Monthly Archives

January 2021

୭୦ ବର୍ଷ ବୟସ୍କ ବୃଦ୍ଧାଙ୍କୁ ଭତ୍ତା ମିଳୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିଣତି ବୟସରେ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ସରକାର ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟଣ କରୁଛନ୍ତି । ହେଲେ ସରକାରୀ ବାବୁ ହେଉ କି ପଞ୍ଚାୟତ ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ
Read More...

ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠ ପଢ଼ା ଜାନୁଆରୀ ୮ରୁ ଆରମ୍ଭ ହେବ : ୧୦୦ ଦିନ ହେବ ପାଠପଢ଼ା

ଭୁବନେଶ୍ୱର, (କେପିଏନ୍‌ଏସ୍‌) ; କୋଭିଡ଼୍‌ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବା ବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି । ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପଢ଼ିବାକୁ ଯିବେ । ମାଧ୍ୟମିକ ଶିକ୍ଷା ବୋର୍ଡ ଓ
Read More...

ବନ୍ଧଗୋରା ଧବଳେଶ୍ବର ମନ୍ଦିରରେ ସଫେଇ କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : କୋଭିଡ କଟକଣା ଯୋଗୁଁ ମନ୍ଦିର ମାନଙ୍କରେ କୌଣସି ଉତ୍ସବ ବା ବ୍ରତ ପାଳନ ହେଉନାହିଁ ତେଣୁ ମନ୍ଦିର ମାନଙ୍କର ପରିବେଶ ସେତେଟା ସ୍ବଚ୍ଛ ରହୁନାହିଁ । ଘଣ୍ଟାପଡା ଅଞ୍ଚଳର ମନ୍ଦିର ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସ୍ଥାନୀୟ ଅଞ୍ଚଳର କିଛି ଉତ୍ସାହୀ ଯୁବକ ନବବର୍ଷ ପ୍ରଥମ
Read More...

ସତ୍ୟଭାମା ସିଂହଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜାରାସିଂହା ଗାଁର ଶ୍ରୀମତୀ ସତ୍ୟଭାମା ସିଂହ(୭୮) ଶନିବାର ସକାଳ ୫ଟାରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କ ସ୍ବାମୀ ମଳୟ କିଶୋର ସିଂହ, ବଡ଼ପୁଅ ଉମା ଶଙ୍କର ସିଂହ ସହ ଅନ୍ୟ ତିନି ପୁଅ, ପୁତ୍ର ବଧୂ, ଝିଅ ଜ୍ୱଇଁ, ନାତି ନାତୁଣୀ
Read More...

ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

• ଆତ୍ମନିର୍ଭର ଭାରତରେ ଯୋଗଦାନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ• ଦେଶର ଆଶାଆକାଂକ୍ଷା ସହିତ ନିଜ କ୍ୟାରିଅରକୁ ଯୋଡ଼ିବା ନିମନ୍ତେ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ନୂଆଦିଲ୍ଲୀ / ସ‌ମ୍ବଲପୁର, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ
Read More...

ବଲାଙ୍ଗିର ଜିଲ୍ଲାରୁ ୩୪୯ଟି ଇନ୍ସପାୟାର ମାନକ ପ୍ରକଳ୍ପ ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶିକ୍ଷା ଜିଲ୍ଲାରେ ଚଳିତ ବର୍ଷ କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୩୪୯ଟି ଇନ୍ସପାୟାର ମାନକ ପ୍ରକଳ୍ପ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ଚୟନ ହୋଇଛି । ସୂଚନଯୋଗ୍ୟ ଯେ, ଜିଲ୍ଲାର ୮୩୦ଟି ଉଚ୍ଚ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୨ ଜଣ ଓ ୧୧ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଖପ୍ରାଖୋଲ ବ୍ଲକ୍‌ ଧଣ୍ଡାମୁଣ୍ଡା ଗ୍ରା.ପ.ରୁ ୩ ଜଣ, ତୁରେକେଲା
Read More...

ବିଭ‌ତ୍ସ ହତ୍ୟାକା‌ଣ୍ଡ : ମହିଳାଙ୍କୁ ତଂଟି କାଟି ହତ୍ୟା

ପାତ୍ରପୁର : ଜରଡା ଥାନା ପୁହୁଣ୍ଡି ଗ୍ରାମରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ଗଳାକାଟି ହତ୍ୟା କରିଥିବା ସୂଚନା ମିଳିଛି । ମହିଳା ଜଣକ ବିଜୟ ଗୌଡଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ (୩୫) । ପ୍ରତିଦିନ ଭଳି ଆଜି ଭୋର ସମୟରେ ଲକ୍ଷ୍ମୀ ଦେବୀ ଗାଧୋଇବା ପାଇଁ ନଈକୁ ଯାଇଥିଲେ । ନଦୀକୂଳରେ ସାବୁନ୍ ଓ ବ୍ରସ
Read More...

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଜଣେ ମୃତ, ୨ ଗୁରୁତର

କଳାହାଣ୍ଡି, (ପି.କେ.ସାହୁ) : ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଜଣେ ମୃତ ଓ ୨ ଜଣ ଗୁରୁତର ହୋଇଥିବା ଖବର ମିଳିଛି । କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ‌ସ୍ଥ ପରମାନନ୍ଦପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଥିବା ଆଜି ଜଣାପଡିଛି । ସୂଚନା ଅନୁସାରେ ଗାଁର ଖଗେଶ୍ବର ଭଁଇସାଲର ଝିଅ
Read More...

ସିନ୍ଦୁରବାହାଲ ଗାଁରେ ଅଘଟଣ : ନିଖୋଜ ସନ୍ତୋଷଙ୍କ ମୃତଦେହ ପୋଖରୀ ଭିତରୁ ଉ‌ଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦରଥାନା ଅନ୍ତର୍ଗତ ସିନ୍ଦୁରବାହାଲ ଗାଁରେ ଅଘଟଣ । ଗାଁର ସନ୍ତୋଷ ପୋଢ ନାମକ ଜଣେ ଯୁବକ ଗାଁ ପୋଖରୀରେ ବୁଡି ଯାଇଥିବା ନେଇ ଅଭିଯୋଗ ପରେ ବଲାଙ୍ଗିର ସଦର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗତ ୩୧ ତାରିଖ ସଂଧ୍ୟାରୁ ସନ୍ତୋଷ
Read More...