Daily Archives

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମା କର୍ଲାମୁଣ୍ଡା ଉଚ୍ଚ ବିଦ୍ୟାଳୟଠାରେ ବୁଧବାର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସର ଗ୍ରହଣ କରିଥିବା ସୁନାମ ଧନ୍ୟ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ଆୟୋଜିତ
Read More...

ଡେଲାଙ୍ଗରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ । ଶ୍ରୀ ଗଣେଶ ଭାଦ୍ରବ ଶୁକ୍ଳ ଚତୁର୍ଥୀ, ମଧ୍ୟାହ୍ନ, ସୋମବାର, ସ୍ୱାତୀ ନକ୍ଷତ୍ର ଯୋଗ ଓ ତୁଳା ରାଶିରେ ଶଙ୍କର ଭବାନୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ । ତାଙ୍କର ଏହି ଜନ୍ମଦିବସକୁ
Read More...

ମାଁ ପାଟ୍‌ନେଶରୀ ଆର୍‌ ସମଲେଇ ଠାନେ ନୂଆଁ ଲାଗ୍‌ଲା : ଜୁହାର୍‌ ଭେଟ୍‌ ଥି ଏଛିନ୍‌ ଗହ ଗହ ଗାଁ ଠାନୁଁ ସହର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୀତି ନୀତି ହିସାବେ ମାଁ ପାଟ୍‌ନେଶରୀ ଆର୍‌ ସମଲେଇ ଠାନେ ଆଏଜ୍‌ ନୂଆଁ ଲାଗ୍‌ଲା ଉତାରୁ ବଲାଙ୍ଗିର୍‌ ଜିଲ୍ଲାବାସୀ ନୂଆଁ ଖାଇଛନ୍‌ । ନୂଆଁ ଖାଇ ସାର୍‌ଲା ପରେ ଏଛିନ୍‌ ଜୁହାର୍‌ ଭେଟ୍‌ ଥି ଗହ ଗହ ଗାଁ ଠାନୁ ସହର୍‌ । ସବୁ ଇସ୍‌ରୋ ବିସ୍‌ରୋ, ରାଗ୍‌ରୁଷା,
Read More...

ଶୈଳଶ୍ରୀ ପେଲେସରେ ନୂଆଁଖାଇ ତିହାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ । ଏହି ଅବସରରେ ସ୍ଥାନୀୟ ଶୈଳଶ୍ରୀ ପେଲେସରେ ନୂଆଁଖାଇ ତିହାର ପାଳିତ ହୋଇଯାଇଛି । ପ୍ରଥମେ ପାଟଣା ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଭୋଗ ଲାଗିବା ପରେ ପାଟଣା ମହାରାଜା କନକବର୍ଦ୍ଧନ ସିଂହଦେଓ, ମହାରାଣୀ ସାଂସଦ
Read More...

ନୂଆଁଖାଇରେ ମର୍ମନ୍ତୁଦ ଅଘଟଣ : ଲାଇଟ୍‌ ଖୁଂଟରେ ପିଟି ହୋଇ ଜଣେ ମୃତ, ଜଣେ ଆହତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ନୂଆଁଖାଇ ଭଳି ଏକ ପବିତ୍ର ଦିନରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି । ସୁଦପଡା ନିକଟସ୍ଥ ହନୁମାନ ମନ୍ଦିର ଛକ ନିକଟରେ ଥିବା ଲାଇଟ ଖୁମ୍ବରେ ଏକ ବାଇକ ପିଟି ହେବା ଫଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ
Read More...

କୃତଜ୍ଞତା ଓ ଭାଇଚାରାର ପର୍ବ ନୂଆଁଖାଇ

ଅଧ୍ୟାପକ କୌତୁକ ପନ୍ଦର “ଅନ୍ନ ବିହୁନେ ହଂସ ହାନିଯୋଗ ସାଧିବୁ କାହା ଘେନି ।।”(ଭାଗବତ, ଜଗନ୍ନାଥ ଦାସ) ମନୁଷ୍ୟ ସଭ୍ୟତାର ପ୍ରାକ୍‌ କାଳରୁ ବଂଚିବା ସକାଶେ ତା’ର ମୌଳିକ ଆବଶ୍ୟକତା ନିତାନ୍ତ ଜରୁରୀ । ତା’ ଭିତରୁ ଖାଦ୍ୟ ହେଉଛି ଏକ ମୌଳିକ ଓ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଏହା
Read More...

ବଲାଙ୍ଗିର ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ପୁଣି ଥରେ ମନୋନୀତ ହେଲେ ଦମୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ପୁଣି ଥରେ ମନୋନୀତ ହୋଇଛନ୍ତି ଦମୟନ୍ତୀ ବାଗ । ଏଥିପାଇଁ ସୁପ୍ରିମୋ ନବୀନ ପଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ପୂର୍ବତନ ରାଜ୍ୟସଭା
Read More...

ବାନ୍ଧନବାଡି ବସ୍‌ଷ୍ଟାଣ୍ଡ ନିକଟରେ ବାଇକ ଦୁର୍ଘଟଣା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଅନ୍ତର୍ଗତ ବାନ୍ଧନବାଡି ବସ୍‌ ଷ୍ଟାଣ୍ଡ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଦୁର୍ଘଟଣାଗ୍ରସ୍ତ ବାଇକର ନମ୍ବର ଟି ହେଉଛି ଓଡି୦୩ଇ୪୭୭୧ । ତେବେ ବାଇକ୍‌ ଟି ପାଟଣାଗଡରୁ
Read More...

ଘୁଚିପାଲି ଠାରେ ଦୁର୍ଘଟଣା : ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ବ୍ଲକର ଘୁଚିପାଲି ଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ବଲାଙ୍ଗିର ସହରର
Read More...