Yearly Archives

2026

ରାଉରକେଲାରେ ବେଆଇନ ବାଣ ଗୋଦାମ ଉପରେ ପୋଲିସ ଚଢ଼ାଉ : ୨୬୫ କିଲୋ ବାଣ ଜବତ, ଜଣେ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର-୧୫ ଥାନା ପୋଲିସ ବେଆଇନ ବାଣ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ସେକ୍ଟର-୧୮ ଉତ୍କଳ ବସ୍ତିରେ ଥିବା ଏକ ବେଆଇନ ଫାୟାର କ୍ରାକର ଗୋଦାମ ଚିହ୍ନଟ କରି ପୋଲିସ ପ୍ରାୟ ୧.୫ ଲକ୍ଷ ଟଙ୍କା ମୂଲ୍ୟର ୨୬୫ କିଲୋଗ୍ରାମ ବାଣ ଜବତ କରିଛି ।…
Read More...

ତୁରେକେଲା ବ୍ଲକସ୍ତରୀୟ ଉଲ୍ଲାସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ନୂଆ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ସଫଳ କରିବାପାଇଁ ତୃଣମୂଳ ସ୍ତରରେ ପ୍ରଚେଷ୍ଟା ଚାଲିଛି । ପନ୍ଦର ବର୍ଷରୁ ଅଧିକ ଯେଉଁମାନେ ଆଦୌ ପାଠ ପଢି ନାହାଁନ୍ତି ସେମାନଙ୍କୁ ସାକ୍ଷରତା କରି ମୁଖ୍ୟ ସ୍ରୋତରେ ସାମିଲ…
Read More...

ସୋନଗଡ ନଦୀରେ ନାଦୀଗର୍ଭ ଜଳ ସଞ୍ଚୟ ପ୍ରକଳ୍ପ ପାଇଁ ହେଲା ଟେଣ୍ଡର

ହେବ ୯୧କୋଟି ୧୧ ଟଙ୍କାର ବ୍ୟୟ ଅଟକଳ ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ଅଢ଼େଇ ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି । ଦେଓଗାଁ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ପୂର୍ବ ସରକାର ଅମଳରେ ଘୋଷଣା ହୋଇଥିବା ପ୍ରସ୍ତାବିତ ସୋନଗଡ ନଦୀର ସିକୁଆଁରେ ଆଇଏସ୍‌ଏସ୍‌ ବା ନଦୀଗର୍ଭ ଜଳ…
Read More...

ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ

ଖେଳ ଓ ଶାରୀରିକ ଶିକ୍ଷାର ବିକାଶ ପାଇଁ ଜିଲ୍ଲାସ୍ତରୀୟ ସମ୍ମିଳନୀବାର୍ଷିକ ବିବରଣୀ ପାଠ କଲେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ମାନଙ୍କର ଏକ ବାର୍ଷିକ ସମ୍ମିଳନୀ ପିଏମଶ୍ରୀ ପି.ଆର ହାଇସ୍କୁଲ ବଲାଙ୍ଗିର…
Read More...

ପୋଖରୀ ପାହାଚରେ ହଠାତ୍ ଟଳିପଡ଼ିଲେ ଯୁବକ : ଡାକ୍ତରଖାନାରେ ମୃତ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ କାନୁଟ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସକାଳୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ଟଳିପଡ଼ି ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କାନୁଟ ଗ୍ରାମର ପ୍ରିୟରଞ୍ଜନ ବଗର୍ତ୍ତୀ । ପରିବାର…
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହା ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପରିଚାଳନା ସମିତି ସଦସ୍ୟା ଭାଗ୍ୟବତୀ ଘିବେଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ…
Read More...

ଲୋୟର ସୁକତେଲ ଡ୍ୟାମ ପାଖରେ ମୟୂର ବିହାର ଏବଂ ଦୁଇ ଗୋଟି ୱାଚ ଟାୱାର ନିର୍ମାଣ ପ୍ରସ୍ତାବ : ବନ ଅଧିକାରୀ ଦେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ଡ୍ୟାମ ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ପ୍ରକଳ୍ପ ଦ୍ୱାରା ଅନେକ ଗାଁ ବିସ୍ତାପିତ ହୋଇଥିବା ବେଳେ ହଜାର ହଜାର ଏକର ଜଙ୍ଗଲ ଜମି ମଧ୍ୟ ଧ୍ୱଂସ ହୋଇଯାଇଥିଲା । ଲକ୍ଷ ଲକ୍ଷ ଗଛ କଟାଯାଇଥିଲା । ଏବେ ଡ୍ୟାମରେ ବିପୁଳ ପାଣି…
Read More...

ୟୋନେକ୍ସ-ସନ୍‌ରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ

ଦଳଗତ ବାଳକ ବିଭାଗ ଫାଇନାଲରେ ଓଡିଶା ଓ ଉତ୍ତରାଖଣ୍ଡବାଳିକା ଫାଇନାଲରେ ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ମୁକାବିଲା ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ପୋଖରୀପୁଟ ଇଣ୍ଡୋର ଷ୍ଟାଡ଼ିଅମ ଠାରେ ୟୋନେକ୍ସ-ସାନରାଇଜ ଇଷ୍ଟ ଜୋନ ଆନ୍ତଃ ରାଜ୍ୟ ବେଡ଼ମିଣ୍ଟନ ଚାମ୍ପିୟନସିପ ଉଦ୍‌ଘାଟନ…
Read More...

ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଓ ଅବ୍ୟବସ୍ଥାକୁ ନେଇ ଚାଲିଥିବା ଧାରଣା…

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ କଂଗ୍ରେସ ପକ୍ଷରୁ କରାଯାଉଥିବା ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି । ଧାରଣାସ୍ଥଳରେ ଖଣ୍ଡପଡ଼ା ବିଧାୟକ ଇଂ.…
Read More...

ଏନ୍‌ସିସି ଚୟନରେ ଭାରସୁଜା ବିଦ୍ୟାଳୟର ୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୫ ଜଣ ମନୋନୀତ

ଶୃଙ୍ଖଳା ଓ ଦେଶପ୍ରେମର ନୂଆ ଅଧ୍ୟାୟ ଆରମ୍ଭ ଆଗଲପୁର, (ସୁଶିଳ କୁମାର ମିଶ୍ର) : ଚେଲିଆପାଟ ନୋଡାଲ ହାଇସ୍କୁଲ, ଭାରସୁଜାରେ ଏନ୍‌ସିସି (National Cadet Corps) ନାମଲେଖା ଓ ଚୟନ ପ୍ରକ୍ରିୟା ଉତ୍ସାହ ଓ ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି । ଏନ୍‌ସିସି ନିର୍ଦ୍ଦେଶ ଅନୁଯାୟୀ ମୋଟ ୪୦ ଜଣ…
Read More...