ବଲାଙ୍ଗିର ସହରରେ ପ୍ରବଳ ବର୍ଷା : ଘରମାନଙ୍କୁ ପଶିଲା ପାଣି, ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଗତ ଦୁଇ ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ଗତ ରାତିରେ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଏଥିରେ ସହରର ସାଗରପଡା, ରୁଗୁଡିପଡା, ନାଲଖଣ୍ଡିପଡା, ତାଲପାଲିପଡା, ମାଲପଡା ସହିତ ଅନ୍ୟାନ୍ୟ ଅଞ୍ଚଳରେ ଘରଗୁଡ଼ିକକୁ ପାଣି ପଶି!-->…
Read More...
Read More...