Monthly Archives

January 2024

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

ପ୍ରତିବର୍ଷ ମାତୃଭାଷା ଦିବସ ସହ ଓଡିଆ ଭାଷା ସପ୍ତାହ ପାଳନ କରାଯିବଶହେ ବର୍ଷ ପୁରାତନ ବିଦ୍ୟାଳୟ ଗୁଡ଼ିକୁ ଐତିହ୍ୟ ବିଦ୍ୟାଳୟ ମାନ୍ୟତା ମିଳିବଛାତ୍ରଛାତ୍ରୀମାନଙ୍କୁ ବ୍ୟାପକ ଭାବେ ସାମିଲ କରାଯିବ ଭୁବନେଶ୍ୱର : ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ତୃତୀୟ ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି…
Read More...

ମାଞ୍ଜା ସୂତାରେ କଟିଲା ଜଣେ ବ୍ୟକ୍ତିଙ୍କ ବେକ

କଟକ : ମାଞ୍ଜା ସୂତାରେ କଟିଲା ଜଣେ ବ୍ୟକ୍ତିଙ୍କ ବେକ । କଟକ କାଠଯୋଡି ବ୍ରିଜ୍‌ ଉପରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଆହତ ବ୍ୟକ୍ତି ଜଣଙ୍କ ହେଲେ କଟକର ଅକ୍ଷୟ ମହାପାତ୍ର । ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଅକ୍ଷୟ ତାଙ୍କର କଲ୍ୟାଣ ନଗର ଘରୁ ଭୁବନେଶ୍ୱର ଯାଉଥିଲେ ।…
Read More...

ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ ଫୋରମ୍‌ ପକ୍ଷରୁ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ ଫୋରମ୍‌ ପକ୍ଷରୁ ଶୁକ୍ରବାର ସହର ପରିକ୍ରମା, ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲ । ଖଲ୍ଲିକୋଟ କଲେଜ ସାମ୍ନାରେ ଶୁକ୍ରବାର…
Read More...

ଭଇଁସା ଗ୍ରାମରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ଭଇଁସା ଗ୍ରାମରେ ଜନୈକ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗ୍ରାମର ନୀଳାଚଳ ନାଏକଙ୍କଠାରୁ ଭତ୍ତା କରାଇ ଦେବା ନାମରେ ଲକ୍ଷ୍ମୀନାରାୟଣ ନାଏକ ୬ ମାସ ତଳେ ହଜାରେ ଟଙ୍କା ନେଇଥିଲେ ।…
Read More...

ପୂର୍ବତନ ବ୍ରହ୍ମପୁର ସାଂସଦ ଅନାଦି ସାହୁଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ପୋଲିସ ଉଚ୍ଚ ପଦାଧିକାରୀ ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ଅନାଦି ସାହୁଙ୍କ କଟକ ସିଡିଏ-୬ ସ୍ଥିତ ତାଙ୍କ ବାସଭବନରେ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସେ ଦୀର୍ଘ…
Read More...

ଖୋର୍ଦ୍ଧା ଜିଲ୍ଲା ବୋଲଗଡରେ ଅପରାଜିତାଙ୍କ ପଦଯାତ୍ରା

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଶୁକ୍ରବାର ବୋଲଗଡ ପଂଚାୟତରେ ପଦଯାତ୍ରା କରିଛନ୍ତି । ମ୍ୟାଡମ୍ ଅପରାଜିତା ଶୁକ୍ରବାର ଅପରାହ୍ନରେ ଘର ଘର ବୁଲି ଜନସାଧାରଣଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି । ଏହି ଅବସରରେ ବୋଲଗଡ ଘୋରଡ଼ିଆ ରାସ୍ତାର ଥାନା…
Read More...

କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ ପରିଦର୍ଶନ କଲେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି

● ବୈଜ୍ଞାନିକ ଓ ମହିଳା କୃଷକ ଉତ୍ପାଦକ ସଂଗଠନ ପ୍ରତିନିଧିଙ୍କ ସହ କଲେ ମତ ବିନିମୟ● କଟକ ନୌବାଣିଜ୍ୟ ସଂଗ୍ରହାଳୟ ବୁଲି ଦେଖିବା ସହ ଓଡ଼ିଶାର ନୌବାଣିଜ୍ୟ ଇତିହାସ ସମ୍ପର୍କରେ ଅବଗତ ହେଲେ ଭୁବନେଶ୍ୱର, (ପିଆଇବି) : ଚାରିଦିନିଆ ଓଡ଼ିଶା ଗସ୍ତରେ ଥିବା ୧୦ ଜଣିଆ ମେଘାଳୟ ଗଣମାଧ୍ୟମ ପ୍ରତିନିଧି…
Read More...

ଆଇଆର୍‌ଇଏଲ୍ ପକ୍ଷରୁ କାଳୀପଲ୍ଲୀଠାରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ଶୁକ୍ରବାର ବନ୍ଦର ଅଞ୍ଚଳ କାଳୀପଲ୍ଲୀ ଗ୍ରାମପଞ୍ଚାୟତର ବାତ୍ୟା ଶ୍ରୟସ୍ଥଳିରେ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ…
Read More...

ପଥରଚେପା ଆଦର୍ଶ ବିଦ୍ୟାଳୟରେ ଜଳବାୟୁ ପରିବର୍ତ୍ତନ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପାଠାରେ ଜଳବାୟୁ ପରିବର୍ତ୍ତନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୟ କୁମାର ସାହୁ ଓବାସର ଜିଲ୍ଲା ସଂଯୋଜକ ଏବଂ ଯୁନିସେଫର ଆଇଆର୍‌ଓ ଅଭିଷେକ ମନି ପ୍ରମୁଖ ଜଳବାୟୁ ପରିବର୍ତ୍ତନ ଓ ବିଶ୍ଵ ଭୂ-ତାପନ ଉପରେ ଏକ…
Read More...

ଟିଟିଲାଗଡ଼ ରୋଡସ୍ଥିତ ସ୍ମାର୍ଟ ଶ୍ମଶାନକୁ ନିୟମିତ କାର୍ଯ୍ୟକ୍ଷମ କରିବା ନିମନ୍ତେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର…

ବଲାଙ୍ଗିର, (କେପିଏନ୍‌ଏସ୍‌) :ଟିଟିଲାଗଡ଼ ରୋଡସ୍ଥିତ ସ୍ମାର୍ଟ ଶ୍ମଶାନକୁ ନିୟମିତ କାର୍ଯ୍ୟକ୍ଷମ କରିବା ନିମନ୍ତେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପୌର ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ ଅଛି ଯେ, ବଲାଙ୍ଗିର-ଟିଟିଲାଗଡ଼ ରୋଡର ଶିଳ୍ପାଞ୍ଚଳ ନିକଟସ୍ଥ…
Read More...