Yearly Archives

2021

ଡେଲାଙ୍ଗରେ ନୂତନ ଥାନାଧିକାରୀ ଓ ବିଦାୟୀ ଥାନାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ନବ ନିଯୁକ୍ତ ନୂତନ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଓ ପଦୋନ୍ନତିରେ ଅନ୍ୟତ୍ର ବଦଳି ହୋଇଥିବା ବିଦାୟୀ ଥାନାଧିକାରୀ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ ଡେଲାଙ୍ଗ ପ୍ରେସ କ୍ଲବ, ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡ୍‌ସ ଦିବସ ପାଳନ : ନିୟନ୍ତ୍ରଣ ପାଇଁ ଜନ ସଚେତନତା ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଏଡସ୍‌ ନିରାକରଣ ୟୁନିଟ୍‌ ଏବଂ ଏଡସ୍‌ କାର୍ଯ୍ୟକ୍ରମର ସହଯୋଗୀ ବେସରକାରୀ ସଂସ୍ଥା ଏଲ୍‌ଡବ୍ଲ୍ୟୁଏସ୍‌ - ୟୁଏସ୍‌ଏସ୍‌, ଟିଆଇ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ଟିଟିଲାଗଡ଼ ଦଳ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ସପ୍ତମ ଦିନରେ ନାଏକ କ୍ରିକେଟ ଏକାଡେମୀ ଓ ଟିଟିଲାଗଡ଼ ଦଳମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ ଏକାଡେମୀ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର
Read More...

ବିଶ୍ୱ ଏଡ୍‌ସ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଦିବସ ଓ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଗରିବ ଭୂମିହୀନଙ୍କୁ ଜମି ଓ ଘର ଦାବୀରେ ଆନ୍ଦେଳନକୁ ଓହ୍ଲାଇଲା କଂଗ୍ରେସ : ପ୍ରଥମେ ଜମି ଓ ଘର ଦିଅ ପରେ ବିସ୍ଥାପନ କର…

ବଲାଙ୍ଗିର, (ଦେବଶିଷ ମିଶ୍ର) : ଗରିବ ଭୂମିହୀନଙ୍କୁ ଜମି ଓ ଘର ଦାବୀରେ ଆନ୍ଦେଳନକୁ ଓହ୍ଲାଇଛି କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ସମ୍ବିଧାନ ଆମକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି । ବଞ୍ଚିବା ପାଇଁ ରୋଜଗାର ଦରକାର । ସହରରେ ରୋଜଗାର କରିବା ପାଇଁ ବାସଗୃହ ନିହାତି ଆବଶ୍ୟକ
Read More...

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ୍‌ସ ଦିବସ ପାଳିତ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଡ୍‌ ରିବନ୍‌ କ୍ଲବ ଦ୍ୱାରା ଆଜି ବିଶ୍ୱ ଏଡ୍‌ସ ଦିବସ ପାଳନ କରାଯାଇଛି । ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏଡସ୍‌ ପ୍ରତି ସଚେତନ ହେବା ସଂଙ୍ଗେ ସଂଙ୍ଗେ ଅନ୍ୟମାନଙ୍କୁ ସଚେତନ
Read More...

ବିଦେଶରୁ ଦିଲ୍ଲୀ ଫେରିଥିବା ୪ ଜଣ ଯାତ୍ରୀ କରୋନାଙ୍କୁ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ : ବିଦେଶରୁ ଦିଲ୍ଲୀ ଫେରିଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରେ କରୋନା ଭାଇରସ ସଂକ୍ରମଣ ନିଶ୍ଚିତ ହୋଇଛି । ଚାରିଜଣ ଲଣ୍ଡନ ଏବଂ ଆମ୍‌ଷ୍ଟର୍ଡମ୍‌ରୁ ଫେରିଛନ୍ତି । ଚାରିଜଣଙ୍କ ପରୀକ୍ଷା ରିପୋର୍ଟ ବୁଧବାର ଦିନ ସକରାତ୍ମକ ହୋଇଛି । ଏହା ସହିତ ଗତ ଦୁଇ ଦିନ ମଧ୍ୟରେ ବିଦେଶରୁ ଦିଲ୍ଲୀ
Read More...

ବିଶ୍ୱ ଏଡ଼୍‌ସ ସଚେତନତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଏଡ଼୍‌ସ ସଚେତନତା ଦିବସ ଉପଲକ୍ଷେ ପାଇକମାଲ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ପରିସରରେ ଏକ ସଭା ଓ ରାଲି ଅନୁଷ୍ଠିତ ହୋଇଥିଲା । ଅଧକ୍ଷ ଲୋହିତ କୁମାର ବାରିକଙ୍କ ଅଧକ୍ଷତାରେ ହୋଇଥିବା ଏହି ସଭାରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ମୁଖ୍ୟବକ୍ତା ରୂପେ
Read More...

ରାଉରକେଲା କଲେଜରେ ବିଶ୍ୱ ଏଡସ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ରାଉରକେଲା କଲେଜ ପରିସରରେ କ୍ଲଷ୍ଟର ସ୍ତରୀୟ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ ରାଉରକେଲା କଲେଜ ଓ ଯୁବ ରେଡକ୍ରସ ରାଉରକେଲା ସରକାରୀ ହାୟର ସେକେଣ୍ଡାରୀ ସ୍କୁଲର ମିଳିତ ଆନୁକୂଲ୍ୟରେ ଆୟୋଜିତ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧୨ ଓ ୨୦ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ
Read More...