Monthly Archives

January 2021

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡପ୍‌ ଅଭିଯୋଗ : ଥାନାରେ ଏତଲା

ଟିଟିଲାଗଡ, (ଗୌରବ ଦର୍ଜୀ) : ୨୦୨ ୨ ମସିହା ସୁଦ୍ଧା ଦେଶର ସବୁ ପରିବାରଙ୍କ ମୁଣ୍ଡ ଉପରେ ଛାତ ରହିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଜ୍ଞା କରି କହିଥିଲେ । ତେଣୁ ‘ପ୍ରଧାନମନ୍ତ୍ରୀ ଆବସ ଯୋଜନା’ ପ୍ରଧାନମନ୍ତ୍ରୀଙ୍କର ଏକ ବହୁ ଅଭିଳଷିତ ଯୋଜନା ଓ ଗୁରୁତ୍ବପୂର୍ଣ୍ଣ ଜାତୀୟ
Read More...

ପ୍ରଶାସନର ବିଚିତ୍ର ନୀତି : ଗୋଟିଏ ଘର ପାଇଁ ଦୁଇଟି ସରକାରୀ ଅନୁଦାନ !

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସ‌ମ୍ବର ବ୍ଳକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ବୁଡାମାଲ ଗ୍ରାମରେ ଦେଖିବାକୁ ମିଳୁଛି ବିଚିତ୍ର ନୀତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖାଯାଉଛି ଗୋଟିଏ ପଟରେ । ଆଉ ଗୋଟିଏ ପଟରେ ଲେଖାଯାଉଛି ବିଜୁ ପକ୍କା ଘର । ପ୍ର‌ଶ୍ନ
Read More...

ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ମେଧାବୃତ୍ତି ପରୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ବହୁ ପ୍ରତୀକ୍ଷିତ ଅକ୍ଲାନ୍ତ ପରିଶ୍ରମର ଫଳ ସ୍ୱଋପ ଆଜି ମେଧାବୃତ୍ତି ପରୀକ୍ଷା ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଭୋଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ
Read More...

କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ହଠାତ୍‌ ଅସୁସ୍ଥ : ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବା ପରେ କେନ୍ଦ୍ର ସାର ଓ ରାସାୟନିକ ମନ୍ତ୍ରୀ ସଦାନନ୍ଦ ଗୌଡ଼ାଙ୍କୁ ଚିତ୍ରାଦୁର୍ଗ ଜିଲ୍ଲାର ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ କାର ଭିତରେ ବସିବାକୁ ଯାଉଥିବା ବେଳେ ବେହୋଶ ହୋଇ ତଳେ ପଡ଼ି ଯାଇଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ
Read More...

ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ଉଠାଇ ନେଉଥିବା ବେଳେ ବଂଚାଇବାକୁ ଚେ‌ଷ୍ଟା କରିଥିବା ସ୍ୱାମୀ ଅସାମାଜିକଙ୍କ ଆକ୍ରମଣରେ…

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଣେ ଆହତ ବ୍ୟକ୍ତି ଶନିବାର ରାତିରେ ବାରବାଣୀରୁ ଏମ୍‌ୱାଏ ଡାକ୍ତରଖାନାରେ ଚିକି‌ତ୍ସା ପାଇଁ ପହଞ୍ଚିଥିଲେ, ଯାହାଙ୍କ ମୁଣ୍ଡରେ ତୀର ଲଗିଥିଲା । ଆହତ‌ଙ୍କ କହିବା ଅନୁସାରେ, ତାଙ୍କ ପତ୍ନୀଙ୍କୁ ବଳାତ୍କାର କରିବାକୁ ଅସାମାଜିକମାନେ ଅପହରଣ କରି ନେଉଥିଲେ
Read More...

ଆଜିି ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ : ତୁଷୁରା ଏନ୍‌ଏସିରୁ ୫ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ଜଣେ ଓ ୧୫ରୁ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୫ରୁ ୨ ଜଣ ଓ ୯ରୁ ଜଣେ ସଂକ୍ରମିତ ହୋଇଛନ୍ତି । ସେହିପରି
Read More...

ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଆସ‌ନ୍ତା ୧୧ରୁ ଖୋଲିବ

ଭୁବନେ‌ଶ୍ୱର : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ଆସନ୍ତା ୧୧ତାରିଖରୁ ବୋଲି ସୂଚନା ମିଳିଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ଓ
Read More...

ଓଡ଼ିଆ ବାର୍ତ୍ତା ସାମ୍ବାଦିକକୁ ସଂଘବଦ୍ଧ ଆକ୍ରମଣ : ସା‌ମ୍ବାଦିକ ମହଲରେ ନି‌ନ୍ଦା

ଧର୍ମଗଡ଼, (ଭରତ ବିଶି) : ଓଡ଼ିଆ ବାର୍ତ୍ତା ନ୍ୟୁଜ୍ ପୋର୍ଟାଲର କୋକସରା ବ୍ଲକ ପ୍ରତିନିଧି ହିରଣ୍ୟ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସାମ୍ବାଦିକ ଜଣକ କୋକସରା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ,
Read More...

ଶ୍ମଶାନର ଛାତ ଭୁଷୁଡ଼ି ପଡିବାରୁ ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ : ଉଦ୍ଧାର କାର୍ଯ୍ୟ ଜାରି

ଗାଜିଆବାଦ : ଦିଲ୍ଲୀ ନିକଟସ୍ଥ ଗାଜିଆବାଦରୁ ଏକ ବଡ ଖବର ଆସୁଛି । ଏଠାରେ ଏକ ଶବଦାହ ଭୂମିରେ ଛାତ ଭୁଷୁଡ଼ି ଯିବା ଫଳରେ ଅନେକ ଲୋକ ଏହାର ଚାପରେ ଆସିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି । ଉଦ୍ଧାର କାର୍ୟ୍ୟ ଚାଲିଛି । ଗାଜିଆବାଦ ପୋଲିସ ଷ୍ଟେସନର
Read More...

ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଉ : ସାଧାରଣରେ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟକୁ ଖଟିବାକୁ ଯିବା ପ୍ରକୃତରେ ଦୁଃଖର ବିଷୟ । ଏହା ବଲା‌ଙ୍ଗିର ଜିଲ୍ଲା ପାଇଁ ଏକ ବିରାଟ ସମସ୍ୟା । ଏ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରଶ୍ନ ସରକାର‌ଙ୍କ ସା‌ମ୍ନାରେ ଠିଆ ହୋଇଛି । ଅନେକ ସମୟରେ ଦୀର୍ଘ ଦିନରୁ ଚାଲି ଆସିଥିବା
Read More...