କେସିଙ୍ଗା ସାମ୍ବାଦିକ ମହାସଂଘର ନୂତନ କର୍ମକର୍ତ୍ତା ଚୟନ
ଦୟା ସଭାପତି, ପ୍ରୀତେଶ ସମ୍ପାଦକ ଓ ମଧୁ କୋଷାଧ୍ୟକ୍ଷ
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଥିବା ସାମ୍ବାଦିକ ମହାସଂଘର ଏକ ବୈଠକ ସଭାପତି ସୁଶାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।!-->!-->!-->…
Read More...
Read More...