Monthly Archives

January 2024

ପଦ୍ମପୁର ଜିଲ୍ଲା ମାନ୍ୟତା ଦାବୀରେ ପଦ୍ମପୁର ଉପଖଣ୍ଡ ୧୨ ଘଣ୍ଟିଆ ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜିଲ୍ଲ ଘୋଷଣା ଦାବୀରେ ପଦ୍ମପୁର ଉପଖଣ୍ଡ ବନ୍ଦ । ଚିର ମରୁଡି ପ୍ରପୀଡିତ ତଥା ଅବହେଳିତ ପଦ୍ମପୁର ଉପଖଣ୍ଡ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇବା ପାଇଁ ୧୯୯୨-୧୯୯୩ ମସିହାରେ ୧୩ରୁ ୩୦ ଜିଲ୍ଲା ଗଠନ ହେବା ସମୟରୁ ଦାବୀ ହୋଇ ଆସୁଛି । ହେଲେ ତାହା
Read More...

ନେତାଜୀ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୨୩ ଜାନୁଆରୀ ନେତାଜୀ ଜୟନ୍ତୀକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଦହିତା ନେତାଜୀ କ୍ଲବ୍ ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ କ୍ଲବ୍ କାର୍ଯ୍ୟାଳୟଠାରେ ସଭାପତି ସରୋଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଜୟନ୍ତୀ ଦିନ ପୂର୍ବାହ୍ନ
Read More...

ଟିଟିଲାଗଡ ଓମ୍‌ ଭ୍ୟାଲି ସ୍କୁଲରେ ଦୁଇ ଦିନିଆ ଷ୍ଟିମ୍ ଫେଷ୍ଟ ଆରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ପ୍ରତିଷ୍ଠିତ ଓମ୍‌ ଭ୍ୟାଲି ସ୍କୁଲରେ ଦୁଇ ଦିନିଆ ଷ୍ଟିମ ଫେଷ୍ଟ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମେନ ଦୀପକ ସାହୁ, ଭାଇସ୍‌ଚେୟାରମେନ ଶ୍ରୀମତୀ ସଙ୍ଗୀତା ସାହୁ, ଏମ୍‌ଡି ଶ୍ରୀମତୀ ବିଭାରାଜ ଗୁପ୍ତା ଫିତା
Read More...

ନିଆଁରେ ପୋଡି ହୋଇ ବୃଦ୍ଧ ଗୁରୁତର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ରାଇଘାଟି ଗାଁରେ ନିଆଁରେ ପୋଡି ହୋଇଗଲେ ବୃଦ୍ଧ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବୃଦ୍ଧଙ୍କର ମେଡିକାଲରେ ଚିକିତ୍ସା ଚାଲିଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସୋସୋ ଥାନା ରାଇଘାଟି ଗାଁର ଜଣେ
Read More...

ଜୟପୁରରେ ଭାଲୁପଲଙ୍କ ଉପଦ୍ରବ

ଜୟପୁର : ଭାଲୁକୁ ଘଉଡାଇବାକୁ ସ୍ଥାନୀୟ ଲୋକଙ୍କ ବିପଦଜନକ ପ୍ରୟାସ । ଆଗରେ ଭାଲୁ ଆଉ ପଛରେ ଦୌଡୁଛନ୍ତି ଗାଁ ଲୋକ । ହେଲେ ଭାଲୁକୁ କାବୁ କରିବାରେ ବିଫଳ ବନ ବିଭାଗ । ଏମିତି କିଛି ଦେଖିବାକୁ ମିଳିଛି ଜୟପୁର ନିକଟରେ । ସୂଚନା ଥାଉକି, ଜୟପୁର ନିକଟରେ ପୁଣିଥରେ ଭାଲୁ ଆତଙ୍କ ଦେଖାଦେଇଛି ।
Read More...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ : ୧ ମୃତ

ସୋର : ସୋର କମାଣପୁର ଦାଣ୍ଡକାଳୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ପାଖର ପଞ୍ଚାୟତ କଳମଗାଁ
Read More...

ଆଜି ଶୁଲିଆ ଯାତ୍‌ରା : ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଉଛୁଳି ପଡ଼ୁଛି ଶୁଲିଆ ପୀଠ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଆଦିବାସୀ ପର୍ବ ଗୁଡ଼ିକ ମଧ୍ୟରେ ଶୁଲିଆ ଯାତ୍‌ରା ଏକ ମୁଖ୍ୟ ପର୍ବ ଭାବେ ପରିଚିତ । ଆଜି ଶୁଲିଆ ଯାତ୍‌ରା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଏବେ ଉଛୁଳି ପଡ଼ୁଛି ଶୁଲିଆ ପୀଠ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ଖଇରଗୁରାରେ
Read More...

ପିଏମ୍ – ଜନମନ ଯୋଜନା ଅଧୀନରେ ୧ ଲକ୍ଷ ପିଏମଏୱାଇ (ଜି) ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କଲେ…

● "ପିଏମ୍ - ଜନମନ ମହା ଅଭିଯାନର ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟର ପ୍ରତ୍ୟେକ ସଦସ୍ୟଙ୍କୁ ସରକାରୀ ଯୋଜନା ଦ୍ୱାରା ଉପକୃତ କରିବା "● ଆଜି ଦେଶରେ ଏମିତି ଏକ ସରକାର ଅଛି ଯିଏ ପ୍ରଥମେ ଗରିବଙ୍କ ବିଷୟରେ ଚିନ୍ତା କରେ● "ମାତା ଶବରୀଙ୍କ ବିନା ଶ୍ରୀରାମଙ୍କ କାହାଣୀ ସମ୍ଭବ ନୁହେଁ"● ଯେଉଁମାନେ
Read More...

ଗତ ୯ ବର୍ଷରେ ବହୁମୁଖୀ ଦାରିଦ୍ର୍ୟରୁ ମୁକୁଳିଛନ୍ତି ୨୪ କୋଟି ୮୨ ଲକ୍ଷ ଭାରତୀୟ

• ଦାରିଦ୍ର୍ୟ ହିସାବ ଅନୁପାତ ୨୦୧୩-୧୪ରେ ୨୯.୧୭% ଥିବାବେଳେ ୨୦୨୨-୨୩ରେ ଏହା ୧୧.୨୮%କୁ ହ୍ରାସ ପାଇଛି• ସମସ୍ତ ୧୨ଟି ଏମପିଆଇ ସୂଚକାଙ୍କରେ ଉନ୍ନତିର ଉଲ୍ଲେଖନୀୟ ସଙ୍କେତ ଦେଖିବାକୁ ମିଳିଛି• ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ଏମପିଆଇ ଗରିବଙ୍କ
Read More...

ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସେମାନେ ଦ୍ୱିପାକ୍ଷିକ ସ୍ୱତନ୍ତ୍ର ଏବଂ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ରୋଡମ୍ୟାପ ବିକଶିତ କରିବାକୁ ରାଜି ହୋଇଛନ୍ତିପ୍ରଧାନମନ୍ତ୍ରୀ ୨୦୨୪ରେ ଋଷର ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ
Read More...