ରାଉରକେଲା ସୋସିଆଲ ସୋସାଇଟି ତରଫରୁ ଶିଶୁ ଦିବସ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ସିନିଅର ସୋସିଆଲ ସୋସାଇଟି, ସେକ୍ଟର ୧୭ ଓ ରାଉରକେଲା ସୋସିଆଲ ସୋସାଇଟି ତରଫରୁ ଶିଶୁ ଦିବସ ପାଳନ ଓ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଚେସ୍ ସଂଯୋଜକ ପ୍ରକାଶ କୁମାର ସାହୁ ଓ କାର୍ଯ୍ୟକ୍ରମର ଆବାହକ ଗୌରାଙ୍ଗ ଚରଣ!-->…
Read More...
Read More...