Monthly Archives

January 2021

ଆଜିି ଓଡ଼ିଶାରୁ ୧୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଆଜି ୧୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୯ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୮୩ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ
Read More...

ଜିଲ୍ଲାପାଳଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡିର ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଜେପୁର ବ୍ଲକ ଅନ୍ତର୍ଗତ ସାଇପାଲି ଗ୍ରାମରେ ବରଗଡ଼ ଜ଼ିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ କାର୍ୟ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ
Read More...

ପଦ୍ମପୁର ସହର ପାଇଁ ମିଡିଆ ହାଉସ୍‌ ଲୋକାର୍ପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସ୍ତରରେ ସମସ୍ତ ପ୍ରକାରା ଖବର ଓ ପ୍ରକାଶନ ପାଇଁ ମିଡିଆ ହାଉସ୍‌ ଉଦ୍‌ଘାଟିତ ହୋଇ ଯାଇଅଛି । ରାଜବୋଡ଼ାସମ୍ବର ଖେଳ ପଡିଆ ସମ୍ମୁଖରେ ସହରର ସମସ୍ତ ସାମ୍ବାଦିକ ମେଳରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୱାନଙ୍କ କର କମଳରେ ଦୀପ ପ୍ରଜ୍ବଳନ
Read More...

ଜୟ ଜଗନ୍ନାଥ କ୍ରିକେଟ ପ୍ରତିଯୋଗିତା : ସରେଇବାହାଲକୁ ହରାଇ ଲାଠୋର ଆରକେସିସି ଚମ୍ପିୟାନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଫୂଲଝର ଗ୍ରାମ ଖେଳ ପଡିଆରେ ରାଜୀବ କ୍ଲବ୍ ଆନୁକୂଲ୍ୟରେ ପଞ୍ଚମ ତମ କ୍ରିକେଟ ମ୍ୟାଚ୍ ଉଦ୍ୟାପିତ ହୋଇଯାଇଛି । ଏଥିରେ ସରେଇବାହାଲକୁ ହରାଇ ଲାଠୋର ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥି ଭାବେ
Read More...

ପଞ୍ଚାୟତ ପାନୀୟ ଜଳ ବିଭାଗର ଅବହେଳା ଯୋଗୁଁ ପାନୀୟ ଜଳ ଯୋଗାଣର ମୁଖ୍ୟ ନାଳାରେ ପଡ଼ୁଛି ଶୌଚ ପାଣି : ବୃଦ୍ଧି ପାଉଛି ଜନ…

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ଦିନ ହେଲା ଦେଓଗାଁ ଓ କଛାରପାଲି ଗାଁକୁ ଯୋଗାଉଥିବା ପାନୀୟ ଜଳରେ ରାସ୍ତା କଡ଼ରେ ଶୌଚ କରୁଥିବା ପାଣି ପଶୁଥିଲେ ମଧ୍ୟ ଜଳ ଯୋଗାଣ ବିଭାଗ କମର୍ଚାରୀମାନେ ଦୃଷ୍ଟି ଦେଉନାହାନ୍ତି, ଯାହାଫଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅଭିଯୋଗ ହେଉଛି ଯେ,
Read More...

ନବଜୀବନ ବିଦ୍ୟାପୀଠର ସହ ଶିକ୍ଷୟତ୍ରୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ନବଜୀବନ ବିଦ୍ୟାପୀଠ, ବଲାଙ୍ଗିରର ସହ ଶିକ୍ଷୟତ୍ରୀ ସୁପ୍ରଭା ବାରିକଙ୍କ ଡୁଙ୍ଗୁରିପଡା ସ୍ଥିତ ଖ୍ରୀଷ୍ଟିୟ ସମାଧି ସ୍ଥଳରେ ଖ୍ରୀଷ୍ଟିୟ ରୀତିରେ ସମାଧିକାର୍ଯ୍ୟ ସମ୍ପନ୍ନ ହୋଇଯାଇଅଛି । ପ୍ରକାଶ ଯୋଗ୍ୟ ଯେ, ଗତ ୩୧.୧୨.୨୦୨୦ ଦିନ ଅପରାହ୍ନରେ
Read More...

ଝୁଲନ୍ତା ଅବସ୍ଥାରେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି-ତୁରେକେଲା ରାସ୍ତାରେ ଦାବିରୀ ନିକଟରେ ଏକ ଗୋହରିଆ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ତେବେ ମୃତ ଯୁବକଙ୍କ ବୟସ ୨୪ରୁ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଗାଁ ଲୋକେ ଗଛରେ
Read More...

୩୦ ମାସ ହେଲା ଦରମା ପାଇ ନାହାନ୍ତି ପାଣି ପମ୍ପ ଚାଳକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଟେମରୀ ଗ୍ରାମ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପାଇଁ ରତନ ହରିପାଲ ୨୦୧୨ ମସିହାରୁ ପାଣି ପମ୍ପ ଚାଳକ ତଥା ନଳକୂପ ମରାମତି ଦାୟିତ୍ୱରେ କାମକରି ଆସୁଛନ୍ତି । ହେଲେ ବିଗତ ଜୁଲାଇ ୧ ତାରିଖ ୨୦୧୮ ମସିହା ଠାରୁ ଡିସେମ୍ବର ୨୯
Read More...

କୋଭିଡରେ ମୃତ୍ୟୁବରଣ କରିଥିବା ଅସହାୟଙ୍କ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ସାହାଯ୍ୟରେ ଆଜି ପିପଲମୁଣ୍ଡା ସ୍ଥିତ କୋଭିଡ ସ୍ୱର୍ଗଦ୍ୱାରରେ ଏକ ଶବ ସତ୍କାର କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ପଦ୍ମପୁର ବ୍ଲକ ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମର ଆଦିତ୍ୟ ପ୍ରସାଦ ଭୁଏ । ବୟସ- ୫୮ବର୍ଷ । ସେ ମେଲଛାମୁଣ୍ଡା ପୋଷ୍ଟ
Read More...

ପରମେଶ୍ୱର ମୁଣ୍ଡ ଡଟ୍ ଇନ୍ ଲୋକାର୍ପିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ବିଶିଷ୍ଟ ଲୋକସଂସ୍କୃତି ଗବେଷକ, ନାଟ୍ୟକାର, ନିର୍ଦ୍ଦେଶକ, ଭାଷାବିତ୍‌, କବି, ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କ ପୋର୍ଟଫୋଲିଓ ୱେବ୍‌ସାଇଟ୍ ପରମେଶ୍ୱରମୁଣ୍ଡ.ଇନ୍ (www.parameswarmund.in) ଲୋକାର୍ପିତ ହୋଇଯାଇଛି । ଭବାନୀପାଟଣା ହିଲ୍‌ଟାଉନ୍‌ରେ ଏକ
Read More...