Daily Archives

ଗୋଇମୁଣ୍ଡ ଛକ ପିଚୁ ପ୍ଲାଣ୍ଟ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ଘଟଣା

ଦୁର୍ଘଟଣା ଘଟାଇଥିବା ହାଇୱା ଜବତ, ଡ୍ରାଇଭର କୋର୍ଟ ଚାଲାଣ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ନମ୍ବର ଜାତୀୟ ରାଜପଥ ବଙ୍ଗୋମୁଣ୍ଡାରୁ ହଳଦୀ ରାସ୍ତାର ଗୋଇମୁଣ୍ଡ ଛକ ନିକଟସ୍ଥ ପିଚୁ ପ୍ଲାଣ୍ଟ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା
Read More...

କ୍ଷୁଦ୍ର ଚଳଚ୍ଚିତ୍ର ଏକ କବିତା ପରି, ପ୍ରତିଥର ଦେଖିଲେ ଆପଣ ଏଥିରେ କିଛି ନୂଆ ଦେଖିବାକୁ ପାଆନ୍ତି : ଆନ୍ନା ହେନକେଲ…

ଆପଣଙ୍କ ସ୍ୱପ୍ନକୁ ଆଉ କେହି କେବେ ବି ପୂରଣ କରିପାରିବେ ନାହିଁ : ସମୀର ମୋଦୀଏକ ଶକ୍ତିଶାଳୀ, ଅନନ୍ୟ ଏବଂ ରୋମାଞ୍ଚକର କାହାଣୀ ଦର୍ଶକଙ୍କ ପାଖରେ ପହଞ୍ଚିବ : ଟିସ୍କା ଚୋପ୍ରାଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ "ସର୍ଟସର ପ୍ରସାର : ପ୍ରବେଶ, ପହଞ୍ଚ ଏବଂ ପ୍ରଦର୍ଶନ"
Read More...

୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ସମୁଦ୍ରରେ ବୁଡ଼ି ନିଖୋଜ ଯୁବକର ପତ୍ତା ମିଳୁନାହିଁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ଛତ୍ରପୁର ନିକଟସ୍ଥ ବୁଧବାର ସନ୍ଧ୍ୟାରେ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକ ବୁଡି ଯାଇଛି । ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ସମୁଦ୍ରରେ ବୁଡ଼ି ନିଖୋଜ ଯୁବକଙ୍କ ପତ୍ତା ମିଳୁନାହିଁ । ସମୁଦ୍ର କୂଳବର୍ତ୍ତୀ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲା ଆମେରିକୀୟ କଂଗ୍ରେସର ପ୍ରତିନିଧି ମଣ୍ଡଳୀ

ଭାରତରେ ନିର୍ବାଚନ ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ବ୍ୟାପକତା, ନିରପେକ୍ଷତା ଓ ପାରଦର୍ଶିତାକୁ ପ୍ରଶଂସା କଲା ଆମେରିକୀୟ ପ୍ରତିନିଧି ଦଳଭାରତ-ଆମେରିକା ସମ୍ପର୍କକୁ ଆଗକୁ ବଢ଼ାଇବାରେ ଆମେରିକୀୟ କଂଗ୍ରେସର ଲଗାତାର ଓ ଦ୍ୱିପାକ୍ଷିକ ସମର୍ଥନ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀଗତ ବର୍ଷ
Read More...

ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା : ସ୍ୱାସ୍ଥ୍ୟ କେନ୍ଦ୍ର ବୁଲିଲେ, ରୋଗୀଙ୍କୁ ଫଳ ବାଣ୍ଟିଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ବିଧାନସଭାର ନବନିର୍ବାଚିତ ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ପୁରୀ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ରଙ୍କୁ ଡେଲାଙ୍ଗ ବିକାଶ ପରିଷଦ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ହାଟ ବଜାରସ୍ଥିତ ଡେଲାଙ୍ଗ ବିକାଶ ପରିଷଦ କାର୍ଯ୍ୟାଳୟରେ
Read More...

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ କଲେଜରେ ରକ୍ତଶିକୁଳି ନିରାକରଣ ସଚେତନତା ଅଭିଯାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ କଲେଜରେ ବିଶ୍ଵ ରକ୍ତ ଶିକୁଳି ଦିବସ ଉପଲକ୍ଷେ ବଂଶଗତ ରକ୍ତ ଶିକୁଳି (ସିକିଲ ସେଲ)ରୋଗ ସମ୍ପର୍କିତ ପାକ୍ଷିକ ରକ୍ତହୀନତା ନିରାକରଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଆଗାମୀ ଜୁଲାଇ
Read More...

ସ୍ୱର୍ଗତ ପ୍ରଫେସର ନାରାୟଣ ପୃଷେଠଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ସର୍ବ ପୁରାତନ ଆଗାମୀ ସାହିତ୍ୟ ସଂସଦ ଅନୁଷ୍ଠାନର ସ୍ରଷ୍ଟା ତଥା ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ନାରାୟଣ ପୃଷେଠଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସଦର ସଭାପତି ପ୍ରମୋଦ କୁମାର ପାଢ଼ୀ, ଅବସରପ୍ରାପ୍ତ ଅଧ୍ୟାପକ
Read More...

ଗିରଫ୍‌ ହେଲେ ନକଲି ଶିକ୍ଷକ କମଳଲୋଚନ ପଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ୍‌ ପୋଲିସ ଜଣେ ନକଲି ଶିକ୍ଷକଙ୍କୁ ଗିରଫ୍‌ କରିଛି । ନକଲି ମାର୍କସିଟ୍‌ ଦେଇ ଚାକିରି କରୁଥିବା ଶିକ୍ଷକ ଆଜି ଗିରଫ୍‌ ହୋଇଥିବା ବେଳେ ଏହି ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ବଲାଙ୍ଗିର ଗୋଷ୍ଠୀ ଶିକ୍ଷା
Read More...

ସ୍ୱଯତ୍ନ ଶିବିର ଅନୁଷ୍ଠିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଲେପ୍ରା ସୋସାଇଟି ଏବଂ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ, ବଡ଼ଗାଁ ସ୍କୁଲ ପରିସରରେ ୨୦ ଜଣ ଫାଇଲେରିଆ(ଗୋଦର ଗୋଡ)ରେ ଆକ୍ରାନ୍ତଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେଇ ଏକ ସ୍ୱଯତ୍ନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ଷଡଙ୍ଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରଶାସନିକ ସେବା ଅଧିକାରୀ ପ୍ରସନ୍ନ କୁମାର ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଓଏସ୍‌ଡି ତଥା ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜୁନ ୧୩ ତାରିଖ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ
Read More...