Monthly Archives

January 2021

ଆସାମ ସରକାରଙ୍କ ନିଷ୍ପତ୍ତି : ବିଦ୍ୟାଳୟକୁ ଯାଉଥିବା ପ୍ରତ୍ୟେକ ଛାତ୍ରୀ ପ୍ରତିଦିନ ୧୦୦ ଟଙ୍କା ଲେଖାଏଁ ପାଇବେ

ଗୌହାଟି : ଝିଅମାନଙ୍କୁ ବିଦ୍ୟାଳୟକୁ ଯାଇ ନିଜ ଗୋଡ଼ରେ ଠିଆ ହେବାକୁ ଉତ୍ସାହିତ କରାଯିବା ଆବଶ୍ୟକ । ତା'ସହ ପ୍ରତ୍ୟେକ ପଦକ୍ଷେପରେ ସେମାନଙ୍କୁ ସମର୍ଥନ କରିବାର ଅଧିକ ଆବଶ୍ୟକତା ଅଛି । ଆସାମ ସରକାର ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉ‌ତ୍ସାହପ୍ରଦ ନିଷ୍ପତ୍ତି ନେଇଛନ୍ତି,
Read More...

ସ୍କୁଲ ଖୋଲିଲେ ଗୋଟିଏ ଶ୍ରେଣୀ ଗୃହରେ ୨୦ ରୁ ୨୫ ପିଲା କୋଭିଡ୍‌ ନିୟମ ମାନି ବସିବେ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ବିଶ୍ୱମହାମାରୀ କରୋନା ଯୋଗୁ ରାଜ୍ୟରେ ଦୀର୍ଘ ୧୦ ମାସ କାଳ ପିଲାଙ୍କ ପାଠପଢା ଠପ୍‌ ହୋଇଯାଇଥିବା ବେଳେ ରାଜ୍ୟରେ ଖୁବ୍‌ ଶୀଘ୍ର ସ୍କୁଲ୍‌ଖୋଲିବା ନେଇ ରାଜ୍ୟସରକାର ପ୍ରସ୍ତୁତି ଚଳାଇଥିବା ବେଳେ ସ୍କୁଳ ଖୋଲିଲେ ଗୋଟିଏ ଶ୍ରେଣୀ ଗୃହରେ ୨୦ ରୁ ୨୫ ପିଲା କୋଭିଡ୍‌ ନିୟମ ମାନି ବସି
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲ୍‌ପୁର ବ୍ଲକ ଝରନିପାଲି ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୪ରୁ ୩ ଜଣ ଓ ୱାର୍ଡ ନଂ.୧୦ ଓ ୨୦ରୁ
Read More...

ମମତା ସରକାରଙ୍କୁ ଆଉ ଏକ ଝଟକା : ପୂର୍ବତନ କ୍ରିକେଟର୍‌ ଲକ୍ଷ୍ମୀ ରତନ ଶୁକ୍ଲା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ

କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ବର୍ଷ ଆରମ୍ଭ ହୋଇଛି । ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୁଳ କଂଗ୍ରେସ କ୍ରମାଗତ ଭାବେ ପ୍ରତିବନ୍ଧକ ସାମ୍ନା କରି ଆସୁଛି। ମଙ୍ଗଳବାର ଦିନ ମମତା ସରକାରର ଆଉ ଜଣେ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର୍‌ ଲକ୍ଷ୍ମୀ ରତନ ଶୁକ୍ଲା ମନ୍ତ୍ରୀ ପଦରୁ ଇସ୍ତଫା
Read More...

ବାର୍ଡ ଫ୍ଲୁ ଆତଙ୍କ : କେରଳରେ ବିପର୍ୟ୍ୟୟ ଘୋଷଣା, ମନ୍ଦସୌରରେ ଚିକେନ୍-ଅଣ୍ଡା ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କରୋନା ଟୀକା ଆସିବା ପରେ ଆଶ୍‌ଶ୍ୱସ୍‌ସ୍ତି ମଧ୍ୟରେ ଏକ ନୂତନ ସଙ୍କଟ ବର୍ତ୍ତମାନ ଗଭୀର ଉଭା ହୋଇଛି । ବାର୍ଡ ଫ୍ଲୁ ଦେଶର ଅନେକ ରାଜ୍ୟରେ ବ୍ୟାପିଛି । ରାଜସ୍ଥାନ ପରେ ମଧ୍ୟପ୍ରଦେଶ, ହିମାଚଳ ଏବଂ କେରଳରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ
Read More...

ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ଓ ଅପାରଗତା ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ : ଜେଲ୍‌ ଡିଆଇଜିଙ୍କ ସମେତ ଚାକିରିରୁ…

ଭୁବନେଶ୍ୱର : ଦୁର୍ନୀତି ଓ ଅପାରଗତା ଯୋଗୁଁ ଜେଲ୍‌ ଡିଆଇଜିଙ୍କ ସମେତ ୭ଜଣ ଅଫିସରଙ୍କୁ ଚାକିରିରୁ ବିଦା କରିଛନ୍ତି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟସରକାର । ତେବେ ଚାକିରିରୁ ବିଦା ହୋଇ ବାଧ୍ୟତାମୂଳକ ଅବସର ନେଇଥିବା ଅଫିସରଙ୍କ ମଧ୍ୟରେ ଜଣେ ଜେଲ୍‌ ଡିଆଇଜି, ଜଣେ
Read More...

ନିଷ୍ଠା ପରିବାର ଦ୍ୱାରା ଅସହାୟ ବୃଦ୍ଧ ଉଦ୍ଧାର : ଚିକିତ୍ସାଧୀନ ଅବ‌ସ୍ଥାରେ ମୃତ୍ୟୁୁ

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି କାହିଁକି ଅଲୋଡା ବୃଦ୍ଧ ବାପା ମା', ଏ ପ୍ରଶ୍ନ ବାରମ୍ବାର ଆମକୁ ଆନ୍ଦୋଳିତ କରେ । ଏଭଳି ଜଣେ ଅଲୋଡ଼ା ବୃ‌ଦ୍ଧ ନି‌ଷ୍ଠା ପରିବାର ‌ଦ୍ୱାରା ଉ‌ଦ୍ଧାର ହୋଇଛ‌ନ୍ତି । ଗତ ୫ ତାରିଖ ଦିନ ବରଗଡ ରେଳ ଷ୍ଟେସନ ପାଖରେ ହାଡଭଙ୍ଗା ଶୀତରେ ରୋଡ ସାଇଡରେ ପଡିଥିଲେ ଜଣେ
Read More...

ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିଲା ଅନ୍ତର୍ଜାତୀୟ ପରିଚାଳନା ପ୍ରମାଣପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ‌ସ୍ଥାନୀୟ ଶାସ୍ତ୍ରୀ ନଗର ଯାହା ସ୍ଥାନୀୟ ନେସନାଲ ପିସ୍‌ ୟୁନିସନ (ଭାରତ) ଦ୍ୱାରା ପରିଚାଳିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (UPHC) ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ତମ ପରିଚାଳନା ପ୍ରକ୍ରିୟା ପାଇଁ ଅନ୍ତର୍ଜାତୀୟ ପରିଚାଳନା ପ୍ରମାଣପତ୍ର ହାସଲ
Read More...

କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସମସ୍ତ ମନ୍ଦିର ଖୋଲାଯିବା ପାଇଁ ଏକ ଦାବିପତ୍ର ପ୍ରଦାନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗୀର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତ କରାଯିବା ସହିତ ବଲାଙ୍ଗୀର ଜିଲ୍ଲାର ସମସ୍ତ ମନ୍ଦିର ଖୋଲାଯିବାକୁ ଅନୁରୋଧ କରାଯିବା ସହ ଏକ ଦାବିପତ୍ର କରାଯାଇଛି । ଏଥିରେ ଜିଲ୍ଲା ସଭାପତି
Read More...

ଧୁମ୍-୪ ରେ ଏକାସଙ୍ଗେ ଦର୍ଶକ‌ଙ୍କ ନଜରରେ ଆସିବେ‌ ରିତିକ୍‌ ଓ ଜନ୍

ମୁମ୍ବାଇ : ବଲିଉଡ୍‌ ସିନେମା ଜଗତରେ ବର୍ତ୍ତମାନ ପରଦାକୁ ଆସିବ ଧୁମ୍-୪ । ଧୁମ୍-୪ରେ ଉଭୟ ରିତିକ୍‌ ରୋଶନ ଓ ଜନ ଆବ୍ରାହମ ଏକାସଙ୍ଗେ ଦର୍ଶକ‌ଙ୍କ ନଜର ଆସିବେ ବୋଲି ଚ‌ର୍ଚ୍ଚା ହେଉଛି । ପ୍ରଥମଥର ପାଇଁ ରିତିକ୍‌ ଓ ଜନ୍‌ ଗୋଟିଏ ଫିଲ୍ମରେ ଏକାସଙ୍ଗେ ନଜର ଆସିବେ । ଏହି ଖବର ସାମ୍ନାକୁ ଆସିବା
Read More...