Monthly Archives

January 2021

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବେଳଗାଁର ବୈଷ୍ଣବ ଭୋଇଙ୍କ ସଡ଼କ ଦୃଘଟଣାରେ ମୃତ୍ୟୁ ହୋଇଛି । ବେଲଗାଁ ଫାଣ୍ଡିର କାର୍ୟ୍ୟରତ କନଷ୍ଟେବଳ ହେମନ୍ତ ସାହୁଙ୍କ ସାଙ୍ଗରେ ବୈଷ୍ଣବ କୈ।ଣସି ଏକ କାମ ପାଇଁ ଘୁନସର ଗାଁକୁ ଯାଇ ଫେରୁଥିବା ବେଳେ ଉଲ୍‌ବା ଛକ
Read More...

ଆଦିବାସୀ କନ୍ଧାନ କୋଶଲୀ କଳାକାର ସଂଘର ବୈଠକ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ପଶ୍ଚିମ ଓଡ଼ିଶାର ଲୋକ କଳା, ଲୋକଗୀତ, ଲୋକନୃତ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ନବ ବର୍ଷରେ ଟିଟିଲାଗଡ଼ ଉପଖଣ୍ଡର ନାରେନ ଗ୍ରାମସ୍ଥିତ ମଠଖାଇଦେବୀଂକ ପୀଠସ୍ଥଳୀରେ କଳାକାର ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସଂସ୍କୃତିପ୍ରେମୀ ଥବିର
Read More...

କୋଚି-ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପ୍‌ ଲାଇନ୍‌କୁ ଜାନୁଆରୀ ୫ରେ ରାଷ୍ଟ୍ରକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାନୁଆରୀ ୫, ୨୦୨୧ ଦିନ ୧୧ ଟା ସମୟରେ କୋଚି - ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି କାର୍ୟ୍ୟକ୍ରମ ‘ୱାନ ନେସନ ୱାନ ଗ୍ୟାସ ଗ୍ରୀଡ’ ସୃଷ୍ଟି
Read More...

ଆଜି ମାର୍କେଟ୍‌ରେ ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୨୦ ଟଙ୍କା, ଭେଣ୍ଡି – ୫୦ ଟଙ୍କା, ବିମ୍‌ – ୪୦ ଟଙ୍କା, ସିମ୍ବ – ୬୦ ଟଙ୍କା, ଆଳୁ – ୩୦ ଟଙ୍କା, ପିଆଜ – ୩୫ ଟଙ୍କା,
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଓଡ଼ିଆ ବାର୍ତା ୱେବ ପୋର୍ଟାଲ ପାଇଁ କାର୍ୟରତ ଥିବା ଜଣେ ପ୍ରତିନିଧିଙ୍କୁ ଖବର ସଂଗ୍ରହ କରି ଘରକୁ ଫେରୁଥିବା ସମୟରେ ଶନିବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ସାମ୍ବାଦିକ ଜଣକ କୋକସରା ଥାନାରେ ଅଭିଯୋଗ କରିଥିଲେ ।
Read More...

ନୃସିଂହନାଥ ମନ୍ଦିର ଖୋଳାଯିବା ସଂକ୍ରାନ୍ତୀୟ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା ଯୋଗୁଁ ବନ୍ଦ ରହିଥିବା ପଶ୍ଚିମ ଓଡିଶା ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଆସନ୍ତା ତାରିଖ ୬ ବୁଧବାର ଦିନ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ନିମନ୍ତେ ଖୋଲାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ନୃସିଂହନାଥ
Read More...

ରୁଗୁଡ଼ିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରୁଗୁଡ଼ିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ ପାଇଁ ପୁରାତନ ଛାତ୍ରଛାତ୍ରୀ ଓ ସ୍କୁଲ ଶିକ୍ଷୟତ୍ରୀମାନଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ମନ୍ଦାକିନୀ ଯୋଶୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ
Read More...

ସ୍ୱଚ୍ଛ ସର୍ବେକ୍ଷଣ ସଚେତନତା ଅଭିଯାନ ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ମ୍ୟୁନିସିପାଲିଟିର ଇଓ ଆଇ.ଏ.ଏସ . ସୋମେଶ ଉପାଧ୍ୟାୟଙ୍କ ନେତୃତ୍ୱରେ ସ୍ୱଚ୍ଛ ସର୍ବେକ୍ଷଣ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ସହର ମଧ୍ୟରେ ଥିବା ରାଜକନୱାର ପାର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭା ରେ
Read More...

ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଭାରତର ପ୍ରଥମ ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୦ତମ ଜନ୍ମ ଜୟନ୍ତୀ ବରଗଡ଼ ସଦର ତୋରା ଠାରେ ପାଳିତ ହୋଇଯାଇଛି । ନାରୀ ଶିକ୍ଷା, ସାମାଜିକ କୁସଂସ୍କାର ଭଳି କ୍ରାନ୍ତିକାରୀ କାର୍ୟ୍ୟ କରିଥିବାରୁ ତାଙ୍କୁ ମନେ ପକେଇବା ପାଇଁ ନାରୀ ଚେତନା
Read More...

ସାଲେପାଲିରେ ଜରାସିଂହା ନେତ୍ରଭାନୁ ହାଇସ୍କୁଲର ୧୯୬୮ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟର ୧୯୬୮ ମସିହାର ମ୍ୟାଟ୍ରିକ ଵ୍ୟାଚର ବନ୍ଧୁମିଳନ ରବିବାର ଦିନ ସାଲେପାଲିରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମଟି ଦଶରଥ ସାମଲ, ସରୋଜ ସାହୁ, ହେମାସାଗର ପଧାନ, ମୂରଲୀଧର ମେହେର, ପ୍ରମୋଦ
Read More...