Yearly Archives

2025

ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ଅନୁବାଦ ଶିଶୁ ଉପନ୍ୟାସ ଉନ୍ମୋଚିତ

ପୁରୀ : ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ଦ୍ୱାରା କନ୍ନଡ଼ରୁ ଓଡ଼ିଆ ଅନୁବାଦ ଶିଶୁ ଉପନ୍ୟାସ ପୁସ୍ତକ ‘ନବୀନର ମୟୂର’ ଉନ୍ମୋଚିତ ହୋଇଯାଇଛି । ରମେଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଶିଶୁ ସାହିତ୍ୟିକ, ଶିକ୍ଷାବିତ୍ ତଥା ବାଲ୍‌ସାହିତ୍ୟ
Read More...

ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକର ବେରବୋଇ ଗାନ୍ଧୀ ପୀଠ ପରିସରରେ ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଗାନ୍ଧୀ ସ୍ମାରକୀ ସମିତି ସଭାପତି ତଥା ଶିକ୍ଷାବିତ୍ କୁନ୍ତଳା କୁମାରୀ ବିଶ୍ୱାଳ, ସମିତିର ଉପସଭାପତି ସନ୍ତୋଷ
Read More...

ରାବଣ ପୋଡି ସହ ଜଗଦଲପୁର ଦୁର୍ଗାପୂଜା ସମାପ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ବର୍ଷ ଧରି ଚାଲୁଥିବା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଦୁର୍ଗା ପୂଜା ମହା ଆଡମ୍ବର ସହିତ ସମାପନ ହୋଇଯାଇଛି । ୬ ଦିନ ଧରି ଚାଲିଥିବା ଦୁର୍ଗା ପୂଜାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚନ୍ଦମାରି, ଜ୍ଞାନ ଭାରତୀ ଗୁରୁକୁଳର ଛାତ୍ରଛାତ୍ରୀ ମାନଙ୍କ
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଜେପି ପକ୍ଷରୁ ଆୟୋଜିତ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଓ ଚାରା ରୋପଣ କାର୍ଯ୍ୟକ୍ରମ ବେରବୋଇ ସ୍ଥିତ ଗାନ୍ଧୀ ସ୍ମାରକୀ ପୀଠ ପରିସରରେ ଅନୁଷ୍ଠିତ ହୋଇଥିଲା । ପୁରୀ ସାଂସଦ ତଥା ବିଜେପି ରଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବୀତ୍ ପାତ୍ର ଓ ସ୍ଥାନୀୟ
Read More...

କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକର ବେରବୋଇ ଗାନ୍ଧୀ ପୀଠରେ କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଯୁବ କଂଗ୍ରେସ ନେତା ନିର୍ମଳ ପରିଡା, ଜବାହାରଲାଲ୍ ବିଶ୍ୱାଳ, ପ୍ରହ୍ଲାଦ
Read More...

ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଗାନ୍ଧୀବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହେଲେ ସୁସ୍ଥ ସମାଜ ଗଠାନ ହୋଇପାରିବ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସ୍ଥିତ ବେରବୋଇ ଗାନ୍ଧିପୀଠରେ ବିଜେଡି ପକ୍ଷରୁ ଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି । ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରୁଦ୍ରପ୍ରତାପ
Read More...

ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ସ୍ଥିତ ୫୯ ନଂ. ଜାତୀୟ ରାଜପଥ କଡ଼ରେ ଥିବା ହୋଣ୍ଡା ସୋ ରୁମ୍ ନିକଟସ୍ଥ ସୁବୋଧ ଆନନ୍ଦ ସାହୁଙ୍କ ଘର ଆଗରୁ ଜଣେ ବୃଦ୍ଧାଙ୍କ ମୃତଦେହ ଠାବ କରିଛି ବାଲିଗୁଡା ପୋଲିସ । ମୃତ ବୃଦ୍ଧାଙ୍କ ପରିଚୟ ମିଳିନ ଥିବା ବେଳେ
Read More...

ଶିଶୁ ବିକାଶ କେନ୍ଦ୍ରର ୪୧ତମ ପ୍ରତିଷ୍ଠା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିକ୍ରାପଡା ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ର, ପବିତ୍ର ବିଜୟା ଦଶମୀ ଦିନ ସ୍ଥାନୀୟ ଦଧିବାମନ ମନ୍ଦିର ଠାରେ ଏହାର ୪୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ଉପସଭାପତି କସ୍ତୁରୀ ରଥ ଶକ୍ତିମୟୀ ମା’ ଜଗତ
Read More...

ବାର ହାତ ଖଡ୍ଗ ଶୋଭାଯାତ୍ରା ଓ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି ତରଫରୁ ପ୍ରସିଦ୍ଧ ୧୨ ହାତ ଖଡ୍ଗ ଶୋଭାଯାତ୍ରା ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରୁ ବାହାରି ସେକ୍ଟର ୨ ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚି ସେଠାରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
Read More...

ସିନାପାଲିରେ ପ୍ରଥମ ଥର ସାମୁହିକ ରାବଣ ପୋଡି

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ସହରର ରତାଘଣ୍ଡି ପଡିଆରେ ସାମୁହିକ ଭାବେ ରାବଣ ପୋଡି ଅନୁଷ୍ଠିତ ହୋଇଯାଇଛି । ଏହି ରାବଣ ପୋଡି ସିନାପାଲିର ପ୍ରତ୍ୟେକ ପୂଜା କମିଟି ଯଥା ରାବଣ ପୋଡି କମିଟି, ଜଗନ୍ନାଥ ଛକ ଦୁର୍ଗା ପୂଜା କମିଟି, ନେହେରୁ ମଣ୍ଡପ ଦୁର୍ଗାପୂଜା କମିଟି, ଶ୍ରୀରାମ ପୂଜା
Read More...