ରଚନା ପକ୍ଷରୁ “ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ”
ବଲାଙ୍ଗିର, (କେପିଏନ୍ଏସ୍) : ସମୟ ବଦଳିଛି କିନ୍ତୁ ସମାଜର ମାନସିକତା ବଦଳି ନାହିଁ । ଆଜି ମଧ୍ୟ ରେବତୀଟିଏ ନିଜର ଅଧିକାର ପାଇଁ ସଙ୍ଘର୍ଷ କରୁଛି । ରେବତୀ ନିଜ ଘରଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିଲା । ଏବେକାର ରେବତୀମାନେ ସମାଜଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି । ନାରୀଟିଏ ତାର!-->…
Read More...
Read More...