Daily Archives

ଚାଷୀ କେ ଠଁକ୍‌ଲେ ସିଧା ଜେଲ୍‌

ବଲାଙ୍ଗିର, (ପିଆଇବି) : ଏକ୍‌ସନ୍‌ ମୁଡ୍‌ ଥି ମୋହନ୍‌ ସର୍‌କାର୍‌ । ଚାଷୀ କେ ଠଁକ୍‌ଲେ ସିଧା ଜେଲ୍‌ । ଆଘୋ ଧାନ୍‌ ଘିନା ଥି ଖୋବ୍‌ ଗୁନ୍ଦ୍‌ଲାଗୁପା ରହିଥିଲା । ହେତିର୍‌ ଲାଗି ନୂଆଁ ସର୍‌କାର୍‌ ତାୱଡ୍‌ତୋଡ୍‌ ପଦକ୍ଷେପ ନେବାର୍‌ କେ ଅଁଟା ବର୍‌କସ୍‌ କରିଛନ୍‌ । ପୁରାପୁରି ସ୍ୱଚ୍ଛତା
Read More...

କାର୍ତ୍ତିକ ପୂର୍ଣ୍ଣିମାରେ ତ୍ରିପୁରାସୁର ଉପରେ ଭଗବାନ ଶିବଙ୍କ ଈଶ୍ୱରୀୟ ବିଜୟ

ଶ୍ରୀମତୀ ତାରିଣୀ ବହିଦାର କାର୍ତ୍ତିକ ପୂର୍ଣ୍ଣିମା ତ୍ରିପୁରୀ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । କାର୍ତ୍ତିକ ପୂର୍ଣ୍ଣିମା ହିନ୍ଦୁ ପୁରାଣରେ ଗଭୀର ମହତ୍ୱ ରଖିଥାଏ କାରଣ ଏହା ଶକ୍ତିଶାଳୀ ତ୍ରିପୁରାସୁର ଉପରେ ଭଗବାନ ଶିବଙ୍କ ଈଶ୍ୱରୀୟ ବିଜୟକୁ ସ୍ମରଣ କରିଥାଏ । କିମ୍ବଦନ୍ତୀ ଅନୁଯାୟୀ,
Read More...

ସେକ୍ଟର -୧୬ ଡିଏଭି ପବ୍ଲିକ୍‌ ସ୍କୁଲରେ ଶିଶୁ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୧୬ ଡିଏଭି ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳନ ହୋଇଯାଇଛି । ଏହି ପବିତ୍ର ଦିବସର କାର୍ଯ୍ୟକ୍ରମର ଶୁଭାରମ୍ଭ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯଶବିନ୍ଦର କୌର ଆମନ୍ତ୍ରିତ ଅତିଥିଙ୍କ ସହ ପ୍ରଦୀପ ପ୍ରଜ୍ୱଳନ ଓ ଡିଏଭି ସଙ୍ଗୀତ ଗାନ କରି ଆରମ୍ଭ
Read More...

ଉତ୍କଳ ସାଂସ୍କୃତିକ ପରିଷଦର ୩୪ତମ ବୋଇତ ବନ୍ଦାଣ ଉତ୍ସବର ଦ୍ୱିତୀୟ ଦିନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ୩୪ତମ ଦ୍ୱିଦିବସୀୟ ବୋଇତ ବନ୍ଦାଣ ଉତ୍ସବ ଦ୍ୱିତୀୟ ଦିନରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ କାୟଲ, ସଭାପତି ରଶ୍ମିତ ସାହାଣୀ ଓ ସାଧାରଣ ସମ୍ପାଦକ ଶଙ୍କର ଜେନାଙ୍କ ଆବାହକତ୍ୱ ଓ ରଘୁନାଥପଲ୍ଲୀର
Read More...

ଜେନିଥ୍ ଲାୟନ୍ସ ଗୁରୁକୁଳରେ ଶିଶୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସ୍ଥିତ ଜେନିଥ୍ ଲାୟନ୍ସ ଗୁରୁକୁଳରେ ଶିଶୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର କୋର୍ଟର ଉପ
Read More...

ମା’ ରାମଚଣ୍ଡୀ ପୀଠ ପରିଦର୍ଶନରେ ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ପୀଠକୁ ଗୁରୁବାର ଅପରାହ୍ନରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ପରିଦର୍ଶନ କରିଛନ୍ତି ଏବଂ ମନ୍ଦିର ବେଢ଼ା ପରିକ୍ରମା କରି ଏକ ଅଦ୍ଭୁତମୟ ଉଦାହରଣ ସୃଷ୍ଟି କରିଛନ୍ତି ।
Read More...

ଜାତୀୟ ପୁନଃ ଚକ୍ରଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ନଭେମ୍ବର ୧୫ରେ ପାଳନ କରାଯାଉଥିବା 'ଜାତୀୟ ପୁନଃ ଚକ୍ରଣ ଦିବସ', ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ହ୍ରାସ ଦ୍ଵାରା ପରିବେଶ ସୁରକ୍ଷା ବିଷୟରେ ଆଲୋକପାତ କରେ । ୧୯୯୭ରେ ଜାତୀୟ ରିସାଇକ୍ଲିଂ ସମବାୟ ସମିତି ଦ୍ୱାରା ପ୍ରତିଷ୍ଠିତ ଏହି ଦିବସ
Read More...

ଟିଟିଲାଗଡ଼ ମହାବୀର ପଞ୍ଚାୟତି ଧର୍ମଶାଳାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିକାଲିର ଯୁଗରେ ଲୋକେ ନିଜର ହେଉ କି ଛୁଆ ମାନଙ୍କ ପାଇଁ ହେଉ ବିଭିନ୍ନ ଢ଼ଙ୍ଗରେ ଜନ୍ମଦିନ ପାଳନ କରିଥାନ୍ତି । ଟିଟିଲାଗଡ଼ର ଜଣେ ଯୁବ ବ୍ୟବସାୟୀ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିବା ପଙ୍କଜ ନାମଦେବ ତାଙ୍କ ଝିଅ ହଂସିକାଙ୍କ ଜନ୍ମଦିନ
Read More...

କାର୍ତ୍ତିକ ଚତୁର୍ଦ୍ଦଶୀରେ ରାଧାକୃଷ୍ଣ ମନ୍ଦିରରେ ଲକ୍ଷେ ଆଳତି ଅର୍ପଣ : ସପ୍ତାହ ବ୍ୟାପୀ ପୁରାଣ ପାଠ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସର୍ବ ପୁରାତନ ରାଧାରାଣୀ ପଡା ରାଧାକୃଷ୍ଣ ମନ୍ଦିର ଠାରେ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀରେ ଅନି ରାଧା କୃଷ୍ଣ ଯୁଗଳ ମୂର୍ତ୍ତିଙ୍କ ଠାରେ ଲକ୍ଷେ ଆଳତୀ ଅର୍ପଣ କରାଯାଇଛି । କାର୍ତ୍ତିକ ମାସ ଧାର୍ମିକ ମାସରେ ପ୍ରଭୁଙ୍କ ପୂଜାର୍ଚ୍ଚନା ସହିତ ଅନି
Read More...