Yearly Archives

2025

ଲୋଇସିଂହା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଲୋଇସିଂହା କଲେଜ ପଡିଆ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଯାଇଛି । ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କାର୍ଯ୍ୟକ୍ରମ ପ୍ରଦର୍ଶନୀ, ଚାଷୀ ବୈଜ୍ଞାନିକ ଆଲୋଚନା ଚକ୍ର ଓ
Read More...

ଭାଗବତ କଥା ଜ୍ଞାନଯଜ୍ଞ ସମାପନ

ପୁଇନ୍ତଲା, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ବୁବେଲ ସ୍ଥିତ ମହିମା ରାଇସ୍ ମିଲ୍ ଠାରେ ଚଳିତ ୧୦ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ବ୍ୟାସ ସରୋଜ କୁମାର ବେଦବାକ୍‌ଙ୍କ ଦ୍ଵାରା ସୁମଧୁର ବାଣୀରେ ଭାଗବତ ପାଠ କରାଯାଇଥିଲା । ଗୁରୁପ୍ରସାଦ ମିଶ୍ରଙ୍କ ଦ୍ଵାରା ସାତଦିନ ଧରି ପଠନ, ପ୍ରବଚନ, ପୂଜା
Read More...

ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କର ୧୫୦ତମ ଜୟନ୍ତୀ ସାରା ଦେଶରେ ମହାସମାରୋହରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଆସନ୍ତା ୨୪ ଓ ୨୫ ତାରିଖରେ ଜିଲ୍ଲା ସଦରମହକୁମା ଭବାନୀପାଟଣା, ଧର୍ମଗଡ ଓ ନର୍ଲା ଠାରେ
Read More...

ପାନପୋଷ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବେଦବ୍ୟାସ ।ମେଳା ପଡିଆ ଠାରେ ଆଜି ଉଦଘାଟିତ ହୋଇଯାଇଛି ପାନପୋଷ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କୃଷିକୁ ଉତ୍ସାହିତ କରିବା ଏବଂ
Read More...

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ପୁଇଁତଲା, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗଇନ୍ତଲାପଡିଆଠାରେ ପୁଇଁନ୍ତଲା ବ୍ଲକର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁଇନ୍ତଲା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରୁ ୫୦୦ ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣୀପାଳକ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ଦଳର ମାଁ
Read More...

ଆମେଥିଷ୍ଟ ଆବାକସ୍ ବ୍ରେନ୍ ମାଷ୍ଟରଙ୍କ ଷଷ୍ଠ ବାର୍ଷିକ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସେଣ୍ଟରର ଆମେଥିଷ୍ଟ ଆବାକସ୍ ବ୍ରେନ୍ ମାଷ୍ଟର ସେକ୍ଟର ୭ର ମଧୁ ମଣ୍ଡପରେ ଏହାର ଷଷ୍ଠ ବାର୍ଷିକ ସମାରୋହ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ କେନ୍ଦ୍ରୀୟ ବିଦ୍ୟାଳୟ, ସେକ୍ଟର ୬ର ଅଧ୍ୟକ୍ଷ ସୁଜିତ ରାୟ । ଏହି ଅବସରରେ
Read More...

ନୂଆଖାଇ ଭେଟଘାଟ ୨୦୨୫ ଅବସରରେ କଳାକାର ସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବାନ୍ଧନଘୋର ଗ୍ରାମଠାରେ ସ୍ୱେଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ, ବଲାଙ୍ଗିର ତରଫରୁ ନୂଆଖାଇ ଭେଟଘାଟ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ
Read More...

ଲୁହା ବୋଝେଇ ଟ୍ରଲର ଓଲଟି ଡ୍ରାଇଭର ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜାତୀୟ ରାଜପଥ ୩୨୬ରେ ଲୁହା ବୋଝେଇ ଟ୍ରଲର ଗାଡ଼ି ଓଲଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗାଡ଼ି ବିଶାଖାପାଟଣାରୁ ରାଉଲକେଲାକୁ ଯାଉଥିବା ଜଣାପଡ଼ିଛି । ବିଷମ କଟକ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଘଟିଛି ଏହି ଘଟଣା । ବିଷମ କଟକ ପୋଲିସ୍
Read More...

ନୂଆପଡାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ : ସାମ୍ବାଦିକମାନଙ୍କୁ ଜିଲ୍ଲାର ପ୍ରଗତିରେ ସକ୍ରିୟ ଯୋଗଦାନ…

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ
Read More...

ବାସୁଦେବ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିବାହାଲି କ୍ରିକେଟ କ୍ଲବ ଆନୁକୂଲ୍ୟରେ କରୁଆଁଝର ଖେଳ ପଡ଼ିଆରେ ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା ବାସୁଦେବ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଯାଇଛି । ପ୍ରତିଯୋଗିତାର ଫାଇନାଲ ଖେଳ
Read More...