Daily Archives

ଘରଛାତ ଉପରେ ଫୁଟିଲା ୬ ଗୋଟି ପବିତ୍ର ବ୍ରହ୍ମ କମଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଡେଲାଙ୍ଗ ଷ୍ଟେସନ ବଜାର ନିବାସୀ ଶ୍ରୀମତୀ କୁମୁଦିନୀ ସ୍ୱାଇଁଙ୍କ ଘରଛାତ ଉପରେ ୬ ଗୋଟି ପବିତ୍ର ବ୍ରହ୍ମ କମଳ ଫୁଟିଥିବା ସୂଚନା ମିଳିଛି । ସୂଚନା ମୁତାବକ ଗତ ରାତି ୮ଟାରୁ ୧୦ଟା ଭିତରେ ୬ଟି ଫୁଲ ସମ୍ପୂର୍ଣ ଭାବେ ଫୁଟି
Read More...

କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କରୋନାରେ ପ୍ରାଣ ହରାଇଥିବା ବଲାଙ୍ଗିର ଜିଲ୍ଲାର ତିନିଜଣ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯାଇଛି । କରୋନାରେ ପ୍ରାଣ ହରାଇଥିବା କର୍ତ୍ତବ୍ୟରତ ସାମ୍ବାଦିକଙ୍କ
Read More...

ଖେଳ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀ ଓ ଅବସର ସମ୍ବର୍ଦ୍ଧନା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଉଚ୍ଚସ୍ତରୀୟ ଶାରିରୀକ ଶିକ୍ଷା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ସମ୍ମିଳନୀ ପଞ୍ଚାୟତ ହାଇସ୍କୁଲ ଶିଷକେଲା ଠାରେ ଅନୁଷ୍ଠିତ ହୋଇଥିଲା । ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ଏବଂ ପ୍ରଧାନ ଶିକ୍ଷକ ମନେଜ
Read More...

ପ୍ରମୋଦଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ

ଅତାବିରା, (ସତ୍ୟ ନାରାୟଣ ପ୍ରଧାନ) : ପାରା ବ୍ୟାଡ଼ମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଥମ କରି ନିଜର ଜନ୍ମମାଟି ଅତାବିରାକୁ ଆସୁଛନ୍ତି । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଅତାବିରା ଅଗ୍ରସେନ ଭବନ ଠାରେ ପ୍ଲେୟାର୍ସ କ୍ଲବର ସଭାପତି ରବିନାରାୟଣ
Read More...

ମାଲଗାଡି ଉପରେ ଚଢି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଜଣେ ମୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ରମ୍ଭା ରେଲୱେ ଷ୍ଟେସନ ଠାରେ ଏକ ମାଲଗାଡି ଉପରେ କେହି ଜଣେ ଅଜଣା ଲୋକ ହଠାତ୍‌ ଚଢିଗଲା । ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଲୋକଟି ହଠାତ୍‌ ଜଳିଯାଇ ଘଟଣାସ୍ଥଳରେ ହିିଁ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୭୮ ଜଣକୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ, ଯାଜପୁର,
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୭୭୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୪୨ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୨୩ ଜଣ ଆଂଚଳିକ
Read More...

ଶୁଣିଲାନି ପ୍ରଶାସନ : ଡ୍ରେନ ମରାମତି କଲେ ଗାଁ ଗୌନ୍ତିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ୭ନମ୍ବର ୱାର୍ଡରେ ଡ୍ରେନ ପୋତି ହୋଇ ଯାଇଥିବାରୁ ଦୀର୍ଘ ୨ ମାସ ହେଲା ଗାଁ ଦାଣ୍ଡରେ ନର୍ଦ୍ଦମା ପାଣି ବୋହି ଯାଉଥିଲା । ଏ ନେଇ ୭ ନମ୍ବର ୱାର୍ଡର ଜନସାଧାରଣ ଓ ସରପଞ୍ଚ ଗାଇସିଲେଟ ବିଡ଼ିଓଙ୍କ
Read More...

ଅଟୋ-ବାଇକ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର, ଚାରି ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରିରେ ଏକ ଅଟୋ ସହିତ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇ ଥିବା ବେଳେ ଚାରି ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ, କଳିଙ୍ଗା
Read More...

ଲୁହା ଛଡ଼ ରଖୁଥିବା ସମୟରେ ଘଟିଲା ଅଘଟଣ : ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଚାଲିଗଲା ଜୀବନ

କେନ୍ଦୁଝର : ଲୁହା ଛଡ଼ ରଖୁଥିବା ସମୟରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ମୃତକ ହେଲେ ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ରେଙ୍ଗାଳବେଡା ଗାଁର ସୁନ୍ଦର ମୁର୍ମୁ । ଦୁଇ ଗୁରୁତର ହେଲେ ସ୍ୱାମ୍ ଗ୍ରାମର
Read More...