ମୁଖ୍ୟମନ୍ତ୍ରୀଙ୍କୁ କଟକ ଦଶହରା ମଣ୍ଡପରେ ସେବା ରତ୍ନ ସମ୍ମାନ
କଟକ : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ୮୧ ତମ ରାଜ୍ୟସ୍ତରୀୟ ଦଶହରା ଲୋକ ସଂସ୍କୃତି ମହୋତ୍ସବ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମାଆ କଟକ ଚଣ୍ଡୀ ସେବା ରତ୍ନ ୨୦୨୫ ସି. ଡି.ଏ ସେକ୍ଟର ୬ ପୂଜା ମଣ୍ଡପରେ ପ୍ରଦାନ କରାଯାଇଛି । କୈବଲ୍ୟ ସାହିତ୍ୟ ସଂସଦର ଏହା ୧୬,୭୦୦ ତମ!-->…
Read More...
Read More...