Yearly Archives

2021

ଗତ ୨୪ ଘଂଟାରେ ୧୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୩ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୫୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଖପ୍ରାଖୋଲ ବ୍ଳକର ବିଭିନ୍ନ ଗାଁକୁ ଗସ୍ତ କଲେ ବିଧାୟକ ସରୋଜ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଭାନପୁର ପଞ୍ଚାୟତ ଓ ଘୁନସର ପଞ୍ଚାୟତର ସମସ୍ତ ଗ୍ରାମକୁ ବିଧାୟକ ସରୋଜ କୁମାର ମେହେର ଗସ୍ତ କରି ଲୋକଙ୍କ ଅସୁବିଧା ବୁଝିବା ସହ ଆଗାମୀ ଦିନରେ ଏହାର ଯଥା ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି
Read More...

ଯଦି ହିନ୍ଦୁମାନେ ହିନ୍ଦୁ ହୋଇ ରହିବାକୁ ଚାହାଁନ୍ତି, ତେବେ ଭାରତର ଅଖଣ୍ଡତା ବଜାୟ ରଖିବା ଆବଶ୍ୟକ : ମୋହନ ଭାଗବତ

ଗୋଆଲିଅର୍ : ରାଷ୍ଟ୍ରୀୟ ସ୍ୱୟଂସେବାକ ସଂଗଠନ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଶନିବାର ଦିନ କହିଛନ୍ତି ଯେ, ହିନ୍ଦୁସ୍ତାନ ଏକ ହିନ୍ଦୁ ରାଷ୍ଟ୍ର, ଯାହାର ଉତ୍ପତ୍ତି ହିନ୍ଦୁତ୍ୱ । ହିନ୍ଦୁ ଏବଂ ଭାରତ ଅବିଚ୍ଛେଦ୍ୟ । ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ହିନ୍ଦୁମାନେ ହିନ୍ଦୁ ହୋଇ ରହିବାକୁ
Read More...

କଳା ଓ କଳାକାର ପ୍ରତିଷ୍ଠାନର ବାର୍ଷିକ ଉତ୍ସବରେ ବହୁ ଦୁସ୍ଥ କଳାକାରଙ୍କୁ ସମ୍ବର୍ଦ୍ଧିତ

ମଞ୍ଚସ୍ଥ ପୌରାଣିକ ଗୀତିନାଟ୍ୟ 'ଅପରାଜିତା'ରେ ଦର୍ଶକ ବିଭୋର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ କଳା ଓ କଳାକାର ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଗତ୨୫ ତାରିଖ ବୁଧବାର ସଂଧ୍ୟାରେ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର
Read More...

ସର୍ବଭାରତୀୟ ସ୍ତରରେ ଗଞ୍ଜାମର ଗାଙ୍ଗପୁର ଥାନା ଦ୍ୱିତୀୟ ସ୍ଥାନ

ଗଞ୍ଜାମ ଏସ୍‌ପି ପ୍ରମୁଖ ପୋଲିସ ଅଧିକାରୀଙ୍କୁ କଲେ ସମ୍ବର୍ଦ୍ଧିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବଭାରତୀୟ ସ୍ତରରେ ଭାରତର ରାଜଧାନୀ ନୂଆଦିଲ୍ଲୀ ସ୍ଥ ସଦରଥାନା ପ୍ରଥମ ସ୍ଥାନରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମର ଗାଙ୍ଗପୁର ଥାନା
Read More...

ଆଦିବାସୀ ଅଧ୍ୟୁଷିତ ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍‌ଚୁଆଲ ମାଧ୍ୟମରେ ସନ୍ଧ୍ୟା ୫ଟାରେ "ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା"ର ନୂତନ ସ୍ମାର୍ଟ କାର୍ଡ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାରେ କୋଷାଗୁମୁଡ଼ା ବ୍ଲକର
Read More...

ସରକାରୀ ଶିଳ୍ପତାଲିମ ଅନୁଷ୍ଠାନ ବରଗଡଠାରେ ଇଚ୍ଛା ଥିବା ବେରୋଜଗାର ଯୁବକ, ଯୁବତୀମାନଙ୍କୁ ନେଇ ୧୨ ଦିନିଆଁ ଶିଳ୍ପଦ୍ୟୋଗୀ…

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବେରୋଜଗାର ଯୁବକ, ଯୁବତୀମାନଙ୍କୁ ନେଇ ସରକାରୀ ଶିଳ୍ପତାଲିମ ଅନୁଷ୍ଠାନ ବରଗଡଠାରେ ୧୨ ଦିନିଆଁ ଶିଳ୍ପଦ୍ୟୋଗୀ ବିକାଶ ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଏହି ତାଲିମ ଶିବିରରେ ବେରୋଜଗାର ଯୁବକ ଯୁବତୀମାନେ ସ୍ୱାଭଲମ୍ବି ହୋଇ ନିଜକୁ କେମିତି
Read More...

ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ଜଣେ ମାଓବାଦୀ ନିହତ

ପାଟଣାଗଡ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଥାନା ତେଲେନପାଲି ଗ୍ରାମ ପଞ୍ଚାୟତ ଜୁନାନିବାହାଲ ଗ୍ରାମ ନିକଟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବାରୁ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ପୋଲିସ ଓ ଜବାନମାନଙ୍କ
Read More...

କରୋନାର ନୂତନ ପ୍ରକାର ‘ଓମିକ୍ରନ୍’ ଚିନ୍ତା ବଢ଼ାଇଲା : ପ୍ରଧାନମନ୍ତ୍ରୀ ମୋଦୀ କହିଲେ – ସକ୍ରିୟ…

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ କରୋନା ଭୂତାଣୁର ନୂତନ ପ୍ରକାର ଚିହ୍ନଟ ହେବା ଏବଂ ଏହା ଉପରେ ବିଶ୍ୱର ଆଶଙ୍କା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ସକ୍ରିୟ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ଅଧିକ ସଜାଗ ରହିବା ଆବଶ୍ୟକ ଏବଂ
Read More...

ଭାଲୁପାଲି ଗାଁ ଭିତରେ ବୁଲୁଛନ୍ତି ଏବେ ହାତୀ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗାଁ ଭିତରେ ବୁଲୁଛନ୍ତି ଏବେ ହାତୀ । ଏବେ ଏବେ ନିଆଯାଇଥିବା ଭିଡ଼ିଓରେ ଏହା ସ୍ପଟ ଦୃଶ୍ୟମାନ । ପାଖାପାଖି ୧୫ ରୁ ୨୦ଟି ହାତୀ ରମାଇ ପାହାଡ ସଂରକ୍ଷିତ ଜଙ୍ଗଲରୁ ଆସି ଧାନ କିଆରିରେ ପଶି ସମସ୍ତ ଧାନ
Read More...