Monthly Archives

January 2021

୪୦୦ ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଅସହାୟ, ବୃଦ୍ଧବୃଦ୍ଧା,ଦିବ୍ୟାଙ୍ଗମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଢୋଲମାନ୍ଦଲର ଅନାଥ ଶିଶୁଙ୍କ ପାଖରେ ପହଂଚିଲା ପ୍ରଶାସନ

କଂଟାବାଂଜି, (ମନିଶ କୁମାର ହଂସ) : ଗତ ଡିସେମ୍ବର ୩୦ ତାରିଖ ଦିନ ତୁରେକେଲା ବ୍ଲକ ଢୋଲମାନ୍ଦଲ ଗାଁର ଆଈଙ୍କ ଭରସାରେ ୫ ମା’ବାପା ଛେଉଣ୍ଡ ନାତିନାତୁଣୀ ଦୁର୍ଦ୍ଦିନରେ ରହୁଥିବା ଖବର ‘କୋଶଳ ପ୍ରବାହ’ରେ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ପ୍ରଶାସନ ପାଖରେ ଖବର ପଂହଚିବା ପରେ ପ୍ରଶାସନ ପକ୍ଷରୁ
Read More...

ସାହିତ୍ୟ ଓ ସଂଗୀତର ଯୁଗଳବନ୍ଦୀ ଶ୍ରୀଉତ୍ସବ ଆୟୋଜିତ

● ଶ୍ରୀରୂପା ପବ୍ଲିକେସନ୍ ଡଟ୍ କମ୍ ଉନ୍ମୋଚିତ● ଏଣିକି ଅନଲାଇନରେ ମିଳିବ ଶ୍ରୀରୂପାର ବହି ଭବାନୀପାଟଣା, (କେପିଏନ୍‌ଏସ୍‌) : ପୁସ୍ତକ ପ୍ରକାଶନ ସଂସ୍ଥା ଶ୍ରୀରୂପା ପବ୍ଲିକେସନ୍ ପକ୍ଷରୁ ସାହିତ୍ୟ ଓ ସଂଗୀତକୁ ନେଇ 'ଶ୍ରୀଉତ୍ସବ' ଆୟୋଜିତ ହୋଇଯାଇଛି । ସ୍ଥାନୀୟ ରାମନଗର ପଡ଼ା ଗୋଲାପ ବାଗନା
Read More...

୫ମ ବାର୍ଷିକ ଲବଣୀ ସେନ୍‌ ନାଏକ କ୍ରିକେଟ ପ୍ରତିଯୋଗିତା : ସିକୁଆଁକୁ ହରାଇ ଦ୍ୱିତୀୟ ସେମିଫାଇନାଲରେ ପହଞ୍ଚିଲା…

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ବଡବନ୍ଧରେ ରବିବାର ଦିନରୁ ହୋଇ ଆସୁଥିବା ପଞ୍ଚମ ବାର୍ଷିକ ଲବଣୀ ସେନ୍‌ ନାଏକ କ୍ରିକେଟ ପ୍ରତଯୋଗିତାରେ ସୋମବାର ଦିନ ଗ୍ରୁପ୍ 'ବି'ର ପ୍ରଥମ ମ୍ୟାଚରେ ମୁରସିଂହକୁ ପୂଳସ୍‌ଖଣ୍ଡ ହରାଇଥିଲା । ଦ୍ବିତୀୟ ମ୍ୟାଚରେ ନୁଆଁପାଲିକୁ ସିକୁଆଁ ହରାଇଥିଲା ।
Read More...

ହେମନ୍ତ ଛୁରିଆ ବିଜୁ ଛାତ୍ର ଜନତା ଦଳର ପୁଇଁନ୍ତଲା ବ୍ଲକର ସଭାପତି ହେଲେ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ହେମନ୍ତ ଛୁରିଆ ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ଭାବେ ନିଯୁକ୍ତି ହେଇଛନ୍ତି । ହେମନ୍ତ ପୁଇଁତଳା ବ୍ଲକରେ ଜଣେ ସମାଜସେବୀ ଭାବେ ସୁପରିଚିତ । ଏହି ଗୁରୁ ଦାୟିତ୍ୱକୁ ମଧ୍ୟ ସୁଚାରୀ ରୂପେ ନିର୍ଵାହ କରିବେ ବୋଲି କହିଥିବା ବେଳେ ବିଜୁ ପରିବାର ତଥା
Read More...

କେଶରୀୟା ହିନ୍ଦୁ ବାହିନୀର ପଦଯାତ୍ରା

ଲେ।ଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗୀର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀର ଲେ।ଇସିଂହା ବ୍ଲକ ତରଫରୁ ଲେ।ଇସିଂହା ବାବା ମଠରୁ ଆରମ୍ଭ କରି ଅଗ୍ରସେନ ଭବନ ପର୍ୟ୍ୟନ୍ତ ଏକ ପଦଯାତ୍ରା କରି ସଭାର ଆୟୋଜନ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସଭାପତି ତଥା ପ୍ରଦେଶ ମହାମନ୍ତ୍ରୀ
Read More...

ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆନୁକୁଲ୍ୟରେ ସାଧାରଣ ସଂପାଦକ ହରେକୃଷ୍ଣ ରଥଙ୍କ ଆବାହନ କ୍ରମେ, ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଆଗଲପୁର ବ୍ଲକ ସଂଘ ସଭାପତିଙ୍କ ସଂଯୋଜନାକ୍ରମେ ମୁଖ୍ୟ ଅତିଥି ସନାତନ ଠାକୁର ଓ ମୁଖ୍ୟବକ୍ତା
Read More...

ଓଡିଶାର ପ୍ରାଥମିକ ବିଦ୍ୟାଳୟ, ବି.ଏଡ୍‌. ମହାବିଦ୍ୟାଳୟ ବନ୍ଦ ବିରୁଦ୍ଧରେ ଭିଆଇପି ଦ୍ୱାରା ଓଡିଶା ବନ୍ଦ ଡାକରାକୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୫ ତାରିଖ ଦିନ ଓଡିଶାର ୧୪୫୦୦ ପ୍ରାଥମିକ ବିଦ୍ୟାଳୟ, ୧୬ ବି.ଏଡ. ମହାବିଦ୍ୟାଳୟ, ୩୦୦ କୃଷି ଭିତ୍ତିକ ଶିଳ୍ପ, ଶୀତଳ ଭଣ୍ଡାର, କେବିକେ ଯୋଜନା, ନୀଳାଚଳ ଇସ୍ପାତ କାରଖାନା ବନ୍ଦ ବିରୁଦ୍ଧରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ଏବଂ ଓଡିଶା ପ୍ରାଥମିକ ବିଦ୍ୟାଳୟ
Read More...

କୃଷି ଆଇନରେ ସଂଶୋଧନ ପାଇଁ ମିଳିତ କମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ : କୃଷକମାନେ ସନ୍ତୁଷ୍ଟ ନୁହଁନ୍ତି

ନୂଆଦି‌ଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ସରକାର ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଅଷ୍ଟମ ରାଉଣ୍ଡର ଏହି ଆଲୋଚନା ଦିଲ୍ଲୀର ବି‌ଜ୍ଞାନ ଭବନରେ ଅନୁଷ୍ଠିତ ହେଉଛି । ଶେଷ ବାର୍ତ୍ତାଳାପରେ ବିଦ୍ୟୁତ୍ ବିଲ୍ ପ୍ରସଙ୍ଗରେ କୃଷକଙ୍କ ଦାବୀକୁ ନେଇ ସରକାର ସହମତ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏମଏସପି
Read More...

ଆଜିି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ବ୍ଲକ ଖୁଜେନପାଲି ଗ୍ରା.ପ.ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧ ଓ ୧୮ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ୍‌ ଦେଓଗାଁ ଗ୍ରା.ପ.ରୁ
Read More...