Monthly Archives

January 2021

ମାହାଙ୍ଗାରେ ବିଜେପି କର୍ମୀଙ୍କୁ ହତ୍ୟା ପ୍ରତିବାଦରେ କୋକସରା ଥାନା ଆଗରେ ବିଜେପି ପକ୍ଷରୁ ପ୍ରତିବାଦ

ଧର୍ମଗଡ଼, (ଭରତ ବିଶି) : କଟକ ଜିଲ୍ଲାର ମାହାଙ୍ଗାରେ ବିଜେପିର ବରିଷ୍ଠ ନେତା କୁଳମଣି ଜେନା ଓ ତାଙ୍କ ସହ ଅନ୍ୟ ଜଣେ କର୍ମୀଙ୍କୁ ନିର୍ମମ ହତ୍ୟା ଅଭିଯୋଗରେ ବିଜେଡି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଭାରତୀୟ ଜନତା ପାର୍ଟି କୋକସରା ବ୍ଲକ ପକ୍ଷରୁ ଯୁବ ନେତା ଲଷ୍ମୀକାନ୍ତ
Read More...

ଖଲିଆପାଲି କ୍ରିକେଟ କପ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ବୁଡେନ ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ସ୍କୁଲ ଖେଳ ପଡ଼ିଆ ଠାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୨୩ତମ ନେତାଜୀ ମେମୋରିଆଲ କ୍ରିକେଟ କପ ଉଦ୍‌ଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ପଦ୍ମପୁର ଫରେଷ୍ଟ
Read More...

ଗୁଳିମାଡରେ ବୃଦ୍ଧ ଆହତ

ଜଗତସିଂହପୁର, (କେପିଏନ୍‌ଏସ୍‌) : ଗୁଳିମାଡରେ ବୃଦ୍ଧ ଆହତ ହୋଇଛନ୍ତି ବୋଲି ଖବର ମିଳିଛି । ସୂଚନା ଅନୂସାରେ ପୂର୍ବ ଶତ୍ରୁତାକୁ ନେଇ ଜଗତସିଂହପୁର ଜିଲ୍ଲା ସଦର ଥାନା ପଳାଷୋଳ ଗାଁରେ ଜଣେ ବୃଦ୍ଧ ଗୁଲିମାଡରେ ଗୁରୁତର ଆହତ ହୋଇଛନ୍ତି । ଫଳରେ ତାଙ୍କୁ ଜଗତସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ
Read More...

ବୋରାସମ୍ବର ବ୍ଲକ ସ୍ତରୀୟ ଚିତ୍ରଶିଳ୍ପୀ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୋରାସମ୍ବର ବ୍ଲକ ସ୍ତରୀୟ ଚିତ୍ରଶିଳ୍ପୀ ସଂଘର ବୈଠକ ଅନୁ‌ଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଅଲ୍‌ ଓଡିଶା ଚିତ୍ରକଳା ଏସୋସିଆସନ ସମ୍ପାଦକ ରଞ୍ଜନ ମିଶ୍ର, ଜିଲ୍ଲା କମିଟିର ପରିଚାଳକ ତେଜରାଜ ସାହୁ. ବିଜେପୁରର ଚିତ୍ରଶିଳ୍ପୀ ଅଭିମନ୍ୟୁ ମେହେର ଓ
Read More...

ପ୍ରସବ ପରେ ମହିଳାମାନେ ଖାଆ‌ନ୍ତୁ ଏହି ଗୁଡ଼ ଲଡ଼ୁ : ଭରପୂର ଶ‌କ୍ତି ଓ ସାମର୍ଥ୍ୟ ମିଳିବ

ସାଧାରଣତଃ ପ୍ରସବ ପରେ ମହିଳାମାନେ ଦୁର୍ବଳ ଅନୁଭବ କର‌ନ୍ତୁ । ଏହି ସମୟରେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ତେବେ ତୁର‌ନ୍ତ ଶକ୍ତି ଓ ସାମର୍ଥ୍ୟ ପାଇବା ପାଇଁ ପ୍ରତ୍ୟହ ନିୟମିତ ଖାଆ‌ନ୍ତୁ ଏହି ଗୁଡ଼ ଲଡ଼ୁ । ଏହା କିପରି ତିଆରିବା ଆସ‌ନ୍ତୁ ଜାଣିବା । କିଛି କାଜୁ, ପିସ୍ତା
Read More...

ହେ’ ଈଶ୍ୱର, ହେ’ ପରମେଶ୍ୱର

ଶରଦିନ୍ଦୁ ଭୂଷଣ ହୋତା ବସ୍ତୁବାଦୀ ଜୀବନଚର୍ଯ୍ୟାର ପ୍ରଧାନ ଲକ୍ଷ୍ୟ ହେଉଛି ଯେ ତାହା ଭୋଗସର୍ବସ୍ୱ । ସୁଖପ୍ରାପ୍ତି ହିଁ ଚରମ ଲକ୍ଷ୍ୟ । ସୁଖଭୋଗ ପାଇଁ ବସ୍ତୁଗତ ଉପକରଣ ସଂଗ୍ରହରେ ଚଳନ୍ତି ସମାଜର ଅଧିକାଂଶ ବ୍ୟକ୍ତି ସଦାସର୍ବଦା ବ୍ୟସ୍ତ । ଭୋଗ ପାଇଁ ପ୍ରୟୋଜନ ହେଉଥିବା ବସ୍ତୁସମ୍ଭାର
Read More...

ବୁର୍ଲା ମହାନଦୀ ପୋଲ ତଳୁ ମିଳିଥିଲା ଅଜଣା ଯୁବତୀଙ୍କ ମୃତଦେହ : ମିଳିଳା ମୃତକଙ୍କ ପରିଚୟ

ସମ୍ବଲପୁର : ସମ୍ବଲପୁର ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ମୃତଦେହ ମିଳିଥିବା ଯୁବତୀଙ୍କ ପରିଚୟ ମିଳିଛି । ମୃତ ଯୁବତୀ ଜଣଙ୍କ ସୋନପୁର ଡୁଙ୍ଗୁରୀପାଲୀ ଗଣ୍ଡପାଲୀ ଗାଁର ପିଙ୍କି ସାହୁ ବୋଲି ଜଣିବାକୁ ମିଳିଛି । ପରିବାର ଲୋକ ବୁର୍ଲା ହସ୍ପିଟାଲକୁ ଆସି ଝିଅକୁ ଚିହ୍ନଟ କରିଛନ୍ତି
Read More...

ଭାରତର ୧୩୫ କୋଟି ଜନସଂଖ୍ୟାରେ ଚାଇନାର କରୋନା ଭ୍ୟାକ୍ସିନ୍‌ର ପ‌ତ୍ତା ସାଫ୍‌ : ଗ୍ଲୋବାଲ୍‌ ଟାଇମ୍ସ କ୍ଷୁ‌ବ୍ଧ

ବେଜିଂ : କରୋନା ଭୂତାଣୁ ପ୍ରସାରିତ କରିବାରେ ସାରା ବିଶ୍ୱରେ ଅବି‌ଶ୍ୱାସନୀୟ ହୋଇ ପଡ଼ିଥିବା ଚୀନ୍ ବର୍ତ୍ତମାନ ଏହାର ସରକାରୀ କ୍ଷମତା ମାଧ୍ୟମରେ ଭାରତୀୟ କରୋନା ଭାଇରସ୍ ଭ୍ୟାକ୍ସିନର ସୁରକ୍ଷା ଉପରେ ପ୍ରଶ୍ନ କରୁଛି । କେବଳ ଏତିକି ନୁହେଁ, ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସ ମଧ୍ୟ
Read More...

ରାଜ୍ୟରେ ଆଜି ୧୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୯୮ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୩ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଏସ୍‌ପିଙ୍କ ଗାଡ଼ିକୁ ପିଟିଲା ଟ୍ରକ

ଭଦ୍ରକ, (କେପିଏନ୍‌ଏସ୍‌) : ଏସ୍‌ପିଙ୍କ ଗାଡିକୁ ପିଟିଲା ଟ୍ରକ ବୋଳି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ଏସ୍‌ପି ଚରଣ ସିଂ ତା‌ଙ୍କ ଡ୍ରାଇଭର‌ଙ୍କ ସହ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଟ୍ରକ ତା‌ଙ୍କ ଗାଡିକୁ ପିଟିଦେଇଥିଲା ଫଳରେ ଅଳ୍ପକେ
Read More...