Monthly Archives

February 2023

୫୩ ନମ୍ବର ଜାତୀୟ ରାଜପଥ ସୋହେଲା କଲେଜ ନିକଟରେ ଟୁରିଷ୍ଟ ବସ୍‌କୁ ଧକ୍କାଦେଲା କଣ୍ଟେନର : ଜଣେ ମୃତ ୭ ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାୟପୁର ୫୩ ନମ୍ବର ଜାତୀୟ ରାଜପଥ ସୋହେଲା କଲେଜ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା
Read More...

ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ ନେଇ ମାମଲା ରୁଜୁ : ୩ କୋର୍ଟ ଚାଲଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁର ଫାଣ୍ଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୋଲିସ ଗତକାଲି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣା ଅନୁଯାୟୀ, ବଡଇଛାପୁର ଗ୍ରାମର ଶତୃଘ୍ନ ସାହୁ(୫୫), ଜୟନ୍ତ ସାହୁ(୪୮) ଓ ମନୋରଞ୍ଜନ ସାହୁ(୪୨) ସରକାରୀ ଜାଗାରେ
Read More...

ବିଶ୍ୱଶାନ୍ତି ମହାଯଜ୍ଞ, ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତେଇଶିପୁର ଶ୍ରୀ ସୋମନାଥ ଦେବଙ୍କ ୧୪ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମନାଥ ଦେବ ଓ ମା' ବିନ୍ଧ୍ୟବାସିନୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଠାରୁ
Read More...

ଅନୁଗୁଳର ନାଲକୋଠାରେ ୪୨୩.୩୭୦ କେଜି ଗଞ୍ଜେଇ ନଷ୍ଟ କଲା ବଲାଙ୍ଗିର ପୋଲିସ, ସୂଚନା ଦେଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ତୁଷୁରା ଥାନା କେସ୍ ନଂ ୧୨୩ / ୧୯,୧୩୨ / ୧୯,୧୨୩ / ୨୦,୦୨ / ୨୧, ୫୪/୨୨ ଓ ପୁଇଁନ୍ତଲା ଥାନା କେସ୍ ନଂ ୧୫୭/୨୦ ସହିତ ଜଡିତ ୪୨୩.୩୭୦ କେଜି ଗଞ୍ଜେଇକୁ ଜିଲ୍ଲା ପୋଲିସ ଅନୁଗୁଳକୁ ନେଇ ଆଜି ନାଲକୋଠାରେ ନଷ୍ଟ କରିଥିବା ସଂପର୍କରେ ଏସ୍‌ପି
Read More...

ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ବିଧାୟକ ନରସିଂହ

ଆବାସ ଯୋଜନା କେଳେଙ୍କାରୀ ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରକୃତ ଗରିବଙ୍କ ନାଁ କଟିବା ଗରିବଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଠିକ ହିସାବରେ ତର୍ଜମା କଲେ,
Read More...

ଆଇଡିଏ ରୟାଲ ପକ୍ଷରୁ କର୍କଟ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସୁପ୍ରିମ ଟାସ୍କ ହସ୍‌ପିଟାଲ ଠାରେ ଆଇଡିଏ ରୟାଲ ଓ ସୁପ୍ରିମ ଟାସ୍କର ମିଳିତ ଆନୁକୂଲ୍ୟରେ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଏକ କର୍କଟ ରୋଗ ଚିହ୍ନଟ ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସମାଜରେ ବହୁଳ ବ୍ୟବହୃତ ପାନ, ଗୁଟଖା ଓ ସିଗାରେଟ୍‌ ମୁଖ
Read More...

ଗାନ୍ଧୀ ଷ୍ଟାଡିଅମରେ ସିକେ ନାଇଡୁ ଟ୍ରଫି ଉଦ୍‌ଘାଟିତ : ଓଡିଶା ବନାମ ମେଘାଳୟ କ୍ରିକେଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍‌ ଅବାହକତ୍ୱରେ ଜିଲ୍ଲା କ୍ରୀଡା ସଂସଦ ଦ୍ୱାରା ସ୍ଥାନୀୟ ଗାନ୍ଧୀ ଷ୍ଟାଡିଅମରେ ଓଡିଶା ବନାମ ମେଘାଳୟ କଲୋନେଲ ସିକେ ନାଇଡୁ ଟ୍ରଫି କ୍ରିକେଟ ଉଦ୍‌ଘାଟିତ ହୋଇଯାଇଛି । ଚାରି ଦିନ ଧରି ହେବାକୁ ଥିବା ଏହି ମ୍ୟାଚର ଆଜି ପ୍ରଥମ ଦିନରେ
Read More...

ମଦନପୁର ରଣାପଡାଠାରେ କଳସ ଯାତ୍ରା ସହ ଅଷ୍ଟ ପ୍ରହରୀ ନାମଯଜ୍ଞ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ଶନିବାର ଦିନ ଅଷ୍ଟ ପ୍ରହରୀ ପାଇଁ ରଣାପଡା ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ମହିଳା, ପୁରୁଷ ଭକ୍ତ ଓ କୀର୍ତ୍ତନ ମଣ୍ଡଳୀ ଉପସ୍ଥିତିରେ କଳସ ଶୋଭା ଯାତ୍ରା ଓ ଆଜି ସକାଳରୁ ନାମଯଜ୍ଞ ଆରମ୍ଭ
Read More...

କଟାବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ହୋଇଥିବା ଏହି ଏକ ଦିବସୀୟ କ୍ରୀଡା ଉତ୍ସବରେ ବିଭିନ୍ନ କ୍ରୀଡା ଏବଂ ନାଚ ଗୀତ
Read More...

୧୯ତମ ପୃଥ୍ୱୀରାଜ, ଅଶୋକ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ମହୁଲପାଲି ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲ ଠାରେ ଏମଏଲସିସି ଦ୍ଵାରା ଆୟୋଜିତ ୧୯ତମ ପୃଥ୍ୱୀରାଜ, ଅଶୋକ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ଖଲିଆପାଲି ଦଳ ବାଦିମାଲ ଦଳକୁ ହରାଇ ଓ ମହୁଲପାଲି ଦଳ ବୁକାଝୁଲା ଦଳକୁ ହରାଇ ଫାଇନାଲ୍‌ରେ ପ୍ରବେଶ
Read More...