୭୬ତମ ସମ୍ବିଧାନ ଦିବସ ଓ ଜାତୀୟ ଆଇନ ଦିବସ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓକିଲ ସଂଘ ପକ୍ଷରୁ ବୁଧବାର ମହାସମାରୋହରେ ୭୬ତମ ସମ୍ବିଧାନ ଦିବସ ଏବଂ ଜାତୀୟ ଆଇନ ଦିବସ ବିରଜାପାଲି ସ୍ଥିତ ନୂଆକୋର୍ଟର ସିଭିଲ ଏବଂ ସେସନ କୋର୍ଟ ପରିସର ମଧ୍ୟରେ ପାଳିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ଏକ ବର୍ଣ୍ଣାଢ୍ୟ ସଭା ଓକିଲ ସଂଘ!-->…
Read More...
Read More...