Daily Archives

ଜାତୀୟ ଆଇନ ସେବା ଦିବସ ପାଳନ

ସାହାଜବାହଲ, (କେପିଏନ୍‌ଏସ୍‌) : ଗୋପୀନାଥ ମହାବିଦ୍ୟାଲୟ ସାହାଜବାହଲ ଠାରେ ଜାତୀୟ ଆଇନ ସେବା ଦିବସ ପାଳିତ ହେବା ସହିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷ ଡକ୍ଟର ପବିତ୍ର ମୋହନ ସାମଲ, ଜିଲ୍ଲା ଆଇନ ସେବା
Read More...

ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ମହାନ୍ତି, ସମ୍ମାନିତ ଅତିଥି ରୂପେ
Read More...

୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଆର୍.ବି ହାଇ ସ୍କୁଲ୍ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି, ବିଦ୍ୱତ ପରିଷଦର ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ
Read More...

କନ୍ଦାଗାଡ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ସୁକଲ ବେହେରାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କନ୍ଦାଗାଡ଼ ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ସୁକଲ ବେହେରା ୭୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବା ବେଳେ ଆଜି ମଧ୍ୟାହ୍ନରେ ନିଜ ବାସଭବନରେ ଶେଷ ନିଃଶ୍ଵାସ
Read More...

ଖମନଖୋଲ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇବାକୁ ଦାବି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରିଛନ୍ତି ଅଂଚଳବାସୀ । ବାଲିଗୁଡା ବ୍ଲକ ତଥା କନ୍ଧମାଳ ଜିଲାର ସୀମାନ୍ତ ପଞ୍ଚାୟତ ହେଉଛି ଖମନଖୋଲ ଓ ଲଣ୍ଡାଗାଁ
Read More...

ଅଧିକାରୀଙ୍କୁ ନେଇ ଛତାମଖନା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲିଲେ ନରସିଂହ

ଯୁଧିଷ୍ଠିର ମହାବିଦ୍ୟାଳୟ ଓ ମିଶ୍ର କଟା ପାଇଁ ଆସିଥିବା ଅନୁଦାନ ଖର୍ଚ୍ଚ ହେବାରେ ବିଳମ୍ବ କାହିଁକି : ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାନୁଷ୍ଠାନ ଏବଂ ପୋଖରୀ ଗୁଡିକର ଉନ୍ନତି ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ଅନେକ ଅନୁଦାନ ଅଣାଯାଇଛି । ସେହିକ୍ରମରେ ନିଜ ନିର୍ବାଚନ
Read More...

ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବ : ଉପାନ୍ତ ଅଞ୍ଚଳକୁ ଫିଟିବ ରାସ୍ତା

୧୨ କୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ତଥା, ମୁଖ୍ୟ ସଚେତକ, ଓଡିଶା ସରକାର ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅପହଞ୍ଚ ଇଲାକା ଉପାନ୍ତ ଅଂଚଳ କଣ୍ଡରା, କାଚପାଯୁ, ସୁଲୁକେଟି ଆଦି ୫ ଖଣ୍ଡ ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ଖଣ୍ଡିଏ ନଥିଲା ।
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଉରକେଲାରେ ଭବ୍ୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଯୁବନେତା ତଥା ସମ୍ବଲପୁରର ଲୋକସଭା ସଦସ୍ୟ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ କାଲି ଟ୍ରେନ୍‌ ଯୋଗେ ରାଉରକେଲା ଦେଇ କଲିକତା ଯାଉଥିବା ବେଳେ ରେଲୱେ ଷ୍ଟେସନରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ,
Read More...

‘ସମତା କପ୍- ୨୦୨୪’ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଯୁବକମାନଙ୍କ ଦ୍ୱାରା ଲିଙ୍ଗଗତ ପ୍ରତିବନ୍ଧକ ଦୂର କରିବା ନିମନ୍ତେ ଏକ ଅଭିନବ ପ୍ରୟାସ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର-୨ ଖେଳ ପଡିଆ ଠାରେ ଏକ ନିଆରା ଫୁଟବଲ ମ୍ୟାଚ୍ 'ସମତା କପ୍-୨୦୨୪' ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାଲିଫାୟ ମ୍ୟାଚ୍‌ରେ
Read More...

ବେଆଇନ ଭାବେ ନିର୍ମାଣାଧୀନ ବିଲ୍‌ଡିଂରେ ନୋଟିସ୍‌ ଲଗାଇଲା ଆର୍‌ଏମ୍‌ସି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ପାନପୋଷ ସ୍ଥିତ କାଳି ମନ୍ଦିର ନିକଟରେ ବେଆଇନ୍ ଭାବେ ନିର୍ମାଣାଧୀନ ଏକ ବିଲ୍‌ଡିଂରେ ନୋଟିସ୍‌ ଲଗାଯାଇଛି । ଆଜି ଆର୍‌ଏମ୍‌ସିର ପ୍ଲାନିଂ ଓ ଏନ୍‌ଫୋର୍ସମେଣ୍ଟ ଟିମ୍ ଉକ୍ତ ବିଲ୍‌ଡିଂ ନିକଟରେ ପହଂଚି ଏହି ନୋଟିସ୍‌ ଲଗାଇଛନ୍ତି
Read More...