Monthly Archives

January 2021

ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଅଗ୍ରାଧିକାର ଭିତ୍ତିରେ ମେଡିକାଲ ଓ ନିଟ୍‌ରେ ସଂରକ୍ଷଣକୁ ସ୍ୱାଗତ : ରାଜ୍ୟ ଶିକ୍ଷା…

କଂଟାବାଂଜି, (ମନିଶ କୁମାର ହଂସ) : ସରକାରୀ ସ୍କୁଲରେ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିଙ୍କ ଝିଅ ପୁଅ ପଢିବାର ବାଧ୍ୟତା ମୂଳକ ସ୍ୱତନ୍ତ୍ର ଆଇନ ହେବା ଉଚିତ । ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ସଂଘର୍ଷ ମହାସଂଘର ରାଜ୍ୟ ସଂଯୋଜକ ସୁରଥ ବେହେରା ୨୦୧୮ ଅକ୍ଟୋବର ୨ ଗାନ୍ଧୀ
Read More...

ସାଂବାଦିକ ସଂଘର ନୂତନ ବର୍ଷ ବନ୍ଧୁ ମିଳନ ଓ ବଣଭୋଜି ଅନୁଷ୍ଠିତ

କଂଟାବାଂଜି, (ମନିଶ କୁମାର ହଂସ) : ସାଂବାଦିକ ସଂଘ କଂଟାବାଂଜିର ନୂତନ ବର୍ଷ ପାଳନ ଅବସରରେ ବନ୍ଧୁ ମିଳନ ଏବଂ ବଣ ଭୋଜି ଡୁମେରଚୁଆଁ ସ୍ଥିତ ଏମ.ଆଇ. ପ୍ରୋଜେକ୍ଟରେ ରବିବାର ଦିନ ହୋଇଯାଇଛି । ଏହି ଅବସରରେ ସଂଘର ସଭ୍ୟ ଥିବା ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଏବଂ କଂଟାବାଂଜି ସହରାଂଚଳର
Read More...

ସୋନଗଡ଼ ନଦୀରେ ବ୍ୟାରେଜ ନିର୍ମାଣ ଦାବୀ ନେଇ ସିକୁଆଁରେ ବିରାଟ ଚାଷୀ ସମାବେଶ : ଭବିଷ୍ୟତରେ ବିଭିନ୍ନ ସ୍ଥାନରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓ ବଲାଙ୍ଗିର ସଦର ବ୍ଳକର ଆଞ୍ଚଳିକ ଚାଷୀ କମିଟି ପକ୍ଷରୁ ଦେଓଗାଁ ବ୍ଳକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେରଙ୍କ ଆହ୍ୱାନ କ୍ରମେ ଦେଓଗାଁ ବ୍ଳକର ସିକୁଆଁ ସିଦେ୍ଧଶ୍ୱର ମନ୍ଦିର ପରିସରରେ ରବିବାର ୧୧ଟା ସମୟରେ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି
Read More...

ଏନ୍‌.ଏମ୍‌.ଏମ୍‌.ଏସ୍‌ ଓ ଏନ୍‌.ଟି.ଏସ୍‌ ପରୀକ୍ଷା ସମ୍ପନ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏନ୍‌.ଏମ୍‌.ଏମ୍‌.ଏସ୍‌ ଓ ଏନ୍‌.ଟି.ଏସ୍‌ ପରୀକ୍ଷା-୨୦୨୦ ରବିବାର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରେ ଏନ୍‌.ଏମ୍‌.ଏମ୍‌.ଏସ୍‌ ପରୀକ୍ଷା ୩ଟି କେନ୍ଦ୍ର ଯଥା- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର କେନ୍ଦ୍ରରେ ୨୫୫ ଜଣ, ସରକାରୀ ଟାଉନ
Read More...

ଜିଲ୍ଲା ଦଳିତ ଶିକ୍ଷକ ସଂଘ ବଲାଙ୍ଗିର ଆନୁକୁଲ୍ୟରେ ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର): ଜିଲ୍ଲା ଦଳିତ ଶିକ୍ଷକ ସଂଘ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ଯାଦବ ଭବନ ଠାରେ ମାତା ସାବିତ୍ରୀବାଇ ଫୁଲେଙ୍କ ୧୯୧ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଉପ-ଜିଲ୍ଲାପାଳ ସୁଧାକର ନାୟକ, ମୁଖ୍ୟବକ୍ତା ଭାବରେ ଖପ୍ରାଖୋଲ ଗୋଷ୍ଠି
Read More...

ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ପାଳିତ

ବଲାଙ୍ଗୀର, (ଦେବାଶିଷ ମିଶ୍ର‌): ଭାରତ ବର୍ଷରେ ନାରୀ ଶିକ୍ଷାର ଆଦ୍ୟ ମୂଳଦୁଆ ପକାଇଥିଲେ ସାବିତ୍ରୀ ବାଇ ଫୁଲେ । ଶିକ୍ଷା ରୂପକ ଜ୍ଞାନର ଆଲୋକରେ ନିଜେ ଆଲୋକିତ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଆଲୋକିତ କରି ପାରିଥିଲେ ବୋଲି ସ୍ଥାନୀୟ ସାଂବାଦିକ ଭବନ ଠାରେ ଗଣ୍ଡାବଜା ସାପ୍ତାହିକ
Read More...

ପ୍ରେମିକଙ୍କୁ ପିଟି ପିଟି ହତ୍ୟା : ୩ ଅଭିଯୁକ୍ତ ଗିରଫ

ପାଟଣା, (କେପିଏନ୍‌ଏସ୍‌) : ଜଣେ ପ୍ରେମିକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଏରେଣ୍ଡେଇ ଗାଁ ରାଜଭାଡ଼ି ବଜାରରେ ଯୁବକଙ୍କୁ ଠେଙ୍ଗାରେ ପିଟି ପିିଟି ହତ୍ୟା କରାଯାଇଛି । ତେଣୁ ୩ ଜଣ
Read More...

୧୬ ଚକିଆ ଟ୍ରକ ମାଡିଗଲା ଘର ଉପରେ

ରାଇରଙ୍ଗପୁର, (କେପିଏନ୍‌ଏସ୍‌) : ଘର ଉପରେ ମାଡିଗଲା ୧୬ ଚକିଆ ଟ୍ରକ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ୨୨୦ ବହଲଦା ଥାନା ଗମ୍ଭାରିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା
Read More...

ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ଠାରେ ବିଶିଷ୍ଟ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଡାକ୍ତର ଅଶୋକ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ
Read More...

ସାମ୍ବାଦିକ ସ୍ୱର୍ଗତଃ ଶଙ୍କର ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ବର୍ଗତଃ ଶଙ୍କର ପ୍ରସାଦ ମିଶ୍ରଙ୍କ ବିୟୋଗରେ ଆଜି ଟିଟିଲାଗଡ଼ ସାମ୍ବାଦିକ ସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ତଥା ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ମହାବୀର ପଂଚାୟତ ଧର୍ମଶାଳାରେ ଆୟୋଜିତ ଏହି
Read More...