କୋଭିଡ୍-୧୯ ନିୟମ ଉଲ୍ଲଂଘନ : ଅରବାଜ ଖାନ୍ ଏବଂ ସୋହଲି ଖାନ୍ଙ୍କ ବିରୋଧରେ ମାମଲା ରୁଜୁ
ମୁମ୍ବାଇ : କୋଭିଡ୍-୧୯ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ମୁମ୍ବାଇ ମୁନିସିପାଲିଟି କର୍ପୋରେସନ(ବିଏମ୍ସି) ଅଭିନେତା ଅରବାଜ ଖାନ୍ ଏବଂ ସୋହଲି ଖାନ୍ଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ବିଏମ୍ସିର ଡାକ୍ତରଖାନା ଅଧିକାରୀଙ୍କ ଅଭିଯୋଗ ଅନୁସାରେ ଅରବାଜ ଖାନ୍, ସୋହଲି ଖାନ୍!-->!-->!-->…
Read More...
Read More...