ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ
ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ କଳିଙ୍ଗ ବିହାର ଠାରେ ଥିବା ଉମାଶଙ୍କର ପୀଠ ଠାରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୧ ତାରିଖ ଦିନ କଳସ ଯାତ୍ରା, ୨୨ ତାରିଖ ଦିନ ଗୁରୁପୂଜା, ସୂର୍ଯ୍ୟପୂଜା, ଅଗ୍ନି!-->…
Read More...
Read More...