Yearly Archives

2025

ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା ଫଟୋ ଗ୍ରାଫର ବୁଲୁ ସମ୍ମାନିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଫଟୋ ଗ୍ରାଫର ବୁଲୁ (ଷ୍ଟୁଡିଓ ବୁଲୁ) ସାଇବର ଠକେଇରୁ କିପରି ରକ୍ଷା ପାଇବା ଅଭିଯାନର ସମସ୍ତ ଫଟୋ ଓ ଭିଡିଓ କାର୍ଯ୍ୟକୁ ସଠିକ୍ ଭାବରେ ଉତ୍ତୋଳନ କରିଥିବାରୁ ଏବଂ ଦୁଇ ଦୁଇଥର ରାଜ୍ୟ ସ୍ତରରେ କନ୍ଧମାଳ ଜିଲ୍ଲାରୁ
Read More...

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିନିକା ସ୍ଥିତ ସାଇ ସନ୍ତୋଷୀ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ବିନିକା ବ୍ଲକର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ସୁବ୍ରତ କୁମାର ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିନିକା ବ୍ଲକର ସମସ୍ତ ଗ୍ରାମ
Read More...

ଲିଟିଲ୍ ଫ୍ଲାୱାର ଇଣ୍ଟରନେସନାଲ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଧୁବାବାହାଲି ସ୍ଥିତ ଲିଟିଲ ଫ୍ଲାୱାର ଇଣ୍ଟରନେସନାଲ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ" ଡ଼. ରମେଶ ଚନ୍ଦ୍ର
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ୧୦ ଶ୍ରମିକ ଉଦ୍ଧାର, ଦୁଇ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଞ୍ଚଳରେ ବୃଦ୍ଧି ପାଉଥିବା ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ଖପ୍ରାଖୋଲ ପୋଲିସ ଏକ ସଫଳ ଅଭିଯାନ ଚଳାଇଥିବା ଦେଖିବାକୁ ମିଳିଛି । ଏହାର ଫଳ ସ୍ୱରୂପ ୨ ଶିଶୁ ସମେତ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ । ପୋଲିସର ଦାଦନ ଶ୍ରମିକ ଉଦ୍ଧାର
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ଶପଥ ଗ୍ରହଣ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ଶପଥ ଗ୍ରହଣ ସମାରୋହ ଶ୍ରୀନୃସିଂହ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମଂଚାସୀନ ଅତିଥି ଭାବେ ନୂତନ ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀ, ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଶ୍ରୀନୃସିଂହ ମନ୍ଦିର
Read More...

ଶିଶୁକୁ ହଷ୍ଟେଲ ଓ ପିତାମାତାଙ୍କୁ ଆଶ୍ରମ ସମାନ କଥା

ବରଗଡ଼, (ନିରୋଜ କୁମାର ପାଣୀ) : ପ୍ରତିଯୋଗିତା ମୂଳକ ଶିକ୍ଷା ଦୌଡ଼ ଆମ ମାନସିକ ସ୍ତରକୁ ସନ୍ତୁଳିତ କରିବା ସାଙ୍ଗକୁ ଆଧୁନିକ ସମାଜ ପାଇଁ ଅଭିଶାପ ସଦୃଶ ହୋଇଯାଇଛି ବୋଲି ବରଗଡ଼ ମହିଳା ସମିତି ସମାରୋହରେ ଗଭୀର ଚିନ୍ତା ପ୍ରକଟ କରାଯାଇଛି । ୧୪ ତାରିଖ ଶିଶୁ ଦିବସ ଅବସରରେ ସଭାନେତ୍ରୀ ଅଞ୍ଜନା
Read More...

ପଙ୍କରୁ ଫୁଟିଲା ପଦ୍ମ – କ୍ୱିଜ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ପ୍ରଥମ ହେଲେ ପାର୍ଥ

ଲୋଇସିଂହା, (ବିମଳେନ୍‌ନ୍ଦୁ ସାହୁ) : ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତା -୨୦୨୫ରେ ରାଜ୍ୟର ବଛାବଛା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ରେଙ୍ଗାଲି କ୍ଲଷ୍ଟରର ଏକ ଅନୂନ୍ନତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଗଡୁଙ୍ଗୁରୀର ପଞ୍ଚମ ଶ୍ରେଣୀ ଛାତ୍ର
Read More...

ମୁରିବାହାଲରେ ନୂତନ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ଟୁନଟୁନି ମୁଣ୍ଡା ଛକଠାରେ ନବ ନିର୍ମିତ ଶ୍ରୀରାମ ମନ୍ଦିର ପ୍ରାଣଙ୍ଗରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ରାଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ବାପା ପୁସ୍ତକ ଉନ୍ମୋଚନ ଓ ଶୀତ କବିତା ଆସର

ବାପା ଭରସାର ପାନ୍ଥଶାଳା ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ଓ ସର୍ବ ପୁରାତନ ସାହିତ୍ୟ ଅନଷ୍ଠାନ ବୈଶାଖୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶୀତ କବିତା ଆସର ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂପାଦିତ "ବାପା" କବିତା ସଂକଳନ ଉନ୍ମୋଚନ ଉତ୍ସବ, ଇସ୍ପାତ ସାହିତ୍ୟ ସଂସଦ
Read More...

ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରାଉରକେଲା ଆଗମନ ହୋଇଥିବାବେଳେ ବେଦବ୍ୟାସ ବିକାଶ ମଞ୍ଚର ତରଫରୁ ସଭାପତି ବଦ୍ରିନାରାୟଣ ପାଢ଼ୀ, ଉପସଭାପତି ହୃଷିକେଶ ବଳିୟାରସିଂହ, ରମାକାନ୍ତ ପାଣ୍ଡେ, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ, ସମ୍ପାଦକ ବିଜୟାନନ୍ଦ
Read More...