Monthly Archives

January 2021

୩ ଏସି ଚୋର ଗିରଫ୍‌ : ଚୋରି ହୋଇଥିବା ୨ ଏସି ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ପୁଲିସ ୩ ଜଣ ଏସି ଚୋରଙ୍କୁ ଗିରଫ୍‌ କରିଥିବା ନେଇ ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସ୍ଥାନୀୟ ମ୍ୟୁନିସିପାଲିଟି କଲୋନାୀର ବାସିନ୍ଦା ଗଙ୍ଗାଧର ଦାଶ ଗତ ୩ ତାରିଖ ଦିନ ଲିଖିତ ଭାବେ ଅଭିଯୋଗ
Read More...

ସେଲଫି ନେଲାବେଳେ ବାଲିଶଙ୍କରା ବ୍ଲକ୍ ଇବନଦୀ କନାକୁଣ୍ଡରେ ଖସିପଡି ନିଖୋଜ ହୋଇଯାଇଥିବା ଅନୁପମା ପ୍ରଜାପତିଙ୍କ ମୃତଦେହ…

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ରାଜଗାଙ୍ଗପୁରର ଅନୁପମା ପ୍ରଜାପତି ଗତକାଲି ପରିବାର ଲୋକଙ୍କ ସହ ଘୋଘର ନିକଟ ଇବନଦୀ କନାକୁଣ୍ଡକୁ ବଣଭୋଜି କରିବାକୁ ଆସିଥିଲେ । ପଥର ଉପରେ ଠିଆ ହୋଇ ସେଲଫି ନେଉଥିବା ବେଳେ ସେ ନଦୀ କନାକୁଣ୍ଡରେ ଖସିପଡି ନିଖୋଜ ହୋଇଯାଇଥିଲେ । ତେବେ ଗତକାଲି ଠାରୁ ଦମକଳ
Read More...

ତେଲେଙ୍ଗାନାରୁ ଶ୍ରମିକ ମୁକ୍ତ : ଲାଠୋରରେ ବନ୍ଧକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତର ଲହଙ୍ଗେର ଗ୍ରାମର ୧୫ ଜଣ ଦାଦନ ଶ୍ରମିକ ମହିଳା ଓ ପୁରୁଷ ତେଲେଙ୍ଗାନା ରାଜ୍ୟରୁ ମୁକୁଳି ଆସିବା ପରେ ଏବେ ୪ ଜଣ ଶ୍ରମିକଙ୍କୁ ବଲାଙ୍ଗିର ଜିଲ୍ଲା ଲାଠୋର ଠାରେ
Read More...

ଆୟକର ବିଭାଗ ଦଳ ରବର୍ଟ ଭଦ୍ରାଙ୍କ ଘରେ ପହଞ୍ଚିଲେ : ବେନାମୀ ସମ୍ପତ୍ତି ମାମଲାରେ ତଦନ୍ତ

ନୂଆଦି‌ଲ୍ଲୀ : ବେନାମୀ ସମ୍ପତ୍ତି ମାମଲାରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ଅଧିକାରୀମାନେ ପଚରା ଉଚରା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆୟକର ବିଭାଗ ରବର୍ଟ ଭଦ୍ରାଙ୍କୁ ନୋଟିସ ପଠାଇଥିଲେ ମଧ୍ୟ ସେ ଆୟକର କାର୍ୟ୍ୟାଳୟରେ
Read More...

ପ୍ରଧାନମନ୍ତ୍ରୀ ଶସ୍ୟ ବୀମା ଟଙ୍କା ଜମାହେଲା : ବାଦିକଟା ପଞ୍ଚାୟତରେ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର ବାଦିକଟା, ଲଖମରା, ଭେଙ୍ଗରାଜପୁର ୩ଟି ଗ୍ରାମ ପଞ୍ଚାୟତର ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ୩୦ କୋଟିରୁ ଉର୍ଦ୍ଧ୍ବ ଚାଷୀ ମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବା ପରେ ଚାଷୀ ମାନଙ୍କ ତରଫରୁ ପୂର୍ବତନ ବିଧାୟକ ପ୍ରଦୀପ
Read More...

ମିଥିଲା ପେଣ୍ଟିଂକୁ ନେଇ ସାତ ଦିନିଆ ତାଲିମ ଶିବିର ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମିଥିଲା ପେଣ୍ଟିଂକୁ ନେଇ ଏକ ସାତ ଦିନିଆ ତାଲିମ ଶିବିର ରାକ୍ସିମୁଣ୍ଡା ଏସ୍‌ଏଚ୍‌ଜି କୋଠାରେ ଆଜି ଉଦଯାପିତ ହୋଇଯାଇଛି । ପରିଣାମା ଡେଭଲପମେଣ୍ଟ ଫାଉଣ୍ଡେସନ, ନୂଆଦିଲ୍ଲୀ ଦ୍ବାରା ଆୟୋଜିତ ଏହି ତାଲିମ ଶିବିରରେ ବିହାର
Read More...

ବୁଟ୍‌ରେ ମାଡ ମାରିବା ସହ ଉଲଗ୍ନ କରି ଇଲେକ୍ଟ୍ରି ସକ୍‌ରେ ନାବାଳକକୁ ଥାନାରେ ନିର୍ଯାତନା ଅଭିଯୋଗ

ରାଉରକେଲା, (କେପିଏନ୍‌ଏସ୍‌) : ମୋବାଇଲ ଚୋରୀ ଅଭିଯୋଗରେ ଥାନାରେ ନାବାଳକକୁ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ । ରାଉରକେଲା ଉଦିତ ନଗର ଥାନା ବିରୋଧରେ ଆସିଛି ଏପରି ଏକ ଅଭିଯୋଗ । ମୋବାଇଲ ଚୋରି କରିବା ଅଭିଯୋଗରେ ରାଉରକେଲା ଟିମ୍ବର କଲୋନିର ଜଣେ ୧୩ ପର୍ଷର ନାବାଳକକୁ ଥାନାରେ ରଖି
Read More...

ସୁବର୍ଣ୍ଣପୁର ଜିଲ୍ଲା କୋଷାଗାର ଉଦଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟର ପ୍ରଥମ ଡିଜିଟାଲ୍ ଟ୍ରାନ୍ସଜିକସନ୍ ବ୍ୟବସ୍ଥା ଥିବା ସୁବର୍ଣ୍ଣପୁର ଜିଲ୍ଲା କୋଷାଗାର ଆଜି ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞନ ପୂଜାରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ୧କୋଟି ୮୯ଲକ୍ଷ ବ୍ୟୟ ଅଟକଳରେ ଦ୍ବିତଳ ପ୍ରସାଦଥିବା କୋଷାଗାର
Read More...

ଗାଁ ଜଙ୍ଗଲ ନିକଟରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଯୋଗେନ୍ଦ୍ରନାଥପୁର ଗ୍ରାମ ନିକଟ ଜଙ୍ଗଲରୁ ଜଣେ ନାବାଳିକାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ନାବାଳିକା ସେହି ଗ୍ରାମର ରାଜେନ୍ଦ୍ର ପାଣ୍ଡେଙ୍କ ୮ ବର୍ଷର ଝିଅ
Read More...

ବଡବନ୍ଧ ୫ମ ବାର୍ଷିକ ଲବଣୀ ସେନ ନାଏକ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଦେଓଗାଁକୁ ହରାଇ ପ୍ରଥମ ସେମିଫାଇନାଲରେ ପହଞ୍ଚିଲା କୁଠୁର୍ଲାଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ବଡବନ୍ଧରେ ରବିବାର ଦିନ ପଞ୍ଚମ ବାର୍ଷିକ ଲବଣୀ ସେନ ନାଏକ କ୍ରିକେଟ ପ୍ରତଯୋଗିତାକୁ ସ୍ଥାନୀୟ ସରପଞ୍ଚ ଧୁବଳେ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟିତ କରିଥିଲେ। ରବିବାର ଦିନ
Read More...