Daily Archives

ବଲାଙ୍ଗିର ସହରରେ ପୁଣି ଘର ଭିତରୁ ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଆହୁରି ଆହୁରି ବଢ଼ି ଚାଲିଛି ଚୋରଙ୍କ ଉତ୍ପାତ । ପୋଲିସର ତତ୍ପରତା ଯେତେ ବଢ଼ିଲେ ବି ଚୋରଙ୍କୁ ସାବାଡ଼୍‌ କରିବାରେ ସକ୍ଷମ ହୋଇ ପାରୁନଥିବା ଜଣାପଡ଼ୁଛି । ସ୍ଥାନୀୟ ଲାଲ୍‌ଟିକ୍ରା ଇରିଗେସନ୍‌ କଲୋନୀ ପଛପଟେ ରହିଥିବା ରଘୁନାଥନଗରରୁ
Read More...

ବ୍ୟାଘ୍ର ସଂରକ୍ଷଣର ପରିଚାଳନା ଦକ୍ଷତା ମୂଲ୍ୟାଙ୍କନ : ୫ମ ଚକ୍ରର ଅନ୍ତିମ ରିପୋର୍ଟ

ନୂଆଦିଲ୍ଲୀ, (ପିଆଇବି) : ପ୍ରକୃତି ଏବଂ ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ ଆନ୍ତର୍ଜାତୀୟ ସଂଘ (ଆଇୟୁସିଏନ୍), ସଂରକ୍ଷିତ କ୍ଷେତ୍ରରେ ବିଶ୍ବ ଆୟୋଗର ଢାଞ୍ଚାରେ ଗ୍ରହଣ କରାଯାଇଛି, ପ୍ରବନ୍ଧନ ପ୍ରଭାବଶୀଳତା ମୂଲ୍ୟାଙ୍କନ (ଏମଇଇ) ଟାଇଗର ରିଜର୍ଭ ଏବଂ ଏହାର ସହିତ ସମ୍ପର୍କିତ ଲ୍ୟାଣ୍ଡସ୍କେପ୍
Read More...

ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଗଂଜାମ ଜିଲ୍ଲା ସମ୍ମିଳନୀ ଏବଂ କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଗଂଜାମ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ସ୍ମୃତି ଉଚ୍ଚ ବିଦ୍ୟାଳୟର ପରିସରରେ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ବର୍ଷିୟାନ ଶିକ୍ଷକ ନେତା ତଥା
Read More...

ବାଇକରେ ଲିଫ୍ଟ ମାଗି ସାରା ଭାରତ ଭ୍ରମଣ କରିଆସୁଛନ୍ତି ଯୁବକ

ଅଦ୍ୟାବଧି ୧୯ଟି ରାଜ୍ୟ ବୁଲି ସାରିଲେଣି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିହାର ପ୍ରଦେଶର ଦରଭଙ୍ଗା ଅଞ୍ଚଳର ୨୩ ବର୍ଷୀୟ ଜଣେ ଯୁବକ ରାଜନ ଝା । ତାଙ୍କ ପିତାଙ୍କ ନାମ ଶଙ୍କର ଝା ଓ ମାତାଙ୍କ ନାମ ଶୈଳୀ ଦେବୀ । ପିତା ନିଜ ଗାଁରେ କୃଷି କାମ କରି କୁଟୁମ୍ବ ଚଳାନ୍ତି । ରାଜନ ଝା
Read More...

ଫୋନରେ କଥା ହେବା ବାହାନା କରି ମୋବାଇଲ ଲୁଟ କରିଥିବା ଅଭିଯୋଗରେ ୨ ଗିରଫ, ମୋବାଇଲ ଉଦ୍ଧାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଗୋଏଲଭାଡ଼ି ଛକଠାରେ ଜୈନିକ ଯୁବକ କରଡ଼ି ଓ ଛତୁ ବିକ୍ରି କରୁଥିବା ସମୟରେ କେତେକ ଦୁର୍ବୃତ୍ତ ପହଂଚି ମୋବାଇଲରେ କଥା ହେବା ବାହାନା କରି ମୋବାଇଲ ଲୁଟ କରି ଚମ୍ପଟ ମାରିଥିବା ବେଳେ ପୋଲିସ ହାବୁଡ଼ରେ ଧରାପଡ଼ିଛନ୍ତି
Read More...