Yearly Archives

2025

୬୯ତମ ରାଜ୍ୟସ୍ତରୀୟ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ

୧୭ ବର୍ଷରୁ କମ୍ ବାଳିକା ଫୁଟବଲରେ ଯୋଗ ଦେବେ ୩୦ ଜିଲ୍ଲାର ପ୍ରତିଯୋଗୀ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ୬୯ତମ ରାଜ୍ୟସ୍ତରୀୟ ୧୭ବର୍ଷରୁ କମ୍ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ କ୍ରୀଡା
Read More...

ଖପ୍ରାଖୋଲ ଯାଜ୍ଞସେନୀ କପଡ଼ା ଦୋକାନରେ ଅଗ୍ନିକାଣ୍ଡ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ମଙ୍ଗଳବାର ରାତି ୧୧ଟା ବେଳେ ଯାଜ୍ଞସେନୀ କପଡ଼ା ଦୋକାନରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ସାରା ଅଞ୍ଚଳରେ ଆଲୋଚନା ବିଷୟ ହୋଇଛି । ବିଜୁଳି ସର୍ଟ ସର୍କିଟରୁ ଏହି ଘଟଣା ଘଟିଥିବା କୁହାଯାଉଛି । କ୍ଷଣକରେ ପ୍ରାୟ ୪୦ ଲକ୍ଷ
Read More...

ପଦ୍ମପୁର ବ୍ୟାଡମିଣ୍ଟନ ପ୍ରିମିୟର ଲିଗ ୨.୦ ପାଇଁ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ୟାଡମିଣ୍ଟନ ଅନୁଷ୍ଠାନ ତରଫରୁ ମୀରାଇନ ଲଜ ଠାରେ କପିଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାବୁଲୁ ଶେଖ, ହରିଶହଙ୍କର ସିଂହ, ଦେବାଶିଷ ପଣ୍ଡା, ରାଜା ଶେଖ, ବଂଶୀ ଅଗ୍ରୱାଲ ମଞ୍ଚାସୀନ ଥିଲେ ।
Read More...

ବାରାଣାସୀରେ କାଶୀ-ତାମିଲ ସଙ୍ଗମମ ୪.୦ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

• ଭାରତର ବିବିଧତା ଓ ଭାଷାଗତ ପରମ୍ପରା ହିଁ ସବୁଠୁ ବଡ଼ ଶକ୍ତି – ଧର୍ମେନ୍ଦ୍ର ପ୍ରଧାନ• ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କେଟିଏସ ୪.୦ର ଶୁଭାରମ୍ଭ କଲେ• କାଶୀ-ତାମିଲ ସଙ୍ଗମମ୍ କାଶୀ ଓ ତାମିଲନାଡୁ ମଧ୍ୟରେ ଜ୍ଞାନର ସେତୁ ତିଆରି କରିଛି• ଏହା 'ଏକ୍ ଭାରତ, ଶ୍ରେଷ୍ଠ
Read More...

ସମ୍ବଲପୁରରେ ‘ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ୍’ ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା

• 'ଫିଟ୍ ଇଣ୍ଡିଆ' ଲକ୍ଷ୍ୟ ହାସଲ ଦିଗରେ ସାଇକେଲିଂ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ - ଧର୍ମେନ୍ଦ୍ର ପ୍ରଧାନ• ସମ୍ବଲପୁରରେ ଅନୁଷ୍ଠିତ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ୍ ଭାରତର ଶ୍ରେଷ୍ଠ ସାଇକେଲ ଚାଳକମାନଙ୍କ ପ୍ରତିଭାକୁ ଗୋଟିଏ ମଞ୍ଚରେ ଏକାଠି କରିବାର ମହାନ ଅବସର• ଯୁବପିଢିଙ୍କ ମଧ୍ୟରେ
Read More...

ବଲାଙ୍ଗିରରେ ପ୍ରାକ୍‌ ବଡଦିନ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଖ୍ରୀଷ୍ଟିୟାନ ସମାଜ ପକ୍ଷରୁ ପ୍ରାକ୍‌ ବଡଦିନ କାର୍ଯ୍ୟକ୍ରମ ମହାସମାରୋହରେ ପାଳନ କରାଯାଇଛି । ମିଶନ ସ୍କୁଲ ଖେଳ ପଡିଆର ସଭାପତି ଆଚାର୍ଯ୍ୟ ନିମୁଏଲ ନାଗଙ୍କ ପ୍ରାର୍ଥନା ପରେ ବିରାଟ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ପ୍ରେମ, ଶାନ୍ତି, ମୈତ୍ରୀ ଓ
Read More...

ଜିଲ୍ଲା ସ୍ତରୀୟ ଯୁବୋତ୍ସବ ଉଦଯାପିତ

ଉତ୍ତରସାହି ଛଉ ରାଜ୍ୟ ସ୍ତରକୁ ମନୋନୀତ ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲା ସ୍ତରୀୟ ଯୁବୋତ୍ସବ ଉଦଯାପିତ ହୋଇଯାଇଛି । ସ୍ଥାନୀୟ ସହିଦ ସ୍ମୃତି
Read More...

ବେଆଇନ ଜୁଆ ଆଡ୍ଡାରେ ଚଢାଉ : ୧୧ ଜଣ ଗିରଫ

ନଗଦ ଏବଂ ଯାନବାହାନ ଜବତ, ମୁଖ୍ୟ ଆୟୋଜକ ଫେରାର୍ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଅବୈଧ ଜୁଆ କାର୍ଯ୍ୟକଳାପ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କଣ୍ଟାବାଞ୍ଜି ପୋଲିସ ୧୧ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ନଗଦ, ଯାନବାହାନ ଏବଂ ମୋବାଇଲ୍ ସମେତ ଅନେକ ଅପରାଧିକ ସାମଗ୍ରୀ
Read More...

ଅଟଳ ବିହାରୀ ପଣ୍ଡାଙ୍କ ୯୪ତମ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅଟଳ ପଣ୍ଡା ସ୍ମୃତି କମିଟି ପକ୍ଷରୁ ଗତକାଲି ବିଶିଷ୍ଟ ନାଟ୍ୟକାର ତଥା ଶଲାବୁଢ଼ା ସିନେମାର କିମ୍ବଦନ୍ତୀ ତାରକା ଅଟଳ ବିହାରୀ ପଣ୍ଡାଙ୍କ ୯୪ତମ ଜୟନ୍ତୀ ସ୍ଥାନୀୟ ବିଜୁ ପଟ୍ଟନାୟକ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ସ୍ମୃତି
Read More...

ବାନ୍ଧକଳାରେ ଶ୍ରୀମଦ ଭଗବତ ଗୀତାର ଲୋକାର୍ପଣ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପବିତ୍ର ଗୀତା ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ସହର ଗୋକର୍ଣ୍ଣେଶ୍ୱର ପଡାର ବାନ୍ଧଶିଳ୍ପୀ ପ୍ରଫୁଲ୍ଲ ମେହେର ବାନ୍ଧକଳାର ଏକ ୱାଲ ହେଙ୍ଗିଙ୍ଗ (କାନ୍ଥ ଝୁଲଣ)ରେ ଗୀତାର ୧୮ ଅଧ୍ୟାୟର ସମସ୍ତ ଶ୍ଲୋକ ଗୁଡିକୁ ବୁଣି ଖୁବ ଚର୍ଚ୍ଚାକୁ ଆସିଛନ୍ତି । ସୂକ୍ଷ୍ମ
Read More...