Daily Archives

ଖପ୍ରାଖୋଲ କେନ୍ଦୁଲିଫ୍‌ର ରେଞ୍ଜର କେନ୍ଦୁପତ୍ର ବନ୍ଧେଇ ଶ୍ରମିକଙ୍କୁ ଅସଦାଚରଣ କରିଥିବା ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲଠାରେ କେନ୍ଦୁପତ୍ର ଅଫିସର ରେଞ୍ଜର ମହୋଦୟ ସୁରେଶ ତାଣ୍ଡି ବାରମ୍ବାର କିଛି ନାଁ କିଛି ଚର୍ଚ୍ଚାରେ ରହୁଛନ୍ତି । ଖପ୍ରାଖୋଲ ରେଞ୍ଜ ଅନ୍ତର୍ଗତ ମହରାପଦର ଫଡି ଘରେ ବନ୍ଧେଇ କାମ କରୁଥିବା ଶ୍ରମିକମାନେ ନିଜର ପ୍ରାପ୍ୟ ମାଗିବାରୁ
Read More...

କବିସୂର୍ଯ୍ୟନଗରର ଗୋଟିଏ ପରିବାର ଉପରେ ସଂଘବଦ୍ଧ ସଶସ୍ତ୍ର ଆକ୍ରମଣ : ସ୍ଥାନୀୟ ପୋଲିସର ନିଷ୍କ୍ରିୟତା ନେଇ ଗଞ୍ଜାମ…

ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ ପରିବାରଙ୍କୁ ନିରାପତ୍ତା ଯୋଗାଇଦେବାକୁ ଦାବୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଘଟିଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏବଂ ଜିଲ୍ଲା ମହକୁମାଠାରୁ ଅନତି ଦୂରରେ ଥିବା
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ତରଫରୁ ପୁଲିସ ସ୍ମୃତି ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ତରଫରୁ ଗତକାଲି ଶାନ୍ତିପଡା ବଲାଙ୍ଗିର (ଓଡିଶା)ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପୁଲିସ ସ୍ମୃତି ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରାଣକୃଷ୍ଣ ସାହୁ ଦ୍ୱିତୀୟ କମାନ ଅଧିକାରୀ ଜବାନମାନଙ୍କୁ ଏହି ଦିନର ପୃଷ୍ଠଭୂମି ଉପରେ ଅବଗତ
Read More...

ଗିରଫ ହେଲା ଦୁର୍ଦ୍ଧାନ୍ତ ଅପରାଧୀ ସନ୍ତୋଷ ବେହେରା

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ରମ୍ଭାଥାନା ଖଣ୍ଡଦେଉଳି ଗ୍ରାମର ଦୁର୍ଦ୍ଧାନ୍ତ ଅପରାଧୀ ସନ୍ତୋଷ କୁମାର ବେହେରା ଗଂଜେଇ ନେଇ ଯାଉଥିବା ବେଳେ ଧରାପଡି ଗିରଫ ହୋଇଥିବା ଜଣାପଡିଛି । ଗୁରୁବାର ତାଙ୍କୁ କେସ୍‌ ନମ୍ବର ୪୮୭/୨୧ରେ କୋର୍ଟ ଫରୱାର୍ଡ଼ କରାଯାଇଥିବା ରମ୍ଭା ଥାନା ଆଇଆଇସି
Read More...

ଉଚ୍ଚ ପ୍ରଶଂସା କଲେ ଢେଙ୍କାନାଳ ପ୍ରଶାସନ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପଞ୍ଚାୟତର ଗ୍ରାମାଞ୍ଚଳରେ ବିକାଶମୂଳକ ପ୍ରକଳ୍ପଗୁଡିକ ଆକର୍ଷଣୀୟ ହୋଇପାରିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାକୁ ବିଭିନ୍ନ ଜିଲ୍ଲାରୁ ପ୍ରସାଶନିକ ଅଧିକାରୀମାନେ ଗ୍ରସ୍ଥ କରି ଅନୁଧ୍ୟାନ କରୁଥିବା ଲକ୍ଷ
Read More...

୬୨ ତମ ପୋଲିସ ସହିଦ ଦିବସ ପାଳିତ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ସହରର ଋଷିକୂଲ୍ୟା ନଦୀ ନିକଟରେ ଅବସ୍ଥାପିତ ହୋଇଥିବା ଓ ଏସ୍‌ଏପି ଅଷ୍ଟମ ବାଟାଲିୟନ ପରିସରରେ ବାଟାଲିୟନ ପକ୍ଷରୁ ୬୨ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏଥିରେ କମାଣ୍ଡେଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

୧୦୦ କୋଟି ଲୋକଙ୍କ ଟୀକାକରଣ ସମ୍ପନ୍ନ ଅବସରରେ ୧୦୦ ତମ ଟୀକାଧାରୀ ମହିଳା ମିନତି ବେହେରାଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଟୀକାକରଣ କାର୍ଯ୍ୟକୁ ତ୍ୱରାନ୍ନିତ କରାଯାଇଥିଲା । ଆଜି ସୁଦ୍ଧା ସମଗ୍ର ଭାରତ ବର୍ଷରେ ୧୦୦ କୋଟି ଲୋକଙ୍କୁ ଟୀକାକରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଛତ୍ରପୁର ଉପଖଣ୍ଡ
Read More...

ବଟେଶ୍ୱର ଶୈବପୀଠ ମୁଖ୍ୟରାସ୍ତାରେ ପାର୍କିଂଗ ଫାଟକର ଶୁଭ ଉଦ୍‌ଘାଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼ ଗ୍ରାମ ନିକଟରେ ବିଜେ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ନିକଟସ୍ଥ ମୁଖ୍ୟରାସ୍ତାରେ ଏକ ପାର୍କିଂଗ ଫାଟକର ଶୁଭ ଉଦ୍‌ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ
Read More...

ଆର୍ଜିପଲ୍ଲୀ ହାଇସ୍କୁଲର ବରିଷ୍ଠ ପ୍ରଧାନ ଶିକ୍ଷକ ସନ୍ତୋଷ ପ୍ରଧାନଙ୍କ ବିୟୋଗରେ କେଣ୍ଡେଲ ଶୋଭାଯାତ୍ରା

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଉପକୂଳବର୍ତ୍ତୀ ଅଞ୍ଚଳ ଆର୍ଜିପଲ୍ଲୀ ହାଇସ୍କୁଲରେ ପ୍ରାୟତଃ ୨୮ ବର୍ଷ ହେଲା ପ୍ରଧାନଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିବା ବରିଷ୍ଠ ପ୍ରଧାନଶିକ୍ଷକ ସନ୍ତୋଷ ପ୍ରଧାନଙ୍କର ତାଙ୍କ ଛତ୍ରପୁରସ୍ଥ ବାସଭବନରେ ପରଲୋକ ହୋଇଯାଇଛି । ସୂଚନା
Read More...

ବରଗଡ଼ ରେଳଷ୍ଟେସନ ସମାସ୍ୟାର ସମାଧାନ ପାଇଁ ରେଳ କତ୍ତୃପକ୍ଷଙ୍କୁ ଭେଟିଲେ ଭାଜପା ପ୍ରତିନିଧି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ରୋଡ଼ ରେଳଷ୍ଟେସନରେ ଲାଗି ରହିଥିବା ବହୁବିଧ ସମସ୍ୟାର ସମାଧାନ ପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରେଳବାଇ କତ୍ତୃପକ୍ଷଙ୍କୁ ଭେଟିଛନ୍ତି । ବରଗଡ଼ ଜିଲ୍ଲା ଭାଜପାର ପ୍ରତିନିଧିମାନେ ସମ୍ବଲପୁର ସ୍ଥିତ ସମ୍ବଲପୁର
Read More...