Yearly Archives

2025

୭-୧୫ ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ

• ପ୍ରାୟ ୬ କୋଟି ପିଲାଙ୍କୁ ମିଳିବ ଲାଭ; ଏହି ଶୁଳ୍କ ଛାଡ଼ ୧ ଅକ୍ଟୋବର ୨୦୨୫ରୁ କାର୍ଯ୍ୟକାରୀ; ଗୋଟିଏ ବର୍ଷ ପାଇଁ ରହିବ ବଳବତ୍ତର• ପିଲାମାନଙ୍କୁଶିକ୍ଷା, ଛାତ୍ରବୃତ୍ତି ଏବଂ ଡିବିଟିଯୋଜନାର ଲାଭଦେବା ପାଇଁ ଆଧାରରେ ହେବ ମାଗଣା ବାୟୋମେଟ୍ରିକ୍ ସଂଶୋଧନ ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ
Read More...

୬ ବର୍ଷରେ ପ୍ରାୟ ୧୭ କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ

• ୨୦୨୩-୨୪ରେ ଦେଶରେ ନିଯୁକ୍ତି ୬୪.୩୩ କୁ ବୃଦ୍ଧି; ବେକାରୀ ହାର ୩.୨ ପ୍ରତିଶତକୁ ହ୍ରାସ• ଗତ ସାତ ବର୍ଷରେ ୧.୫୬ କୋଟି ମହିଳାଙ୍କୁ ମିଳିଛି ଆନୁଷ୍ଠାନିକ ନିଯୁକ୍ତି ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ଆର୍ଥିକ ମଞ୍ଚର ଭବିଷ୍ୟତ ନିଯୁକ୍ତି ରିପୋର୍ଟ ୨୦୨୫ ମୁତାବକ ଭାରତ ଏପରି ଦେଶମାନଙ୍କ
Read More...

ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମେରା ଯୁବା ଭାରତ, ବଲାଙ୍ଗିର (ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ) ଓ ଅଧ୍ୟାତ୍ମ ଜ୍ଞାନ ମନ୍ଦିର, କାଲିଝରଣର ମିଳିତ ସହଯୋଗ ଦ୍ୱାରା ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ନାଗରିକମାନଙ୍କୁ
Read More...

ବର୍ଣ୍ଣାଢ଼୍ୟ ପଟୁଆରରେ କଳ୍ପବାସିନୀପୀଠର ଭସାଣୀ ଯାତ୍ରା ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ରିକାପଲ୍ଲୀ ସାହିସ୍ଥ କଳ୍ପବାସିନୀପୀଠର ଆରାଧ୍ୟ ଦେବୀ ମା' ବୁଢ଼ୀ ଠାକୁରାଣୀ ମନ୍ଦିରର ନବରାତ୍ର ପୂଜା ଏବଂ ବିଜୟା ଦଶମୀ ଖୁବ୍ ଉତ୍ସବମୁଖର ଭାବେ ସମାହିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟାବେଳେ ଆରତୀ
Read More...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିସ ଜଷ୍ଟିସ ଚିତ୍ତରଞ୍ଜନ ଦାସ

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡିଶା ରାଜ୍ୟର କଳାହାଣ୍ଡି ଜିଲ୍ଲା ଗସ୍ତ ସମୟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିସ ଜଷ୍ଟିସ ଚିତ୍ତରଞ୍ଜନ ଦାସ । ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ଦାସ ପରିବାର ସହିତ ବିଭିନ୍ନ ଦର୍ଶନୀୟ ପୀଠ ଓ ସ୍ଥାନକୁ
Read More...

ନୂଆ ଦିବ୍ୟାଙ୍ଗ ହେବେ ଚିହ୍ନଟ, ପୁରୁଣାଙ୍କର ହେବ ଅନ୍‌ଲାଇନ୍‌ ପଞ୍ଜୀକରଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କେହି ନିଜକୁ ହୀନ ମନେ କରିବେ ନାହିଁ । ଜଣେ ସୁସ୍ଥ ମଣିଷ ଯେମିତି ସମସ୍ତ ସୁବିଧା ପାଉଛନ୍ତି, ସେହିପରି ଜଣେ ଦିବ୍ୟାଙ୍ଗ ମଧ୍ୟ ସରକାରଙ୍କ ସମସ୍ତ ଯୋଜନାର ଫାଇଦା ନେଇପାରିବେ । ଦିବ୍ୟାଙ୍ଗମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଗୁରୁତ୍ୱ
Read More...

ନଅଗାଁ(ଖ)ରେ ପଞ୍ଚଦିବସୀୟ ରନିଙ୍ଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଆଗଲପୁର , (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ) ହାଇସ୍କୁଲ ଖେଳ ପଡିଆ ଠାରେ ପଲ୍ଲୀ ଆଲୋକ ପାଠାଗାର ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ପଂଚ ଦିବସୀୟ ରନିଙ୍ଗ ଫୂଟବଲ ଟୁର୍ଣ୍ଣମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ
Read More...

ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପୀଡ଼ିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ତେବେ ବରଗଡ଼ ପରି ଏକ ବିକଶିତ ଜିଲ୍ଲାରେ ଥାଇ ମଧ୍ୟ ଏହି ଅଞ୍ଚଳ ତାହାର ଭୌଗୋଳିକ ସ୍ଥିତି ଯୋଗୁଁ ଅର୍ଦ୍ଧ ବିକଶିତ ହୋଇଥିବା ବେଳେ, ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଶିକ୍ଷା
Read More...

ଗୋଇମୁଣ୍ଡ ଗ୍ରାମରେ ଅନୁଷ୍ଠିତ ପାର୍ବଣ ଉତ୍ସବ “ଦଶରା” ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମଠାରେ ଅନୁଷ୍ଠିତ ୪୯ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ ଅବସରରେ ଆୟୋଜିତ ପାର୍ବଣ ଉତ୍ସବ "ଦଶରା" ଉଦଯାପିତ ହୋଇଯାଇଛି । ଆୟୋଜକ କମିଟିର ସଭାପତି ଅକ୍ଷୟ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ
Read More...

ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ର ଅଡିସନ ଆସନ୍ତା ୨୫ ଓ ୨୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ସିଜିନ ୩ର ଶ୍ରେଷ୍ଠ ଓଡ଼ିଆଣୀର ଅଡିସନ ଆସନ୍ତା ୨୫ ଓ ୨୬ରେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ସେହେନାଇ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
Read More...