Daily Archives

ରୋଜଗାରିଆ ପୁଅର ବାଇକ ଦୁର୍ଘଟଣାରେ ମୃତ୍ୟୁ : ପରିବାର ସ୍ତବ୍ଧ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଆମବାହାଲି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ନିମ୍ବ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ କନ୍ଦ୍ରାଭଟା ଗ୍ରାମର ଖଗ ଭୁଏଙ୍କ ପୁତ୍ର କେଶବ ଭୁଏ (୨୫) ବୋଲି
Read More...

ମୁରିବାହାଲରୁ ନିଖୋଜ ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ କେସିଙ୍ଗାରୁ ରେଳ କର୍ମଚାରୀ ଘନଶ୍ୟାମ ଭୋଇ ଗିରଫ

ପୋକସୋ କୋର୍ଟ ଚାଲାଣ, ଛାତ୍ରୀ ଉଦ୍ଧାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ମହକୁମାରୁ ନିଖୋଜ ଥିବା ଜଣେ ନାବାଳିକା କଲେଜ ଛାତ୍ରୀ(୧୬)ଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ତାଙ୍କୁ ଅପହରଣ ଅଭିଯୋଗରେ କେସିଙ୍ଗାର ରେଳ କର୍ମଚାରୀ ତଥା
Read More...

କପସିପାଲି ଗ୍ରାମରେ ଲକ୍ଷ୍ମୀ ପୂଜା ମହୋତ୍ସବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କପସିପାଲି ଗ୍ରାମରେ ମହା ସମାରୋହରେ ଜଗତ ଜନନୀ ମାଁ ଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଆରମ୍ଭ ହୋଇଯାଇଛି । ଗ୍ରାମବାସୀଙ୍କ ଦ୍ଵାରା ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ କଳସ ଶୋଭାଯାତ୍ରାରେ ଗ୍ରାମ ପୋଖରୀରୁ ଯଥା
Read More...

ଆମ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନବାଚୀ

ଆଶୁତୋଷ ନାୟକ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ କୋଟି କୋଟି ଟଙ୍କା ଯୋଜନା ନାମରେ ହରିଲୁଟ କରୁଛନ୍ତି ଆମ ସମାଜର ବଡ଼ପଣ୍ଡା ବୋଲାଉଥିବା ନେତା, ମନ୍ତ୍ରୀ, ଅଫିସର । ରାଜନେତାଙ୍କ ଛତ୍ରଛାୟା ତଳେ ବଡ଼ବାବୁ, ଆଇଏସ୍‌ ଅଫିସର ମାନେ କୋଟି କୋଟି
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଗୀତା ଜୟନ୍ତୀ ମହାସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଶ୍ରୀନୃସିଂହ ମନ୍ଦିର ପରିସରରେ ଗୀତା ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିଲା । ଧର୍ମ ପ୍ରସାଦ ଆଚାର୍ଯ୍ୟ ଓ ରଞ୍ଜନ କୁମାର ତ୍ରିପାଠୀ ଉଭୟେ ସପତ୍ନୀକ କର୍ତ୍ତାରୂପେ ଓ ପଣ୍ଡିତ ଗିରିଧାରୀ ଶତପଥି, ପଣ୍ଡିତ
Read More...

ସ୍ମାର୍ଟ ଇଣ୍ଡିଆ ହାକାଥ୍‌ର ଗ୍ରାଣ୍ଡ୍ ଫାଇନାଲ୍ ଉଦ୍‌ଯାପିତ

ଭୁବନେଶ୍ୱର, (ପିଆଇବି) : ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ର ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫାଇନାଲ୍ ଶେଷ ହୋଇଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ଏହି କାର୍ଯ୍ୟକ୍ରମ ପାଇଁ ନୋଡାଲ୍ ଏଜେନ୍ସି ଥିଲା ଏବଂ ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗୀ ପାର୍କ
Read More...

ତୃତୀୟ ଭାରତ-ବ୍ରିଟେନ ଆର୍ଥିକ ବଜାର ଆଲୋଚନା : ମିଳିତ ବିବୃତ୍ତି

ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଦ୍ୱାରା ଭାରତ-ବ୍ରିଟେନ ଆର୍ଥିକ ବଜାର ଆଲୋଚନାର ତୃତୀୟ ବୈଠକ ୧୨ ଡିସେମ୍ବର ୨୦୨୪ ରେ ଗୁଜରାଟର ଗିଫ୍ଟ ସିଟିରେ ଆୟୋଜନ କରାଯାଇଥିଲାଭାରତ ଏବଂ ବ୍ରିଟେନର ଅଂଶଗ୍ରହଣକାରୀମାନେ ପୁଞ୍ଜି ବଜାର, ବୀମା ଏବଂ ପେନସନ, ଫିନଟେକ୍, ସ୍ଥାୟୀ ଆର୍ଥିକ ଏବଂ
Read More...