Monthly Archives

January 2021

ନୂଆ ବର୍ଷ ଆରମ୍ଭରୁ ଚୋରି, ଡକାୟତି : ଘର ବାଡ଼ିପଟୁ ବୋଲେରୋ ଚୋରି, ଥାନାରେ ଏତଲା

ଦେଓଗାଁ, (ମନୀଷ କୁମାର ସାହୁ) : ନୁଆ ବର୍ଷ ଆରମ୍ଭରୁ ଦେଓଗାଁ ବ୍ଳକ୍ ସିଲେଟକାନି ଗାଁରେ ଡକାୟତି ହୋଇଛି । ଡାକାୟତମାନେ ସିଲେଟକାନି ଗାଁର ଅଶୋକ ମେହେରଙ୍କ ବଲେରୋ ଗାଡ଼ି ଚୋରି କରି ନେଇଛନ୍ତି । ଏନେଇ ଶ୍ରୀ ମେହେର ପୁଲିସରେ ଅଭିଯୋଗ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର
Read More...

ଅପରାଜିତା ଷଡ଼ଙ୍ଗୀ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବଭାରତୀୟ ସ୍ତରର ମିଳିତ ସର୍ଭେରେ…

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୦୨୦ ବର୍ଷ ଲାଗି ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବଭାରତୀୟ ସ୍ତରର ମିଳିତ ସର୍ଭେରେ ସର୍ବଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି । ଆଜି ଏହି ଦୁଇ ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯିବା ପରେ
Read More...

ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ଅଭିଯୋଗ

ବାଲେଶ୍ୱର : ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଭଳି ଏକ ଅଭିଯୋଗ ଆସିଛି । ବାଲେଶ୍ୱର ଜିଲାର ବଳରାମଗଡ଼ି ଗଙ୍ଗାମାତା ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟ୍‌ କରିଥିବା ଶନିବାର ଦିନ ଜଣାପଡ଼ିଛି । ପାଖାପାଖି ୨ ଲକ୍ଷ ଟଙ୍କା ଦାନ ବକ୍ସରେ ରହିଥିବା ସୂଚନାରେ
Read More...

ଲୋଇସିଂହା ବିଧାୟକ ଡ଼.ମୁକେଶ ମହାଲିଙ୍ଗଙ୍କ ମାତୃ ବିୟୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ପ୍ର।ତଃ ୫ ଟା ସମୟରେ ଲୋଇସିଂହା ବିଧାୟକ ଡ଼.ମୁକେଶ ମହାଲିଙ୍ଗଙ୍କ ମାତୃ ବିୟୋଗ ହୋଇଛି । ବିଧାୟକ ଡ଼. ମହାଲିଙ୍ଗଙ୍କ ମା'‌ଙ୍କ ୭୫ ବର୍ଷ ବୟସରେ ବରଗଡ଼ ବିକାଶ ନର୍ସିଂହୋମରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କ ଅମର ଆତ୍ମାକୁ ଭଗବାନ ଶାନ୍ତି
Read More...

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ହେବ କି ? ଇରାନ କମାଣ୍ଡରଙ୍କ ବାର୍ଷିକୀ ପୂର୍ବରୁ ପାରସ୍ୟ ଉପସାଗରରେ ଯୁଦ୍ଧର…

ତେହେରାନ : ପ୍ରାୟ ଏକ ବର୍ଷ ପୂର୍ବେ ଆମେରିକା ଇରାନର ସବୁଠାରୁ ଶକ୍ତିଶାଳୀ ସାମରିକ କମାଣ୍ଡର କାସେମ ସୋଲେମାନିଙ୍କୁ ହତ୍ୟା କରିଥିଲା । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ତିକ୍ତତା ଗଭୀର ହୋଇଯାଇଥିଲା ଏବଂ ବର୍ତ୍ତମାନ ପୁଣି ଥରେ ଏହି ଅଞ୍ଚଳରେ ସାମରିକ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି ।
Read More...

ନୂଆ ବର୍ଷ ପାର୍ଟିରେ ଦୁଇ ଜଣ ସାଙ୍ଗ ମିଶି ନିଜ ସାଙ୍ଗକୁ ହତ୍ୟା କଲେ

ମୁମ୍ବାଇ : ଝିଅମାନେ ବି ଏତେ ଖୁଂକାର ହୋଇ ପାର‌ନ୍ତି, ବି‌ଶ୍ୱାସ କରି ହୁଏନି । କି‌ନ୍ତୁ ଏଭଳି ଏକ ଘଟଣା ଘଟିଛି ।ମୁମ୍ବାଇରେ ନୂଆ ବର୍ଷର ପାର୍ଟିରେ ଜଣେ ଝିଅକୁ ତାଙ୍କର ଦୁଇ ସାଙ୍ଗ ଏକାଠି ମିଶି ହତ୍ୟା କରିଥିବା ଭଳି ଏକ ଖବର ଆସିଛି । ପୋଲିସ ଏହି ଦୁଇ ଅଭିଯୁକ୍ତଂକୁ ଗିରଫ କରିଛି ।
Read More...

ଅଙ୍ଗଦାନ ନିଷ୍ପତ୍ତି ନେଇ ନୂଆବର୍ଷ ଆରମ୍ଭ କଲେ ବରଗଡ଼ର ଦୁଇଜଣ ସମାଜସେବୀ

ବରଗଡ଼, (ନିରୋଜ କୁମାର ପାଣୀ) : ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୧ । ଏହି ଦିନଟିକୁ ଅନେକ ଲୋକେ ଭୋଜି ଭାତ ସହିତ ମୌଜ ମଜଲିସରେ କଟେଇବାକୁ ପସନ୍ଦ କରିଥାନ୍ତି । ଆଜିକାଲି ଅନେକ ଲୋକ ଏହି ଦିନରେ ଅସହାୟ ଗରିବ ଲୋକଙ୍କ ସହିତ ପାଳନ କରିବାକୁ ପସନ୍ଦ କରୁଛନ୍ତି ନୂଆବର୍ଷ । ବରଗଡ଼ର ଦୁଇଜଣ
Read More...

ଆଜିଠାରୁ ଦେଶରେ କରୋନା ଟୀକାର ଡ଼୍ରାଏ ରନ୍‌ : ପ୍ରକ୍ରିୟା କେଉଁଠାରେ ଏବଂ କିପରି ଚାଲିବ, ଆସ‌ନ୍ତୁ ଜାଣିବା

ନୂଆଦିଲ୍ଲୀ : ଭାରତରେ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ଟୀକାକରଣ ଆରମ୍ଭ ତାରିଖ ଘୋଷଣା ପୂର୍ବରୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ପରୀକ୍ଷା କରିବା ଆବଶ୍ୟକ । ଏଥିପାଇଁ କେନ୍ଦ୍ର ସରକାର ଆଜି ଦେଶରେ ଜାନୁୟାରୀ ୨, ୨୦୨୧ରୁ ଦେଶର ପ୍ରତ୍ୟେକ ରାଜ୍ୟରେ ଡ଼୍ରାଏ
Read More...

ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ଆସନ୍ତାକାଲି ଠୁ ମିଳିବ ଅନୁମତି

ପୁରୀ : ଆସନ୍ତାକାଲି ଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ନୂଆବର୍ଷରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସମୀକ୍ଷା କରିବା ପରେ କ୍ରିଷନ କୁମାର କହିଛନ୍ତି, ୩ ତାରିଖରୁ ଦୈନିକ ପ୍ରାୟ ୧୫ରୁ ୧୭ ହଜାର ଶ୍ରଦ୍‌ଦ୍ଧାଳୁ
Read More...

ଆସନ୍ତୁ ଜାଣିବା, ମାର୍କେଟ୍‌ରେ ଆଜି ପାଖାପାଖି ପନିପରିବା ଦର କ’ଣ ରହିଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି କ’ଣ ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଫୁଲକୋବି - ୩୫ ଟଙ୍କା, ବଂଧାକୋବି - ୨୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୩୦ ଟଙ୍କା,
Read More...