Daily Archives

ବାଇକ୍‌ରୁ ୭ ଲକ୍ଷ ଟଙ୍କା ଜବତ କଲା ପୋଲିସ

ବଡ଼ବିଲ : ବାଇକ୍‌ରୁ ୭ ଲକ୍ଷ ଟଙ୍କା ଜବତ । କେନ୍ଦୁଝର ଜିଲ୍ଲା ବଡ଼ବିଲ କିରିବୁରୁ ଛକରେ ବ୍ଲକିଂ ଚେକିଂ ବେଳେ ଜବତ କଲା ବଡ଼ବିଲ ପୋଲିସ । ଟଙ୍କା ଜବତ ସହ ଜଣଙ୍କୁ ଅଟକ ରଖୁଛି ପୋଲିସ । ତେବେ ଏକ ପରିବହନ ସଂସ୍ଥାର କର୍ମଚାରୀ ଟଙ୍କା ନେଇ ଯାଉଥିବା ବେଳେ ଧରିଛି ପୋଲିସ । ଘଟଣାକୁ ନେଇ ପୋଲିସ
Read More...

ବଲାଙ୍ଗିର ଇନ୍ଦ୍ରପ୍ରସ୍ଥ ହୋଟେଲରେ ବର୍ବର ହତ୍ୟାକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରେଳ ଷ୍ଟେସନନ ରାସ୍ତା ଇନ୍ଦ୍ରପ୍ରସ୍ଥ ହୋଟେଲରେ ହତ୍ୟାକାଣ୍ଡ । ୨୧୨ ନମ୍ବର ରୁମ୍‌ରେ ଘଟିଛି ଏଭଳି ଏକ ବର୍ବର ହତ୍ୟାକାଣ୍ଡ । ବିରେନ୍ ସିଂ ନାମକ ଜଣେ ବ୍ୟକ୍ତିକୁ କରାଯାଇଛି ହତ୍ୟା । ୨୧୨ ନମ୍ବର ରୁମ୍‌ର ବାଥ୍ ରୁମ୍‌ରେ ପଡିଛି ମୃତଦେହ । ହତ୍ୟାକାଣ୍ଡ ଘଟାଇ
Read More...

ଓମ୍‌ଭେଲି ବିଦ୍ୟାଳୟରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ଵର୍ଦ୍ଧନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସି.ବି.ଏସ୍.ଇ ପରିଚାଳିତ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଓମ୍‌ଭେଲି ବିଦ୍ୟାଳୟର ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି । ୨୦୨୩-୨୪ ଶିକ୍ଷାବର୍ଷ ଦଶମ ଶ୍ରେଣୀରେ କୁମାରୀ ଆକାଂକ୍ଷା ସିଂ ୯୬.୪ ପ୍ରତିଶତ ନମ୍ଵର ରଖି ଶୀର୍ଷ ସ୍ଥାନ ଅଧିକାର
Read More...

ମଦ ଜବତ : ୨ ଜଣ ଗିରଫ

ବିନିକା : ବିନିକା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମଦ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତକାଲି ସନ୍ଧ୍ୟା ୮ ଟା ବେଳେ ଅବକାରୀ ଅଧିକାରୀ ବଳବୀର ଗଡ଼ନାୟକ ନିଜ ଟିମ୍ ସହ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ସମ୍ବଲପୁର ଜିଲ୍ଲା ବଡ଼ବେଣ୍ଡା ଗ୍ରାମର ବସନ୍ତ
Read More...

ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଅଜଣା ଯୁବକଙ୍କ ମୃତ ଶରୀର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଜଣେ ଅଜଣା ଯୁବକଙ୍କ ମୃତଦେହ । ଘଟଣାସ୍ଥଳରେ ବଲାଙ୍ଗିର ସଦର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତନ୍ନ ତନ୍ନ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।
Read More...

ଅର୍କେଶଙ୍କ ନାମରେ ଫେକ୍‌ ଚିଠି ପ୍ରସ୍ତୁତ ଆରୋପ ଆଣିଲା ବଲାଙ୍ଗିର କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜପରିବାରର ସଦସ୍ୟ ଅର୍କେଶ ନାରାୟଣ ସିଂହଦେଓ ଫେକ୍‌ ଚିଠି ପ୍ରସ୍ତୁତ କରି ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ କରିଥିବା ଅଭିଯୋଗ ଆଣିଛି ଆଜି ବଲାଙ୍ଗିର କଂଗ୍ରେସ । ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି କଂଗ୍ରେସ
Read More...

ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ବିଜେପି କର୍ମୀଙ୍କୁ ଧମକ ଅଭିଯୋଗ

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ଥାନାରେ ଭାରତୀୟ ଜନତା ପାର୍ଟି ସମର୍ଥକ ଏବଂ କର୍ମୀଙ୍କ ପକ୍ଷରୁ ଖଡିଆଳ ଥାନାରେ ଏକାଧିକ ଲିଖିତ ଅଭିଯୋଗ କରିଛନ୍ତି । ଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗ କରିଥିବା ବେଳେ ଜୀବନ ପ୍ରତି ଭୟ ଥିବା
Read More...

ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର

ମୁନିଗୁଡା : ମୁନିଗୁଡା ଫାୟାର୍‌ ଷ୍ଟେସନ୍‌ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ କ୍ୱାଇଁ ଓ ଶଳା ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ପାଜୀବାଲି ଗ୍ରାମର ଉତ୍ତମ ବଡିଗା ଓ ୱନେଶୁ ମେଣ୍ଢା । ସୂଚନାଯୋଗ୍ୟ ଯେ, ଉଭୟ ବାଇକ୍ ଯୋଗେ ଶୁକ୍ରବାର
Read More...

ଲୋକଙ୍କ ପାଇଁ ପାଣି ନାମରେ ଧଳା ଜହର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅଞ୍ଚଳରେ ଆଜି ବି ଅନେକ ଗ୍ରାମରେ ବାଲିଚୁଆ ଉପରେ ନିର୍ଭର କରି ତୃଷା ମେଣ୍ଟାଉ ଥିବା ବେଳେ କେତେକ ଗାଁ ପଡୋଶୀ ଜିଲ୍ଲା ନବରଙ୍ଗପୁର ସୀମାନ୍ତକୁ ପାନୀୟ ଜଳ ପାଇଁ ଯାଉଥିବା ନଜରକୁ ଆସୁଛି । ଏବେ ଏକ ନଳକୂଅରୁ ବର୍ଷ ବର୍ଷ ଧରି କ୍ଷୀର ଭଳିଆ
Read More...

ବ୍ରହ୍ମାକୁମାରୀ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ କଳ୍ପ ବାସିନୀ ନଗର ସ୍ଥିତ ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ମୁଖ୍ୟ ଆଶ୍ରମ ଠାରୁ ପ୍ରଜାପିତା
Read More...