ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ
ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ମଦନମୋହନ ମୁର୍ମୁଙ୍କ ପୁଅ ବିଜୟ ମୁର୍ମୁ (୨୩) ।
ସୂଚନାନୁଯାୟୀ, ବିଜୟ ମୁର୍ମୁ ଘରେ ଗତ ରାତ୍ରିରେ ଶୋଇଥିବା ବେଳେ!-->!-->!-->…
Read More...
Read More...