେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କେବଳ ସରକାରୀ ସ୍କୁଲରେ ପାଠପଢ଼ି ଗତ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ…
Read More...

“ବିକଶିତ କନ୍ଧମାଳ- ଦାଦନମୁକ୍ତ କନ୍ଧମାଳ” ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରୁ ଦାଦନ ସମସ୍ୟା ଦୂର କରି ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟରେ ‘ବିକଶିତ କନ୍ଧମାଳ–ଦାଦନମୁକ୍ତ କନ୍ଧମାଳ’ ଅଭିଯାନ ଅଧୀନରେ କୋଟଗଡ଼ ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋସିଆଲ ୱର୍କର୍ସ…
Read More...