୨୮ ଗ୍ରାମ ଡ୍ରଗ୍ସ ଜବତ : ୧ ଗିରଫ
ଯାଜପୁର : ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ସହର ନିକଟ ମକେଇପୁର ଠାରେ ଜଣେ ଯୁବକଙ୍କ ଠାରୁ ୨୮ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଜଣାପଡିଛି । ଯାହାର ମୂଲ୍ୟ ୨ ଲକ୍ଷ ୮୦ହଜାର ହେବ । ସୂଚନା ଅନୁସାରେ, ଯୁବକ ଜଣକ ହେଲେ ପଣଷା ପଞ୍ଚାୟତ ଆଙ୍କୁଲା ଗ୍ରାମର ଶ୍ରୀତମ କୁମାର ଯେନା(୨୩) ।!-->…
Read More...
Read More...