foot
Daily Archives

ମୁକ୍ତି ଲାଭ କଲା କୋଶଲି/ସମ୍ବଲପୁରୀ ଭିଡ଼ିଓ ବଲାଙ୍ଗିରିଆ ରସିଆ ପିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ତପସ୍ୱିନୀ ଅଡିଓ ଭିଜୁଆଲର କୋଶଲି/ସମ୍ବଲପୁରୀ ମ୍ୟୁଜିକ ଭିଡିଓ ବଲାଙ୍ଗିରିଆ ରସିଆ ପିଲା ମୁକ୍ତିଲାଭ ହୋଇ ଲୋକାର୍ପଣ ହୋଇଯାଇଛି । ପଶ୍ଚିମ ଓଡିଶା ପ୍ରଡ୍ୟୁସର ଆସୋସିଏସନ ପକ୍ଷରୁ ଆୟୋଜିତ ଏହି
Read More...

ପ୍ରେମବିବାହର କରୁଣ ପରିଣତି

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପାସାଇଣ୍ଟିଫିକ ଟିମର ତଦନ୍ତ, ସ୍ଵାମୀ ଗିରଫ, କୋର୍ଟ ଚାଲାଣ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଚିକିନିବାହାଲି ଗ୍ରାମରେ ପ୍ରେମ ବିବାହର କରୁଣ ପରିଣତି ଭଳି ଅଭାବନୀୟ
Read More...

ଶୁଲିଆ ଯାତ୍ରାକୁ ନେଇ ଘନେଇଲା ବିବାଦ

ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ରଆଦିବାସୀ ଓ କନ୍ଧସମାଜ ମଧ୍ୟରେ ବିଭେଦ ଗ୍ଧୃଷ୍ଟି କରୁଛନ୍ତି ଲକ୍ଷ୍ମଣ ମେହେର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ ୧୯ ବର୍ଷ ହେବ ଖଇରଗୁଡା ଓ କୁମୁରିଆ ଠାରେ ୨୦୦୬ ମସିହାରୁ ମିଳିତ ଭାବେ ଏକ କାଳୀନ ଶୁଲିଆ ଯାତ୍ରାର ଆୟୋଜନ ହୋଇ ଆସୁଥିଲା ।
Read More...

ବଲାଙ୍ଗିର ଟାଉନ୍‌ ଉଚ୍ଚ ବାଳକ ବିଦ୍ୟାଳୟର ୧୯୮୪ ବ୍ୟାଚ୍‌ ପକ୍ଷରୁ ବଣଭୋଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୯ ତାରିଖ ରବିବାର ଦିନ ବଲାଙ୍ଗିର କଦଳୀମୁଣ୍ଡା ନର୍ସରୀ ଠାରେ ଟାଉନ୍‌ ଉଚ୍ଚ ବାଳକ ବିଦ୍ୟାଳୟର ୧୯୮୪ ବ୍ୟାଚ୍‌ ପକ୍ଷରୁ ଏକ ବଣଭୋଜିର ଆୟୋଜନ କରାଯାଇଥିଲା । ଏହି ବଣଭୋଜିରେ ଦୀର୍ଘ ୪୦ ବର୍ଷ ବ୍ୟବଧାନ ପରେ ସମସ୍ତ ଛାତ୍ରବନ୍ଧୁମାନଙ୍କର ଅପୂର୍ବ ମିଳନ
Read More...

ଚାନ୍ଦିଲି ମହୋତ୍ସବ ସ୍ଥଳରେ ନରସିଂହ

ଚାନ୍ଦିଲି ପାହାଡକୁ ପର୍ଯ୍ୟଟନ ସ୍ଥଳି ମାନ୍ୟତା ପାଇଁ ମିଳିତ ଉଦ୍ୟମ ଦରକାର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାକୃତି ସୌନ୍ଦର୍ଯ୍ୟରେ ଭରପୁର । ଅତୀତରେ ଆମେ ଉଦ୍ୟମ କରି ଭୀମ ଡୁଙ୍ଗୁରୀକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଆଣିବାରେ ସଫଳ ହୋଇଛୁ । ଚାନ୍ଦିଲି
Read More...

ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ହେଲ୍‌ଥ ସୁପର୍‌ଭାଇଜର୍‌

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ହେଲ୍‌ଥ ସୁପର୍‌ଭାଇଜର୍‌ ଲକ୍ଷ୍ମୀ ନାରାୟଣ ମହାରଣା ଜନ୍ମ ପ୍ରମାଣ ପତ୍ର ନିମନ୍ତେ ୪ ହଜାର ଟଙ୍କା
Read More...

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା ଜଳ ସେଚନ ଅନୁଭାଗ ପକ୍ଷରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି ।
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବବର୍ଷ ଉପଲକ୍ଷେ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୨୫ର ପ୍ରଥମ ଦିନରେ ସମସ୍ତ ଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଫୁଲ ଚନ୍ଦନ, ମିଷ୍ଟାନ୍ନ ଓ ଉପହାର ଦେଇ ସ୍ୱାଗତ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ
Read More...

ଗୋପବନ୍ଧୁ ପାଠାଗାରର ପ୍ରତିଷ୍ଠା ଦିବସ ଓ ନବବର୍ଷ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ଗୋପବନ୍ଧୁ ପାଠାଗାରର ୨୨ତମ ପ୍ରତିଷ୍ଠା ଦିବସ ସହ ନବବର୍ଷ ପାଳନ ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ହାଇଟେକ୍ ମେଡିକାଲ୍ କଲେଜର ସି.ଇ.ଓ. ଡା ସୁଶାନ୍ତ କୁମାର ଆଚାର୍ଯ୍ୟ,
Read More...

ନବବର୍ଷରେ ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି : ଦୁଇ ଗୋଷ୍ଠୀ ହେଲେ ମାର୍‌ପିଟ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବର୍ଷର ଆଗମନରେ ସମସ୍ତଙ୍କ ମୁହଁରେ ଖୁସି ଥିଲାବେଳେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନାକୁ ଲାଗିଲା ଝଟ୍‌କା । ଶାନ୍ତି ଖୋଜି ଥିବା ଥାନା ଅଧିକାରୀ କିଛି ଦିନ ତଳେ ସଫଳତା ପାଇଥିଲେ ପୁଣି ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ
Read More...